କଳିଙ୍ଗ ସ୍ଥାପତ୍ୟ କଳା
ଉଇକିପିଡ଼ିଆ ରୁ
କଳିଙ୍ଗ ସ୍ଥାପତ୍ୟ କଳା ଅଧୁନାତନ ଓଡ଼ିଶା ଓ ଆନ୍ଧ୍ରର ଉତ୍ତରରେ ବ୍ୟାପିଥିବା କଳିଙ୍ଗରେ ଜନ୍ମ ନେଇଥିବା ଏକ ପୁରାତନ ସ୍ଥାପତ୍ୟ କଳା । ଏହି ସ୍ଥାପତ୍ୟ କଳାରେ ନିର୍ମିତ ଦେଉଳ ମୁଖ୍ୟତ ରେଖା, ପିଢା ଓ ଖାକରା ବା ବଇତାଳ ଶୈଳୀର ହୋଇଥାଏ । ରେଖା ଓ ପିଢା ଶୈଳୀର ମନ୍ଦିର ବିଷ୍ଣୁ, ଶିବ ଓ ସୂର୍ଯ୍ୟ ମନ୍ଦିର ହୋଇଥିବା ବେଳେ ଖାକରା ବା ବଇତାଳ ଶୈଳୀର ମନ୍ଦିର ଚାମୁଣ୍ଡା, ଭୈରବୀ ଓ ଦୁର୍ଗା ଉପାସନା ପୀଠ ହୋଇଥାଏ । ରେଖା ଓ ଖାକରା ଦେଉଳ ମନ୍ଦିରର ମୁଖ୍ୟ ଉପାସନା ସ୍ଥଳ ହୋଇଥିବା ବେଳେ ପିଢା ଦେଉଳ ନାଟ୍ୟ ଓ ଭୋଗ ନୈବେଦ୍ୟ ନିମନ୍ତେ ଗଢ଼ାହୋଇଥାଏ ।
କଳିଙ୍ଗରେ ପୁରାତନ ଶାକ୍ତ, ଶୈବ, ତାନ୍ତ୍ରିକ ବୈଷ୍ଣବ, ସୌର ଉପାସନା କାଳରେ ବିଭିନ୍ନ ମୂର୍ତ୍ତିକଳା ପୌରାଣିକ ଯୁଗରେ ପ୍ରଚଳିତ ଥିଲା । ସାଧାରଣ କଳିଙ୍ଗ ସ୍ଥାପତ୍ୟ କଳା ଏହି ମତେ ବିଭକ୍ତ:
ବିଷୟସୂଚୀ |
ଗଠନ ବା ସ୍ଥାପତ୍ୟ [ସମ୍ପାଦନା]
ମୂର୍ତ୍ତିକଳା [ସମ୍ପାଦନା]
ଇତିହାସ [ସମ୍ପାଦନା]
ପରମ୍ପରା [ସମ୍ପାଦନା]
କିମ୍ବଦନ୍ତୀ [ସମ୍ପାଦନା]
ଟୀକା [ସମ୍ପାଦନା]
ଆଧାର [ସମ୍ପାଦନା]
- ଦୁର୍ଗା ଚରଣ ପଣ୍ଡା, କଳିଙ୍ଗ ମନ୍ଦିର ସ୍ଥାପତ୍ୟ
- Kalinga Temples Architecture
- Temple Architecture