କର୍ନେଲ (କମ୍ପ୍ୟୁଟିଙ୍ଗ)

ଉଇକିପିଡ଼ିଆ ରୁ

ଏହା ଅପରେଟିଂ ସିଷ୍ଟମର ଏକ ମୁଖ୍ୟ ଅଂଶ । ଏହା ସମସ୍ତ ହାର୍ଡୱେର, ସଫ୍ଟୱେର ଓ ସିଷ୍ଟମ ଟୁଲସମାନଙ୍କୁ ସଠିକ ଭାବେ ପରିଚାଳନା କରିଥାଏ ।

ଅଧିକ ତଥ୍ୟ[ସମ୍ପାଦନା]