କ୍ରେଅନ ସିନ-ଚାନ
ଉଇକିପିଡ଼ିଆ ରୁ
କ୍ରେୟୋନ୍ ଶିନ୍ଚାନ୍ ( ଜାପାନୀ: クレヨンしんちゃん, ଇଂରାଜୀ:Crayon Shin-Chan) ଗୋଟାଏ ଜାପାନୀ ଆନିମେ ଓ ମାଂଗା ଚରିତ୍ର ର ନାମ ଅଟେ । ଏହାର ଆନିମେଶନ୍ ସିରିଜ଼ ଭାରତରେ ହିନ୍ଦୀ, ତେଲୁଗୁ ଏବଂ ତାମିଲ୍ ଭାଷା ରେ ଉପଲବ୍ଧ । ଏହା ହଂଗାମା ଟିଭି ରେ ପ୍ରସାରଣ ହୁଏ । ୨୦୦୬ ରେ ସର୍ବପ୍ରଥମେ ଭାରତରେ ପ୍ରସାରିତ ହୋଇଥିଲା । ୧୯୯୨ରେ ଜାପାନ୍ ରେ ପ୍ରସାରିତ ହେଇଥିଲା। ଏହା ଏକ ବିଶ୍ବପ୍ରସିଦ୍ଧ କାର୍ଟୁନ୍।