କବୀର

ଉଇକିପିଡ଼ିଆ ରୁ
କବୀର
Painting of Kabir and disciple
୧୮୨୫ର ଏକ ଚିତ୍ରରେ ପ୍ରଦର୍ଶିତ କବୀର ଜଣେ ଅନୁଗାମୀଙ୍କ ସହ
ଜନ୍ମ ଓ ଜନ୍ମସ୍ଥାନ ୧୪୪୦
ତିରୋଧାନ ୧୫୧୮
ଜୀବିକା ବୁଣାକାର (ତନ୍ତୀ), କବି
ପ୍ରସିଦ୍ଧି ଭକ୍ତି ଆନ୍ଦୋଳନ

କବୀର (୧୪୪୦–୧୫୧୮)[୧][୨][୩][୪] ଜଣେ ଧାର୍ମିକ କବି ଓ ସନ୍ଥ ଥିଲେ । କବୀରଙ୍କ ରଚନା ଭକ୍ତି ଆନ୍ଦୋଳନକୁ ଗଭୀର ଭାବେ ପ୍ରଭାବିତ କରିଥିଲା ।

ଆଧାର[ସମ୍ପାଦନା]

  1. Encyclopædia Britannica
  2. Carol Henderson Garcia; Carol E. Henderson (2002). Culture and Customs of India. Greenwood Publishing Group. ପୃଷ୍ଠା. 70–. ISBN 978-0-313-30513-9. http://books.google.com/books?id=CaRVePXX6vEC&pg=PA70. Retrieved 12 July 2012. 
  3. Hugh Tinker (1990). South Asia: A Short History. University of Hawaii Press. ପୃଷ୍ଠା. 76–. ISBN 978-0-8248-1287-4. http://books.google.com/books?id=n5uU2UteUpEC&pg=PA76. Retrieved 12 July 2012. 
  4. "Narrative Section of a Successful Application". Claflin University. http://www.neh.gov/files/grants/claflin_university_classical_and_contemporary_literature_from_south_asia.pdf. Retrieved 12 July 2012. 

ବାହାର ଆଧାର[ସମ୍ପାଦନା]