କରୁଣାକର

ଉଇକିପିଡ଼ିଆ‌ରୁ

କରୁଣାକର ସେଠୀ ଜଣେ ଭାରତୀୟ ଓଡ଼ିଆ ଗାୟକ । ସେ ‍ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ ଗୀତ ସହ ଲଘୁସଂଗୀତ, ଭଜନ, ଆକାଶବାଣୀ, ଦୂରଦର୍ଶନରେ ଜଣେ କଣ୍ଠଦାନ କରିଛନ୍ତି ।

ଜୀବନୀ[ସମ୍ପାଦନା]

କରୁଣାକରଙ୍କ ଜନ୍ମନାମ କରୁଣାକର ସେଠୀ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାସ୍ଥିତ କୁଜଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରାରମ୍ଭିକ ଜୀବନ ତାଙ୍କ ନିଜ ଗ୍ରାମରେ ବିତିଥିଲା । ପରେ ସେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ସେ କଟକରେ ତାଙ୍କର ସଂଗୀତ ବୃତ୍ତି ଆରମ୍ଭ କରିଥିଲେ ।

ଲୋକପ୍ରିୟ ଗୀତ[ସମ୍ପାଦନା]

କରୁଣାକର ଗାଇଥିବା ଲୋକପ୍ରିୟ ଗୀତ:

  • ହାଏ ହାଏ ଲୋ ମୋର ଫୁଲେଇ ରାଣୀ- ଫୁଲେଇ ରାଣୀ
  • ତାଳଫଟକା- ତାଳଫଟକା
  • ଲହରୀରେ ଲହରୀରେ ଲହରୀ- ଜାଇଫୁଲ
  • ସେଇ ଶୀତ ସକାଳ.... ଚାଲ୍ ଗାଁକୁ ଜିବା ଫେରି- ଖାସ୍ ତମ ପାଇଁ
  • ଦେ ବୋଳିଦେ - ଆ ଜହ୍ନରେ ଲେଖିବା ନାଁ
  • କାଚର କବାଟ ଦେଇ ମୁହଁ ସିନା ଦେଖାଜାଏ- ଶତୃସଂହାର
  • ଛାମୁ ଜାହା ଦେଲେ ହରସେ
  • ବାଟ ଭୁଲ୍ ଥିଲା ବୋଲି ଜାଣିଲି ସେଦିନ
  • ଖୁସି ଲୋ ଖୁସି- ଡନ୍
  • କେତେ ମୁଁ ପାପ ଫଳର ଚାଖିଚି ସୁଆଦ
  • ନିଆଁଲଗା ପ୍ରେମ
  • ନାତିଆରେ ନାତିଆ
  • ବ୍ୟାଡ ଗ୍ୟାଲ୍
  • ଜୀବନ ତ କିଛି ନୁହଁ - ଶତୃସଂହାର
  • ଭୋର ହେଲେ
  • ସମୟତ କେବେ ଫେରି ଚାହେଁନା- ଅନାମିକା ନାୟିକା
  • ହେ ଚକ୍ରଧର
  • ତୁ ଗଲୁ ମତେ ଭୁଲି- କବାଟ ଖୋଲ
  • ରାତିର ଫୁଲକୁ ପଚାରି ବୁଝନା- ଆଉ କେତେଦିନ
  • ସେଇ ମୋର ପ୍ରେମିକା- ପ୍ରେମିକା
  • ଶରଣ ଦେ କି ମରଣ ଦେ
  • ତୁମେ ମୋର ସକାଳ ବିଭୁତି
  • ସାଇ ତୁମ ଶରଣ ଗଙ୍ଗାରେ
  • ପାହାଡ ଘାଟି ସିମାରେ ଛୁଟେ
  • ବନ୍ଦେ ମାତରମ୍
  • ହୋ ଗେଇହେ ପିର୍ ପରବତ୍
  • ତେଲର ଶିଶି ଭାଙ୍ଗିଦେଲି ବୋଲି
  • ତୁମ ଦୀପରମାନେ କିଛି ନାହିଁ ଏ ଅନ୍ଧର- ଆହେ ଚକାଡୋଳା
  • ଏଇନେ ଏଇନେ ......ରାମ୍ ନାମ୍ ସତ୍ୟ ହେ- ଆହେ ଚକାଡୋଳା
  • ସହିଲି ବୋଲି.....ଆହେ ଚାକାଡୋଳା
  • ମାୟା ଗୋଲାପି
  • ଏ ବାଟ ପ୍ରେମର....
  • ବୋଉ
  • ଆଜିବି ଶ୍ରାବଣକୁ
  • ଆଖି ବୁଜି ଆଖିତୁ ଖୋଲିବୁ ଲୋ
  • ବଗିଚାକୁ ତତୋର ଫଗୁଣ ଆସିଛି
  • ବାଟ ଭୁଲ୍ ଥିଲା ବୋଲି...
  • ଚେହେରା ବଜଳେ- ତମ ବାଟ ରହିଚି ଚାହିଁ
  • ଏ କେଉଁ ସହର - ପୁଣିଥରେ
  • ଏଇ ସହରର ରାଜ ପଥ ଧାରେ - ଜହ୍ନରାତି
  • ଏଇ ସହରର ଅନ୍ଧ ଗଳିରେ ତମକୁ ଭେଟିଲି ଚିତ୍ରଲେଖା
  • ଏମିତି ରାତି- ପୁଣିଥରେ
  • କଥା ଥିଲା ଅାମ
  • ମହୁ ମହୁ ସେ ସମୟ ଚାହୁଁ ଚାହୁଁ ବତିଗଲା
  • ମୁଁ ହେବି ପବନ
  • ସିମା ହିନ ଦରିଆ- ପୁଣିଥରେ
  • ଏତେ ବଡ଼ ଦୁନିଆ
  • ଢାଳିଦିଆ ସାରା ଧରଣୀରେ ଆଜି- ପୁଣିଥରେ
  • ଘୋଡେଇ ଦେ ମା ପଣତ
  • ହେ ମା ତତେ ପ୍ରଣାମ- ବୋଉ
  • ଜଗତରେ ପରା
  • ଝୁଣ୍ଟିବା ଲୋକକୁ ମାଟିରୁ ଉଠେଇ
  • ମହାବାହୁ
  • ମନ ଚଗଲାରେ
  • ମୋ ଦୁନିଆ ଲୋ ବୋଉ- ବୋଉ
  • ମୁଁ କେବେ କହିପାରେ ନା- ବୋଉ
  • ରୁଚୁ ନରୁଚୁ ଖା ପିତା
  • ସବୁ ଅଭିନୟ
  • ତତେ ସଖା ବୋଲି
  • ମୋ ପୁଅ ଜଗନ୍ନାଥ
  • ଟୋପାଏ ଚନ୍ଦନ- ନିମଦାରୁ

ଆହୁରି ଅନେକ ଚଳଚ୍ଚିତ୍ର ଓ କ୍ୟାସେଟ୍ରେ ସେ କଣ୍ଠ ଦାନ କରିଛନ୍ତି ଓ ଅନେକ ଲୋକପ୍ରିୟ ଗୀତର ଅଧିକାରୀ କରୁଣାକର ।

ଆଧାର[ସମ୍ପାଦନା]