ଗଜଲକ୍ଷ୍ମୀ ରାଜବାରି

ଉଇକିପିଡ଼ିଆ ରୁ
ଢେଙ୍କାନାଳ ରାଜବାଟୀ
ମୂଳ ନାମ ଗଜଲକ୍ଷ୍ମୀ ରାଜବାରି
Gaj Laxmi palace (Dhenkanal palace) Dhenkanal, Odisha.JPG
ଗଜଲକ୍ଷ୍ମୀ ରାଜବାରି
ଅବସ୍ଥିତି ଢେଙ୍କାନାଳ, ଓଡ଼ିଶା
ଦିଗବାରେଣି 20°38′55.20″N 85°36′27.63″E / 20.648667°N 85.607675°E / 20.648667; 85.607675ଦିଗବାରେଣି: 20°38′55.20″N 85°36′27.63″E / 20.648667°N 85.607675°E / 20.648667; 85.607675

ଗଜଲକ୍ଷ୍ମୀ ରାଜବାରି ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ସହରରେ ଥିବା ଏକ ପୁରାତନ ରାଜବାଟୀ ।[୧] ଏହା ଢେଙ୍କାନାଳର ସିଂହଦେଓ ରାଜପରିବାର ଦ୍ବାରା ନିର୍ମିତ । ଏହି ପ୍ରାସାଦଟିର ମରାମତି କରାଯାଇ ଏହାକୁ ଏକ ପର୍ଯ୍ୟଟନ ସୌଧ ଭାବେ ବ୍ୟବହାର କରାଯାଉଛି । ଏଠାରେ ଜଣାଶୁଣା ବଙ୍ଗଳା କଥାଚିତ୍ର ରୟାଲ ବେଙ୍ଗଲ ରହସ୍ୟର ସୁଟିଂ ହୋଇଥିଲା ।[୨] [୩] [୪]

ଅବସ୍ଥିତି[ସମ୍ପାଦନା]

ଏହା ଢେଙ୍କାନାଳ ସହରଠୁ ୨ କିମି ଦୂରରେ ପାଣିଓହଳା ପାହାଡ଼ ଉପରେ ଅବସ୍ଥିତ ।

ଗଜଲକ୍ଷ୍ମୀ ରାଜଉଆସର ଭିତରପାଖ

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]