ଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା

ଉଇକିପିଡ଼ିଆ‌ରୁ

ସପ୍ତଦଶ ଲୋକ ସଭା (୨୦୧୯-ବର୍ତ୍ତମାନ ପର୍ଯ୍ୟନ୍ତ)[ସମ୍ପାଦନା]

ଚଳିତ ୧୭ଶ ଲୋକ ସଭା (୨୦୧୯-ବର୍ତ୍ତମାନ ପର୍ଯ୍ୟନ୍ତ)ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:

# ନିର୍ବାଚନ ମଣ୍ଡଳୀ ୧୭ଶ ଲୋକ ସଭା ସଦସ୍ୟ[୧] ରାଜନୈତିକ ଦଳ
ବରଗଡ଼ ସୁରେଶ ପୂଜାରୀ ବିଜେପି
ସୁନ୍ଦରଗଡ଼ ଜୁଏଲ ଓରାମ ବିଜେପି
ସମ୍ବଲପୁର ନୀତେଶ ଗଙ୍ଗଦେବ ବିଜେପି
କେନ୍ଦୁଝର ଚନ୍ଦ୍ରାଣୀ ମୁର୍ମୁ ବିଜେଡି
ମୟୂରଭଞ୍ଜ ବିଶ୍ୱେଶ୍ୱର ଟୁଡ଼ୁ ବିଜେପି
ବାଲେଶ୍ୱର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜେପି
ଭଦ୍ରକ ମଞ୍ଜୁଲତା ମଣ୍ଡଳ ବିଜେଡି
ଯାଜପୁର ଶର୍ମିଷ୍ଠା ସେଠୀ ବିଜେଡି
ଢେଙ୍କାନାଳ ମହେଶ ସାହୁ ବିଜେଡି
୧୦ ବଲାଙ୍ଗୀର ସଙ୍ଗୀତା କୁମାରୀ ସିଂଦେଓ ବିଜେପି
୧୧ କଳାହାଣ୍ଡି ବସନ୍ତ କୁମାର ପଣ୍ଡା ବିଜେପି
୧୨ ନବରଙ୍ଗପୁର ରମେଶ ଚନ୍ଦ୍ର ମାଝି ବିଜେଡି
୧୩ କନ୍ଧମାଳ ଅଚ୍ୟୁତ ସାମନ୍ତ ବିଜେଡି
୧୪ କଟକ ଭର୍ତ୍ତୃହରି ମହତାବ ବିଜେଡି
୧୫ କେନ୍ଦ୍ରାପଡ଼ା ଅନୁଭବ ମହାନ୍ତି ବିଜେଡି
୧୬ ଜଗତସିଂହପୁର ରାଜଶ୍ରୀ ମଲ୍ଲିକ ବିଜେଡି
୧୭ ପୁରୀ ପିନାକୀ ମିଶ୍ର ବିଜେଡି
୧୮ ଭୁବନେଶ୍ୱର ଅପରାଜିତା ଷଡ଼ଙ୍ଗୀ ବିଜେପି
୧୯ ଆସିକା ପ୍ରମିଳା ବିଶୋଇ ବିଜେଡି
୨୦ ବ୍ରହ୍ମପୁର ଚନ୍ଦ୍ରଶେଖର ସାହୁ ବିଜେଡି
୨୧ କୋରାପୁଟ ସପ୍ତଗିରି ଶଙ୍କର ଉଲାକା କଂଗ୍ରେସ

ପଞ୍ଚଦଶ ଲୋକ ସଭା(୨୦୦୯-୨୦୧୪)[ସମ୍ପାଦନା]

ଗତ ୧୫ଶ ଲୋକ ସଭା(୨୦୦୯-୨୦୧୪)ରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:

ନିର୍ବାଚନ ମଣ୍ଡଳୀ ସାଂସଦ ରାଜନୈତିକ ଦଳ ସୁଚନା
ଆସ୍କା ନିତ୍ୟାନନ୍ଦ ପ୍ରଧାନ ବିଜୁ ଜନତା ଦଳ -
କଟକ ଭର୍ତ୍ତୃହରି ମହତାବ ବିଜୁ ଜନତା ଦଳ -
କଳାହାଣ୍ଡି ଭକ୍ତ ଚରଣ ଦାସ ଭାରତୀୟ ଜାତୀୟ କଂଗ୍ରେସ -
କନ୍ଧମାଳ ରୁଦ୍ରମାଧବ ରାୟ ବିଜୁ ଜନତା ଦଳ -
କେନ୍ଦୁଝର ଯଶବନ୍ତ ନାରାୟଣ ସିଂହ ଲାଗୁରି ବିଜୁ ଜନତା ଦଳ -
କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ବିଜୁ ଜନତା ଦଳ -
କୋରାପୁଟ ଜୟରାମ ପାଙ୍ଗି ବିଜୁ ଜନତା ଦଳ -
ଜଗତସିଂହପୁର ବିଭୁ ପ୍ରସାଦ ତରାଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି -
ଢେଙ୍କାନାଳ ତଥାଗତ ଶତପଥୀ ବିଜୁ ଜନତା ଦଳ -
ନବରଙ୍ଗପୁର ପ୍ରଦୀପ କୁମାର ମାଝି ଭାରତୀୟ ଜାତୀୟ କଂଗ୍ରେସ -
ପୁରୀ ପିନାକି ମିଶ୍ର ବିଜୁ ଜନତା ଦଳ -
ବରଗଡ଼ ସଞ୍ଜୟ ଭୋଇ ଭାରତୀୟ ଜାତୀୟ କଂଗ୍ରେସ -
ବଲାଙ୍ଗୀର କଳିକେଶ ନାରାୟଣ ସିଂଦେଓ ବିଜୁ ଜନତା ଦଳ -
ବାଲେଶ୍ୱର ଶ୍ରୀକାନ୍ତ କୁମାର ଜେନା ଭାରତୀୟ ଜାତୀୟ କଂଗ୍ରେସ -
ବ୍ରହ୍ମପୁର ସିଦ୍ଧାନ୍ତ ମହାପାତ୍ର ବିଜୁ ଜନତା ଦଳ -
ଭଦ୍ରକ ଅର୍ଜୁନ ଚରଣ ସେଠୀ ବିଜୁ ଜନତା ଦଳ -
ଭୁବନେଶ୍ୱର ପ୍ରସନ୍ନ କୁମାର ପାଟଶାଣି ବିଜୁ ଜନତା ଦଳ -
ମୟୂରଭଞ୍ଜ ଲକ୍ଷ୍ମଣ ଟୁଡୁ ବିଜୁ ଜନତା ଦଳ -
ଯାଜପୁର ମୋହନ ଜେନା ବିଜୁ ଜନତା ଦଳ -
ସମ୍ବଲପୁର ଅମରନାଥ ପ୍ରଧାନ ଭାରତୀୟ ଜାତୀୟ କଂଗ୍ରେସ -
ସୁନ୍ଦରଗଡ଼ ହେମାନନ୍ଦ ବିଶ୍ୱାଳ ଭାରତୀୟ ଜାତୀୟ କଂଗ୍ରେସ -

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  1. Members of Lokasabha Archived 2011-12-14 at the Wayback Machine.