କେନ୍ଦ୍ରାପଡ଼ା ଜିଲ୍ଲା
ଉଇକିପିଡ଼ିଆ ରୁ
(କେନ୍ଦ୍ରାପଡ଼ା ଜିଲା ରୁ ଲେଉଟି ଆସିଛି)
| କେନ୍ଦ୍ରାପଡ଼ା | |
|---|---|
| — ଜିଲ୍ଲା — | |
|
|
|
| ଦିଗବାରେଣି: 20°31′N 86°28′E / 20.517°N 86.467°Eଦିଗବାରେଣି: 20°31′N 86°28′E / 20.517°N 86.467°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକସଭା | କେନ୍ଦ୍ରାପଡ଼ା |
| ଭାଷା | ଓଡ଼ିଆ, ଇଂରାଜୀ |
| ବିଧାନସଭା | ୫ଟି ଆସନ
୧. ପାଟକୁରା (୦୯୬)
୨. କେନ୍ଦ୍ରାପଡ଼ା (୦୯୭) ୩. ଆଳି (୦୯୮) ୪. ରାଜନଗର (୦୯୯) ୫. ମହାକାଳପଡ଼ା (୧୦୦) |
| ଲୋକସଂଖ୍ୟା (୨୦୧୧) | |
| - ଜିଲ୍ଲା | |
| • ଅନୁପାତ | ୧୦୦୬ ♂/♀ (ପୁରୁଷ/ନାରୀ) |
| • ଅନୁପାତ | ୯୨୧ ♂/♀ (ପୁଅ/ଝିଅ) |
| - ମୋଟ ସାକ୍ଷରତା ହାର | ୮୫.୯୩% |
| • ପୁରୁଷ | ୯୨.୪୫% |
| • ନାରୀ | ୭୯.୫୧% |
| - ଘନତା | ୫୪୫/କି.ମି.୨ (୧,୪୧୧.୫/ମାଇଲ୨) |
| - ନଗର | |
| - ଗାଆଁ | |
| - ୬ ବର୍ଷରୁ କମ ଶିଶୁ | |
| ସମୟ ମଣ୍ଡଳ | IST (+୫.୩୦) |
| ଡାକ କୋଡ଼ (ପିନ୍) | ୭୫୬ xxx |
| ତାର (ଏସ୍.ଟି.ଡ଼ି) | ୦୬୭୮୨ |
| ଗାଡ଼ି କୋଡ଼ | OR-29 |
| ଜିଲ୍ଲାପାଳ | ପ୍ରଦୀପ୍ତ କୁମାର ପଟ୍ଟନାୟକ |
| ବେବସାଇଟ | ମୁଖ୍ୟ ୱେବସାଇଟ |
କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । କେନ୍ଦ୍ରାପଡ଼ା ଏହାର ପ୍ରଶାସନିକ ମୁଖ୍ୟାଳୟ ।କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମା ରାଜ୍ୟ ସଦର ନଗର ଠାରୁ ୮୫ କି.ମି. ଦୁରରେ ଅବସ୍ଥିତ ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଇତିହାସ
[ଏହାକୁ ବଦଳାନ୍ତୁ] ଭୂଗୋଳ
କେନ୍ଦ୍ରାପଡ଼ା ଜିଲ୍ଲା ରାଜ୍ୟର ପୂର୍ବ ଭାଗରେ ଅବସ୍ଥିତ ଓ ଏହା ୨୦°୨୦' ଉ. ରୁ ୨୦°୩୭' ଉ. ଅକ୍ଷାଂଶ ଓ ୮୬°୧୪' ପୂ. ରୁ ୮୭°୦୧' ପୂ. ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ବେଳାଭୂମି ୮୯ କି.ମି. ଜାଗା ଅଧିକାର କରିଅଛି ଓ ଧାମରା ମୁହାଣରୁ ବତୀଘର ଯାଏଁ ବ୍ୟାପିଅଛି ।
କେନ୍ଦ୍ରାପଡ଼ା ଜିଲ୍ଲାର
- ପୂର୍ବରେ: ବଙ୍ଗୋପସାଗର
- ପଶ୍ଚିମରେ: କଟକ ଜିଲ୍ଲା
- ଉତ୍ତରରେ: ଭଦ୍ରକ ଜିଲ୍ଲା
- ଦକ୍ଷିଣରେ: ଜଗତସିଂହପୁର ଜିଲ୍ଲା ଅବସ୍ଥିତ ।
[ଏହାକୁ ବଦଳାନ୍ତୁ] ଜନସଂଖ୍ୟା
୨୦୧୧ ଜନଗଣନା[୧] ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୩୯,୮୯୧ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୫୬,୩୫୧ ଓ ସହରାଞ୍ଚଳରେ ୮୩,୫୪୦ ଲୋକ ବାସ କରନ୍ତି [୨] |
- ପୁରୁଷ: ୭,୧୭,୬୯୫
- ମହିଳା: ୭,୨୨,୧୯୬
- ଛ ବର୍ଷରୁ କମ: ୧,୫୩,୪୪୩
- ସାକ୍ଷରତା ହାର ୮୫.୯୩%
- ପୁରୁଷ: ୯୨.୪୫%
- ମହିଳା: ୭୯.୫୧%
[ଏହାକୁ ବଦଳାନ୍ତୁ] ବିଭାଗ
[ଏହାକୁ ବଦଳାନ୍ତୁ] ପଞ୍ଚାୟତ ସମିତି
[ଏହାକୁ ବଦଳାନ୍ତୁ] ତହସିଲ
ଆଳି, କେନ୍ଦ୍ରାପଡ଼ା, କନିକା, ପଟ୍ଟାମୁଣ୍ଡାଇ, ମାର୍ଶାଘାଇ, ରାଜନଗର
[ଏହାକୁ ବଦଳାନ୍ତୁ] ଗମନାଗମନ
[ଏହାକୁ ବଦଳାନ୍ତୁ] ପର୍ଯ୍ୟଟନ ସ୍ଥଳ
- ବଳଦେବଜୀଉ ଦେଉଳ, ଇଚ୍ଛାପୁର
- ଭିତରକନିକା ଜାତୀୟ ଉଦ୍ୟାନ
[ଏହାକୁ ବଦଳାନ୍ତୁ] ଶିକ୍ଷା
[ଏହାକୁ ବଦଳାନ୍ତୁ] କଲେଜ ଓ ବିଶ୍ଵବିଦ୍ୟାଳୟ
[ଏହାକୁ ବଦଳାନ୍ତୁ] ସ୍କୁଲ
[ଏହାକୁ ବଦଳାନ୍ତୁ] ଆହୁରି ଦେଖନ୍ତୁ
[ଏହାକୁ ବଦଳାନ୍ତୁ] ଆଧାର
[ଏହାକୁ ବଦଳାନ୍ତୁ] ବାହାର ଆଧାର
|
|||||
|
||||||||||||||||||||