କ୍ରେଅନ ସିନ ଚାନ: ବହୁତ ସ୍ୱାଦିଷ୍ଟ B କ୍ଳାସ ଗୋର୍ମେଟ ସର୍ଭାଇବାଲ!!

ଉଇକିପିଡ଼ିଆ‌ରୁ
କ୍ରେୟନ ଶିନଚାନ: ବହୁତ ସ୍ୱାଦିଷ୍ଟ! !। B-ଶ୍ରେଣୀ ଖାଦ୍ୟ ସର୍ଭାଇବାଲ
Crayon Shin-chan: Very Tasty! B-class Gourmet Survival!!
ନିର୍ଦ୍ଦେଶକମାସାକାଜୁ଼ ହାଶିମୋତୋ
ସଂଳାପକିମିକୋ ଉଏନୋ
ସଙ୍ଗୀତତୋଶିୟୁକି ଆରାକାୱା
Production
company
ବିତରକତୋହୋ
ମୁକ୍ତିଲାଭ ତାରିଖ
ଏପ୍ରିଲ ୨୦, ୨୦୧୩
କଥାଚିତ୍ରର ସମୟ
୯୬ ମିନଟ୍
ଦେଶଜାପାନ
ଭାଷାଜାପାନୀ ଭାଷା
ମୋଟ ଆୟUS$୧୨.୭ ମିଲିୟନ୍ (ଜାପାନରେ)

'କ୍ରେୟନ ଶିନଚାନ: ବହୁତ ସ୍ୱାଦିଷ୍ଟ! !। B-ଶ୍ରେଣୀ ଖାଦ୍ୟ ସର୍ଭାଇବାଲ।' ହେଉଛି ପ୍ରସିଦ୍ଧ ଆନିମେ ଶିନଚାନର ୨୧ତମ ଚଳଚ୍ଚିତ୍ରର ନାମ । ଏହା ଅପ୍ରେଲ୨୦, ୨୦୧୩ରେ ଜାପାନରେ ରିଲୀଜ ହୋଇଥିଲା। ଏହା ମାସାକାଜୁ ହାଶିମୋତୋଙ୍କଦ୍ୱାରା ନିର୍ଦ୍ଦେଶିତ । ଏହାକୁ କିମିକୋ ଉଏନୋ ଲେଖିଛନ୍ତି । ଏହି ଚଳଚ୍ଚିତ୍ରରେ B-ଗ୍ରେଡ ଖାଦ୍ୟକୁ ବଞ୍ଚେଇବା ପାଇଁ ମୁଖ୍ୟ ପାତ୍ର ଶିନଚାନକୁ ଏକ ସ୍ପେଶାଲ ସସକୁ ସୁରକ୍ଷା କରିବାକୁ ପଡ଼ିବ । ଏହି ଚଳଚ୍ଚିତ୍ରଟା ଶିନ-ଏଇ ଏନିମେଶନଦ୍ୱାରା ନିର୍ମିତ ।

ସାରକଥା[ସମ୍ପାଦନା]

ଏହି କାହାଣିରେ ଶିନ୍ ଚାନ୍ ଓ କାସୁକାବେ ଡିଫେନ୍ସ୍ ଗ୍ରୁପ୍କୁ B-ଶ୍ରେଣୀ ଖାଦ୍ୟର ମେଳାକୁ ଯିବାର ଥିଲା। କିନ୍ତୁ ସେହି ସମୟରେ, ଜଣେ ଅଜିବ ଲୋକ ତାଙ୍କୁ ଏକ ସସ୍କୁ ମେଳାକୁ ପଠେଇବାକୁ କହିଲା । ସେ ସସ୍ ଟା ଥିଲା ଏକ ଲେଜେନ୍ଡାରି ସସ୍, ଜେଉଟା ପ୍ରୁଥିବିର B-ଶ୍ରେଣୀ ଖାଦ୍ୟକୁ ବଞ୍ଛେଇବା ପାଇ ସକ୍ଷମ । ଯଦି ତାହା ଶୈତାନ୍ ହାତରେ ପଡ଼ିଗଲା, ତେବେ B-ଶ୍ରେଣୀ ଖାଦ୍ୟ ସମାପ୍ତ ହେଇଜିବ । ବର୍ତ୍ତମାନ, ଶିନ୍ ଚାନ୍ ଓ ସାଥିମାନଙ୍କୁ ସେହି ସସ୍କୁ ମେଳାକୁ ସୁରକ୍ଷା କରି ପହଞ୍ଚେଇବକୁ ପଡ଼ିବ । [୧]

ଫିଲ୍ମ ପାତ୍ର[ସମ୍ପାଦନା]

  • ଶିନଚାନ
  • ହିରୋଶି ନୋହାରା
  • ମିସାଏ
  • ହିମାୱାରି
  • ଶିରୋ
  • କାଜାମା
  • ମାସାଓ
  • ନେନେ
  • ବୋଚାନ
  • ମିଚ୍ଚି
  • ୟୋଶିରିନ
  • କାଜାମାର ମାମା

ଅତିଥି ଚରିତ୍ର[ସମ୍ପାଦନା]

  • ବେନିକୋ ଶୌଗାନୋ
  • କୋରୋକ୍କେ-ଦୋନ
  • ସସ୍ର କେନ
  • ଶେଫ କାୱାଗୋଏ
  • ବୁନ୍ତା
  • ମିନାମି
  • ଓକ୍ୟୌ
  • ମାସା
  • ଗୌର୍ମେଟ୍ ପୋଏ
  • କାବିଆର୍
  • ଟ୍ରଫଲ୍
  • ପିଗ୍ଗୀ
  • ଫୋଇଏ-ଗ୍ରାସ୍
  • ସୁଶି କପଲ୍
  • ସ୍ଟେକ୍ ରାଇଡ଼ର

ସ୍ଲୋଗାନ[ସମ୍ପାଦନା]

ରୋଷ! ଭଜା ନୁଡ଼ଲ! ଏକାଗ୍ରତା! ବନ୍ଧୁତ୍ୱ !

ପ୍ରସଙ୍ଗ ଗୀତ[ସମ୍ପାଦନା]

ପ୍ରାରମ୍ଭିକ ଗୀତ[ସମ୍ପାଦନା]

ନାମ: "କିମି ନି ୧୦୦ ପରସେନ୍ଟ"
ଗାୟକ: "କ୍ୟାରୀ ପାମୟୁ ପାମୟୁ"

ମଝି ଗିତ[ସମ୍ପାଦନା]

ନାମ: "ୟାକିସୋବା ନୋ ଉତା ~ସସ୍ ଇଜ୍ ଲଭ୍~"
ଗାୟାକ: ତୋଶିୟୁକି ଆରାକାବ୍ୱା"

ସମାପ୍ତି ଗୀତ[ସମ୍ପାଦନା]

ନାମ: RPG
ଗାୟକ/ବ୍ୟାନ୍ଡ୍: SEKAI NO OWARI

ଡିଭିଡି ରିଲୀଜ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ଡିଭିଡି ଏବଂ ବ୍ଲୁ-ରେ ଜାପାନରେ ୮ ନଭେମ୍ବର ୨୦୧୩ରେ ପ୍ରକାଶିତ ହୋଇଥିଲା ।

ସିନେମା ଆୟ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟି ମୋଟ ୧କୋଟି୨୭ ଲକ୍ଷ ଡଲାର ଆୟ କରିଥିଲା ।

ଭାରତରେ[ସମ୍ପାଦନା]

ଭାରତରେ ଏହି ଚଳଚ୍ଚିତ୍ରଟି ୧୯ ଜୁଲାଇ ୨୦୧୪ରେ ହଂଗାମା ଟିଭିରେ ପ୍ରସାରିତ ହୋଇଥିଲା ।

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2013-03-12. Retrieved 2015-07-01. {{cite web}}: Cite has empty unknown parameter: |1= (help)