କୃଷି
ଉଇକିପିଡ଼ିଆ ରୁ
ଖାଦ୍ୟ ଓ ଅନ୍ୟାନ୍ୟ ବସ୍ତୁ ପାଇଁ ଗଛ ବଢାଇବା ବା ଜୀବଜନ୍ତୁ ପୋଷିବାର ପ୍ରକ୍ରିୟାକୁ କୃଷି କୁହାଯାଏ ।
କୃଷି କେବଳ ଖାଦ୍ୟ ପାଇଁ କରାଯାଇ ନଥାଏ, କୃଷିରୁ ମିଳୁଥିବା ଅନ୍ୟ ଉତ୍ପାଦଗୁଡିକ ହେଉଛି ଫୁଲ, ସୁନ୍ଦର ଗଛ,ଖତ, ସାର, ଚମଡା, ରାସାୟନିକ ପଦାର୍ଥ ଇତ୍ୟାଦି ।