କଲମ୍ବସ
ଉଇକିପିଡ଼ିଆ ରୁ
| କଲମ୍ବସ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨୨ଅଗଷ୍ଟ ରୁ ୩୧ ଅକ୍ଟୋବର ୧୪୫୧ ମଧ୍ୟରେ ଗେନୋଆ, ରିପବ୍ଲିକ୍ ଅଫ ଗେନୋଆ, ଏବେ ଇଟାଲୀ ଦେଶରେ |
| ତିରୋଧାନ | ୨୦ ମେ ୧୫୦୬ ଭାଲାଡୋଲିଡ୍, କ୍ରାଉନ୍ ଅଫ କ୍ୟାସେଲ୍, ଏବେ ସ୍ପେନ ଦେଶରେ |
| ଜାତୀୟତା | ରିପବ୍ଲିକ୍ ଅଫ ଗେନୋଆ |
| ଅଲଗା ନାଆଁ | ଖ୍ରୀଷ୍ଟୋପର୍ କଲମ୍ବସ |
| ଧର୍ମ | ରୋମାନ୍ କଥୋଲିକ୍ |
| ଜୀବନସାଥି | ଫିଲିପା ମୋନିଜ୍ ପେରେଷ୍ଟିଲୋ |
| ସାଥି | ବେଟରିଜ୍ ଏନ୍ରିକେଜ୍ ଡେ ଆରାନା |
| ସନ୍ତାନ | ଡିଏଗୋ କୋଲୋନ୍ |
| ଦସ୍ତଖତ | |
କଲମ୍ବସ ଇଟାଲୀ ଦେଶର ଜଣେ ଆବିଷ୍କାରକ।ସେ ରିପବ୍ଲିକ୍ ଅଫ ଗେନୋଆ ରେ ଜନ୍ମ ଗ୍ରହଣ କରିଥିଲେ ଯାହା ଏବେ ଉତ୍ତର-ପଶ୍ଛିମ ଇଟାଲୀ ରେ ଅବସ୍ଥିତ।
ଆଧାର [ସମ୍ପାଦନା]
http://www.enchantedlearning.com/explorers/page/c/columbus.shtml