କର୍ମ ଯୋଗ
ଉଇକିପିଡ଼ିଆ ରୁ
କର୍ମଯୋଗ ଭଗବତ ଗୀତା ର ଶିକ୍ଷାବଳୀ ଉପରେ ଆଧାରିତ ଏକ ଯୋଗ ପ୍ରଣାଳୀ । ଯୋଗର ୪ଟି ପଥ ମଧ୍ୟରୁ ଏହା ଅନ୍ୟତମ । କର୍ମ ଶବ୍ଦଟି ସଂସ୍କୃତର କୃ ଧାତୁରୁ ଆସିଅଛି, ଯାହାର ଅର୍ଥ ହେଉଛି କିଛି କରିବା ।
ଆଧାର [ସମ୍ପାଦନା]
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |