କାଠଯୋଡ଼ି ନଦୀ
ଉଇକିପିଡ଼ିଆ ରୁ
(କାଠଯୋଡ଼ି ରୁ ଲେଉଟି ଆସିଛି)
କାଠଯୋଡ଼ି ଓଡ଼ିଶାର କଟକ ଜିଲ୍ଲାରେ ଥିବା ମହାନଦୀର ଏକ ଶାଖାନଦୀ । [୧]ଏହା ନରାଜ ଠାରେ ବିଭାଜିତ ହୋଇଅଛି । ଏହାର ଦକ୍ଷିଣ ଶାଖା କୁଆଖାଇ ନାମରେ ଜଣା ଓ ପୁରୀ ଜିଲ୍ଲା ଆଡ଼କୁ ବହିଯାଇଛି । ତେଣୁ ବନ୍ୟା ସମୟ ବ୍ୟତୀତ ବାକି ସମୟରେ କିଛି ଜଳ ବହିଯାଇଥାଏ । ଏଠାରେ ୨୦୦୮ ପରଠାରୁ କାଠଯୋଡ଼ି ମହୋତ୍ସବ ପାଳିତ ହୋଇଆସୁଅଛି ।[୨]
ଅବସ୍ଥାନ [ସମ୍ପାଦନା]
ଏହା କଟକ ସହରରେ ଅବସ୍ଥିତ ।
ଆଧାର [ସମ୍ପାଦନା]
- ↑ Prosun Bhattacharya (2008). Groundwater for sustainable development: problems, perspectives and challenges. Taylor & Francis. ପୃଷ୍ଠା. 45. ISBN 9780415407762.
- ↑ Sharma, VikasFolk beats at Kathajodi fest. The Telegraph. April 4 , 2011
|
|||||
|
|||||||||||||||||||||||