କମ୍ପ୍ୟୁଟର ଗେମ

ଉଇକିପିଡ଼ିଆ ରୁ

କମ୍ପୁଟର ଦ୍ୱାରା ଖେଳା ଯାଉ ଥିବା ଗେମ୍ କୁ କମ୍ପୁଟର ଗେମ୍ କୁହାଯାଏ। ଆଜିକାଲି ପିଲାମାନେ ଏହି ଖେଳ ପ୍ରତି ଅଧିକମନ ବଳାଉଛନ୍ତି। ସହର ମାନଙ୍କରେ ଘରେଘରେ କମ୍ପୁଟର୍ ଓ ଇଣ୍ଟରନେଟ୍ ବ୍ୟବସ୍ଥା ରହୁଥିବାରୁ ପିଲାମାନେ ଅଧିକରୁ ଅଧିକ ଏହା ପ୍ରତି ଅକ୍ରୁଷ୍ଟ ହେଉ ଛନ୍ତି।