ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳୀ ତାଲିକା

ଉଇକିପିଡ଼ିଆ ରୁ

ଓଡ଼ିଶାର ୧୪୭ ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧][୨]ବିଧାନ ସଭାକୁ ନିର୍ବାଚିତ ସଭ୍ୟ ମାନଙ୍କ ତାଲିକା ।[୩]

ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ
* ଚିହ୍ନିତ ସଭ୍ୟମାନେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳ ତରଫରୁ ନିର୍ବାଚନ ଜିତିଥିଲେ ।

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ଜିଲ୍ଲା ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
ପଦ୍ମପୁର ଅଣ ସଂରକ୍ଷିତ ବରଗଡ଼ ଜିଲ୍ଲା ପଦ୍ମପୁର (ବି), ଝାରବନ୍ଧ, ପାଇକମାଳ, ରାଜବୋଡ଼ାସମ୍ବର, ବିଜୟ ରଞ୍ଜନ ସିଂ ବରିହା ବିଜଦ
ବିଜେପୁର ଅଣ ସଂରକ୍ଷିତ ବରଗଡ଼ ଜିଲ୍ଲା ବରପାଲି (ବି), ବିଜେପୁର, ଗାଇସିଲଟ, ବରପାଲି (ଅଂଶ) ସୁବଳ ସାହୁ କଂଗ୍ରେସ
ବରଗଡ଼ ଅଣ ସଂରକ୍ଷିତ ବରଗଡ଼ ଜିଲ୍ଲା ବରଗଡ଼ (ପୌ), ବରଗଡ଼, ବରପାଲୀ (ଆଂଶିକ) ସାଧୁ ନେପାକ କଂଗ୍ରେସ
ଅତାବିରା ଅନୁସୂଚିତ ଜାତି ବରଗଡ଼ ଜିଲ୍ଲା ଅତାବିରା (ବି), ଅତାବିରା, ଭେଡେନ ନିହାର ରଞ୍ଜନ ମହାନନ୍ଦ କଂଗ୍ରେସ
ଭଟଲୀ ଅଣ ସଂରକ୍ଷିତ ବରଗଡ଼ ଜିଲ୍ଲା ସୋହେଲା, ଭଟଲୀ, ଅମ୍ବାଭୋନା ସୁସାନ୍ତ ସିଂହ ବିଜଦ
ବ୍ରଜରାଜନଗର ଅଣ ସଂରକ୍ଷିତ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର (ପୌ), ବେଲପାହାଡ଼ (ବି), ଲଖନପୁର, ଝାରସୁଗୁଡ଼ା (ଅଂଶ) ଅନୁପ କୁମାର ସାଏ କଂଗ୍ରେସ
ଝାରସୁଗୁଡ଼ା ଅଣ ସଂରକ୍ଷିତ ଝାରସୁଗୁଡ଼ା ଜିଲ୍ଲା ଝାରସୁଗୁଡ଼ା (ପୌ), କିରମିରା, ଲଇକେରା, କୋଲାବିରା, ଝାରସୁଗୁଡ଼ା (ଅଂଶ) ନବକିଶୋର ଦାସ କଂଗ୍ରେସ
ତଳସରା ଅନୁସୂଚିତ ଜନଜାତି ସୁନ୍ଦରଗଡ଼ ଜିଲ୍ଲା ସବଡେଗା, ବାଲିଶଙ୍କର, ବରଗାଁ, ଲେଫ୍ରିପଡ଼ା (ଅଂଶ) ପ୍ରଫୁଲ୍ଲ ମାଝି କଂଗ୍ରେସ
ସୁନ୍ଦରଗଡ଼ ଅନୁସୂଚିତ ଜନଜାତି ସୁନ୍ଦରଗଡ଼ ଜିଲ୍ଲା ସୁନ୍ଦରଗଡ଼ (ପୌ), ସୁନ୍ଦରଗଡ଼, ଟାଙ୍ଗରପାଲି, ହେମଗିରି, ଲେଫ୍ରିପଡ଼ା (ଅଂଶ) ଜୋଗେଶ କୁମାର ସିଂହ କଂଗ୍ରେସ
୧୦ ବୀରମିତ୍ରପୁର ଅନୁସୂଚିତ ଜନଜାତି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର (ପୌ), କୁଆଁରମୁଣ୍ଡା, ନୂଆଗାଁ, ବିଶ୍ରା (ଅଂଶ) ଜର୍ଜ ତିର୍କୀ ସ୍ଵାଧୀନ
୧୧ ରଘୁନାଥପାଲୀ ଅନୁସୂଚିତ ଜାତି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା (Township), ଲାଠିକଟା (ଆଂଶିକ) ସୁବ୍ରତ ତରାଇ ବିଜଦ
୧୨ ରାଉରକେଲା ଅଣ ସଂରକ୍ଷିତ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା (ପୌ), କୁଲୁଙ୍ଗା (O.G.), ବିଶ୍ରା (ଆଂଶିକ) ଶାରଦା ପ୍ରସାଦ ନାୟକ ବିଜଦ
୧୩ ରାଜଗାଙ୍ଗପୁର ଅନୁସୂଚିତ ଜନଜାତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର (ପୌ), ରାଜଗାଙ୍ଗପୁର, କୁତ୍ରା, ଲାଠିକଟା (ଆଂଶିକ) ଗ୍ରେଗୋରୀ ମିଞ୍ଜ କଂଗ୍ରେସ
୧୪ ବଣାଇ ଅନୁସୂଚିତ ଜନଜାତି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ, ବଣାଇଗଡ଼, ଲହୁଣିପଡ଼ା, କଇରା ଭୀମସେନ ଚୌଧୁରୀ ଭାଜପା
୧୫ କୁଚିଣ୍ଡା ଅନୁସୂଚିତ ଜନଜାତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା (ବି), କୁଚିଣ୍ଡା, ବାମରା, ଜମନକିରା ରାଜେନ୍ଦ୍ର କୁମାର ଛତ୍ରିଆ କଂଗ୍ରେସ
୧୬ ରେଙ୍ଗାଲି ଅନୁସୂଚିତ ଜାତି ସମ୍ବଲପୁର ଜିଲ୍ଲା ରେଙ୍ଗାଲି, ଧାନକୁଡ଼ା, ମାନେଶ୍ଵର (ଆଂଶିକ) ଦୁର୍ଯ୍ୟୋଧନ ଗଡ଼ିଆ କଂଗ୍ରେସ
୧୭ ସମ୍ବଲପୁର ଅଣ ସଂରକ୍ଷିତ ସମ୍ବଲପୁର ଜିଲ୍ଲା ସମ୍ବଲପୁର (ପୌ), ବୁର୍ଲା (ବି), ହୀରାକୁଦ (ବି) ଜୟନାରାୟଣ ମିଶ୍ର ଭାଜପା
୧୮ ରେଢ଼ାଖୋଲ ଅଣ ସଂରକ୍ଷିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ (ବି), ରେଢ଼ାଖୋଲ, ଜୁଜୁମରା, ନାକଟିଦେଉଳ, ମାନେଶ୍ଵର (ଆଂଶିକ) ପ୍ରସନ୍ନ ଆଚାର୍ଯ୍ୟ ବିଜଦ
୧୯ ଦେବଗଡ଼ ଅଣ ସଂରକ୍ଷିତ ଦେବଗଡ଼ ଜିଲ୍ଲା ଦେବଗଡ଼ (ପୌ), ତିଳେଇବଣି, ବାରକୋଟ, ରିଆମାଳ, ସଞ୍ଜିବ କୁମାର ପ୍ରଧାନ ବିଜଦ
୨୦ ତେଲକୋଇ ଅନୁସୂଚିତ ଜନଜାତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର, ତେଲକୋଇ, ବାଂଶପାଳ (ଅଂଶ) ପ୍ରେମାନନ୍ଦ ନାୟକ ବିଜଦ
୨୧ ଘସିପୁରା ଅଣ ସଂରକ୍ଷିତ କେନ୍ଦୁଝର ଜିଲ୍ଲା ଘସିପୁରା, ଘଟଗାଁ, ଆନନ୍ଦପୁର (ଅଂଶ) ବଦ୍ରିନାରାୟଣ ପାତ୍ର ବିଜଦ
୨୨ ଆନନ୍ଦପୁର ଅନୁସୂଚିତ ଜାତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର (ପୌ), ହାତୀବାଡ଼ି, ଆନନ୍ଦପୁର (ଅଂଶ) ଭାଗିରଥୀ ସେଠୀ ବିଜଦ
୨୩ ପାଟଣା ଅନୁସୂଚିତ ଜନଜାତି କେନ୍ଦୁଝର ଜିଲ୍ଲା ପାଟଣା, ସହରପଡ଼ା, ଝୁମ୍ପୁରା (ଅଂଶ), ଚମ୍ପୁଆ (ଅଂଶ) ହୃଷିକେଶ ନାୟକ ବିଜଦ
୨୪ କେନ୍ଦୁଝର ଅନୁସୂଚିତ ଜନଜାତି କେନ୍ଦୁଝର ଜିଲ୍ଲା କେନ୍ଦୁଝର (ପୌ), କେନ୍ଦୁଝର, ଝୁମ୍ପୁରା (ଅଂଶ) , ବାଂଶପାଳ (ଅଂଶ) ସୁବର୍ଣ୍ଣ ନାୟକ ବିଜଦ
୨୫ ଚମ୍ପୁଆ ଅଣ ସଂରକ୍ଷିତ କେନ୍ଦୁଝର ଜିଲ୍ଲା ଯୋଡ଼ା (ପୌ), ବଡ଼ବିଲ (ପୌ), ଯୋଡ଼ା, ଚମ୍ପୁଆ (ଅଂଶ) ଜିତୁ ପଟ୍ଟନାୟକ ସ୍ଵାଧୀନ
୨୬ ଯଶୀପୁର ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲା ଯଶୀପୁର, ରରୁଆଁ, ଶୁକୃଳି, କୁସୁମି (ଅଂଶ) କମଳାକାନ୍ତ ନାୟକ ବିଜଦ
୨୭ ସାରସକଣା ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲା ସାରସକଣା, ବିଜାତଳ, ବିଶୋଇ, କୁସୁମୀ (ଅଂଶ) ରାମ ଚନ୍ଦ୍ର ହାଁସଦା ବିଜଦ*
୨୮ ରାଇରଙ୍ଗପୁର ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର (ବି), ରାଇରଙ୍ଗପୁର, ତିରିଙ୍ଗି, ବହଳଦା, ଜାମଡ଼ା ଶ୍ୟାମ ଚରଣ ହାଁସଦା କଂଗ୍ରେସ
୨୯ ବାଙ୍ଗିରିପୋଷି ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଶି, କୁଳିଅଣା, ଶାମଖୁଣ୍ଟା ସରୋଜିନୀ ହେମ୍ବ୍ରମ ବିଜଦ
୩୦ କରଞ୍ଜିଆ ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ (ବି), କରଞ୍ଜିଆ, ଠାକୁରମୁଣ୍ଡା, କପ୍ତିପଦା (ଅଂଶ) ବିଜୟ କୁମାର ନାୟକ ବିଜଦ
୩୧ ଉଦଳା ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲା ଉଦଳା (ବି), ଉଦଳା, ଗୋପବନ୍ଧୁନଗର, କପ୍ତିପଦା (ଅଂଶ) ଶ୍ରୀନାଥ ସୋରେନ ବିଜଦ
୩୨ ବଡ଼ସାହି ଅନୁସୂଚିତ ଜାତି ମୟୂରଭଞ୍ଜ ଜିଲ୍ଲା ବେତନଟି, ବଡ଼ସାହି (ଅଂଶ) ମନୋରଞ୍ଜନ ସେଠୀ ବିଜଦ
୩୩ ବାରିପଦା ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲା ବାରିପଦା (ପୌ), ବାରିପଦା, ଖୁଣ୍ଟା, ବଡ଼ସାହି (ଅଂଶ) ସାନନ୍ଦ ମାରାଣ୍ଡି ବିଜଦ
୩୪ ମୋରଡ଼ା ଅଣ ସଂରକ୍ଷିତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା, ଶୁଳିଆପଡ଼ା, ରାସଗୋବିନ୍ଦପୁର ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବିଜଦ
୩୫ ଜଳେଶ୍ଵର ଅଣ ସଂରକ୍ଷିତ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର (ବି), ଜଳେଶ୍ଵର, ବସ୍ତା (ଅଂଶ) ଦେବୀପ୍ରସନ୍ନ ଚାନ୍ଦ କଂଗ୍ରେସ
୩୬ ଭୋଗରାଇ ଅଣ ସଂରକ୍ଷିତ ବାଲେଶ୍ଵର ଜିଲ୍ଲା ଭୋଗରାଇ ଅନନ୍ତ ଦାସ ବିଜଦ
୩୭ ବସ୍ତା ଅଣ ସଂରକ୍ଷିତ ବାଲେଶ୍ଵର ଜିଲ୍ଲା ବାଲିଆପାଳ, ବସ୍ତା (ଅଂଶ) ରଘୁନାଥ ମହାନ୍ତି ବିଜଦ
୩୮ ବାଲେଶ୍ଵର ଅଣ ସଂରକ୍ଷିତ ବାଲେଶ୍ଵର ଜିଲ୍ଲା ବାଲେଶ୍ଵର (ପୌ), ବାଲେଶ୍ଵର (ଅଂଶ) ଜୀବନ ପ୍ରଦୀପ ଦାଶ ବିଜଦ
୩୯ ରେମୁଣା ଅନୁସୂଚିତ ଜାତି ବାଲେଶ୍ଵର ଜିଲ୍ଲା ରେମୁଣା, ବାଲେଶ୍ଵର (ଅଂଶ) ସୁଦର୍ଶନ ଜେନା ବିଜଦ
୪୦ ନୀଳଗିରି ଅଣ ସଂରକ୍ଷିତ ବାଲେଶ୍ଵର ଜିଲ୍ଲା ନୀଳଗିରି (ବି), ନିଳଗିରି, ଔପଦା, ବାହନଗା (ଅଂଶ) ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସ୍ଵାଧୀନ
୪୧ ସୋର ଅନୁସୂଚିତ ଜାତି ବାଲେଶ୍ଵର ଜିଲ୍ଲା ସୋରୋ (ବି), ସୋରୋ, ବାହାନଗା (ଅଂଶ) ସୁରେନ୍ଦ୍ର ପ୍ରସାଦ ପରମାଣିକ କଂଗ୍ରେସ
୪୨ ଶିମୂଳିଆ ଅଣ ସଂରକ୍ଷିତ ବାଲେଶ୍ଵର ଜିଲ୍ଲା ଶିମୂଳିଆ, ଖଇରା ପର୍ଶୁରାମ ପାଣିଗ୍ରାହୀ ବିଜଦ
୪୩ ଭଣ୍ଡାରିପୋଖରୀ ଅଣ ସଂରକ୍ଷିତ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରି, ବନ୍ତ ପ୍ରଫୁଲ୍ଲ ସାମଲ ବିଜଦ
୪୪ ଭଦ୍ରକ ଅଣ ସଂରକ୍ଷିତ ଭଦ୍ରକ ଜିଲ୍ଲା ଭଦ୍ରକ (ପୌ), ଭଦ୍ରକ ଯୁଗଳ କିଶୋର ପଟ୍ଟନାୟକ ବିଜଦ
୪୫ ବାସୁଦେବପୁର ଅଣ ସଂରକ୍ଷିତ ଭଦ୍ରକ ଜିଲ୍ଲା ବାସୁଦେବପୁର, ବାସୁଦେବପୁର, ତିହିଡ଼ି (ଅଂଶ) ବିଜୟଶ୍ରୀ ରାଉତରାୟ ବିଜଦ
୪୬ ଧାମନଗର ଅନୁସୂଚିତ ଜାତି ଭଦ୍ରକ ଜିଲ୍ଲା ଧାମନଗର, ତିହିଡ଼ି (ଅଂଶ) ରାଜେନ୍ଦ୍ର କୁମାର ଦାସ ବିଜଦ
୪୭ ଚାନ୍ଦବାଲି ଅଣ ସଂରକ୍ଷିତ ଭଦ୍ରକ ଜିଲ୍ଲା ଚାନ୍ଦବାଲି, ତିହିଡ଼ି (ଅଂଶ) ବିଜୟ ନାୟକ ବିଜଦ
୪୮ ବିଞ୍ଝାରପୁର ଅନୁସୂଚିତ ଜାତି ଯାଜପୁର ଜିଲ୍ଲା ବିଞ୍ଝାରପୁର, ଦଶରଥପୁର (ଅଂଶ) ପ୍ରମିଳା ମଲ୍ଲିକ ବିଜଦ
୪୯ ବରୀ ଅଣ ସଂରକ୍ଷିତ ଯାଜପୁର ଜିଲ୍ଲା ବରୀ, ଯାଜପୁର (ଅଂଶ), ରସୁଲପୁର (ଅଂଶ) ଦେବାଶିଷ ନାୟକ ବିଜଦ
୫୦ ବଡ଼ଚଣା ଅଣ ସଂରକ୍ଷିତ ଯାଜପୁର ଜିଲ୍ଲା ବଡ଼ଚଣା ଅମର ପ୍ରସାଦ ଶତପଥୀ ବିଜଦ*
୫୧ ଧର୍ମଶାଳା ଅଣ ସଂରକ୍ଷିତ ଯାଜପୁର ଜିଲ୍ଲା ଧର୍ମଶାଳା, ରସୁଲପୁର (ଅଂଶ) କଳ୍ପତରୁ ଦାସ ବିଜଦ
୫୨ ଯାଜପୁର ଅଣ ସଂରକ୍ଷିତ ଯାଜପୁର ଜିଲ୍ଲା ଯାଜପୁର (ପୌ), ଯାଜପୁର (ଅଂଶ), ଦଶରଥପୁର (ଅଂଶ) ପ୍ରଣବ ପ୍ରକାଶ ଦାସ ବିଜଦ
୫୩ କୋରାଇ ଅଣ ସଂରକ୍ଷିତ ଯାଜପୁର ଜିଲ୍ଲା ବ୍ୟାସନଗର (ପୌ), ବ୍ୟାସନଗର (O. G), କୋରେଇ, ରସୁଲପୁର (ଅଂଶ) ପ୍ରିତୀରଞ୍ଜନ ଘଡ଼ାଇ ବିଜଦ
୫୪ ସୁକିନ୍ଦା ଅଣ ସଂରକ୍ଷିତ ଯାଜପୁର ଜିଲ୍ଲା ସୁକିନ୍ଦା, ଦାନଗଦି ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ବିଜଦ
୫୫ ଢେଙ୍କାନାଳ ଅଣ ସଂରକ୍ଷିତ ଢେଙ୍କାନାଳ ଜିଲ୍ଲା ଢେଙ୍କାନାଳ (ପୌ), ଗନ୍ଦିଆ, ଢେଙ୍କାନାଳ (ଅଂଶ) ନବୀନ ନନ୍ଦ ବିଜଦ*
୫୬ ହିନ୍ଦୋଳ ଅନୁସୂଚିତ ଜାତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ, ଓଡ଼ାପଡ଼ା ଅଞ୍ଜଳୀ ବେହେରା ବିଜଦ
୫୭ କାମାକ୍ଷାନଗର ଅଣ ସଂରକ୍ଷିତ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର (ବି), ଭୁବନ (ବି), ଭୁବନ, କାମାକ୍ଷାନଗର (ଅଂଶ), ଢେଙ୍କାନାଳ (ଅଂଶ) ପ୍ରଫୁଲ୍ଲ କୁମାର ମଲିକ ବିଜଦ
୫୮ ପର୍ଜଙ୍ଗ ଅଣ ସଂରକ୍ଷିତ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ, କଙ୍କଡ଼ାହାଡ଼, କାମାକ୍ଷାନଗର (ଅଂଶ) ନୃସିଂହ ସାହୁ ବିଜଦ
୫୯ ପାଲଲହଡ଼ା ଅଣ ସଂରକ୍ଷିତ ଅନୁଗୋଳ ଜିଲ୍ଲା ପାଲଲହଡ଼ା, କଣିହା (ଅଂଶ) ରବି ନାରାୟଣ ପାଣୀ ବିଜଦ
୬୦ ତାଳଚେର ଅଣ ସଂରକ୍ଷିତ ଅନୁଗୋଳ ଜିଲ୍ଲା ତାଳଚେର (ପୌ), ତାଳଚେର, କଣିହା (ଅଂଶ) ବ୍ରଜ କିଶୋର ପ୍ରଧାନ ସ୍ଵାଧୀନ
୬୧ ଅନୁଗୋଳ ଅଣ ସଂରକ୍ଷିତ ଅନୁଗୋଳ ଜିଲ୍ଲା ଅନୁଗୋଳ (ପୌ), ନାଲକୋନଗର, ଅନୁଗୋଳ (ଅଂଶ), ବଅଁରପାଳ (ଅଂଶ) ରଜନୀକାନ୍ତ ସିଂହ ବିଜଦ
୬୨ ଛେଣ୍ଡିପଦା ଅନୁସୂଚିତ ଜାତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା, ବଅଁରପାଳ (ଅଂଶ) ଖଗେଶ୍ଵର ବେହେରା ବିଜଦ
୬୩ ଆଠମଲ୍ଲିକ ଅଣ ସଂରକ୍ଷିତ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ (ବି), ଆଠମଲ୍ଲିକ, କିଶୋରନଗର, ଅନୁଗୋଳ (ଅଂଶ) ସଞ୍ଜୀବ କୁମାର ସାହୁ ବିଜଦ
୬୪ ବୀରମହାରାଜପୁର ଅନୁସୂଚିତ ଜାତି ସୁବର୍ଣ୍ଣପୁର ଜିଲ୍ଲା ବିନିକା (ବି), ଉଲୁଣ୍ଡା, ବୀରମହାରାଜପୁର, ବିନକା (ଅଂଶ) ପଦ୍ମନାଭ ବେହେରା ବିଜଦ
୬୫ ସୋନପୁର ଅଣ ସଂରକ୍ଷିତ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର (ପୌ), ତରଭା (ବି), ସୋନପୁର, ତରଭା, ଡୁଙ୍ଗୁରିପାଲୀ, ବିନିକା (ଅଂଶ) ନିରଞ୍ଜନ ପୂଜାରୀ ବିଜଦ
୬୬ ଲୋଇସିଂହା ଅନୁସୂଚିତ ଜାତି ବଲାଙ୍ଗୀର ଜିଲ୍ଲା ଲୋଇସିଂହା, ଆଗଲପୁର, ପୁଇଁତଳା ରମାକାନ୍ତ ସେଠ ବିଜଦ
୬୭ ପାଟଣାଗଡ଼ ଅଣ ସଂରକ୍ଷିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ (ବି), ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ା କନକ ବର୍ଦ୍ଧନ ସିଂଦେଓ ଭାଜପା
୬୮ ବଲାଙ୍ଗୀର ଅଣ ସଂରକ୍ଷିତ ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର (ପୌ), ବଲାଙ୍ଗୀର, ଦେଓଗାଁ ଅନଙ୍ଗ ଉଦୟ ସିଂହ ଦେଓ ବିଜଦ
୬୯ ଟିଟିଲାଗଡ଼ ଅଣ ସଂରକ୍ଷିତ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ (ବି), ଟିଟିଲାଗଡ଼, ସଇଁତଳା, ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) ସୁରେନ୍ଦ୍ର ସିଂହ ଭୋଇ କଂଗ୍ରେସ
୭୦ କଣ୍ଟାବାଞ୍ଝି ଅଣ ସଂରକ୍ଷିତ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି (ବି), ତୁରକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ
୭୧ ନୂଆପଡ଼ା ଅଣ ସଂରକ୍ଷିତ ନୂଆପଡ଼ା ଜିଲ୍ଲା ନୂଆପଡ଼ା, କୋମନା, ଖରିଆର ରୋଡ଼ (ବି) ରାଜେନ୍ଦ୍ର ଢୋଲକିଆ ବିଜଦ
୭୨ ଖଡ଼ିଆଳ ଅଣ ସଂରକ୍ଷିତ ନୂଆପଡ଼ା ଜିଲ୍ଲା ଖଡ଼ିଆଳ (ବି), ବୋଡ଼େନ, ସିନାପାଲ୍ଲୀ, ଖଡ଼ିଆଳ, ହିତେଶ କୁମାର ବଗର୍ତ୍ତୀ ଭାଜପା
୭୩ ଉମରକୋଟ ଅନୁସୂଚିତ ଜନଜାତି ନବରଙ୍ଗପୁର ଜିଲ୍ଲା ଉମରକୋଟ (ବି), ରାଇଘର, ଉମରକୋଟ (ଅଂଶ) ସୁବାଶ ଗଣ୍ଡ (ଉ.ନି) ବିଜଦ
୭୪ ଝରିଗାଁ ଅନୁସୂଚିତ ଜନଜାତି ନବରଙ୍ଗପୁର ଜିଲ୍ଲା ଝରିଗାଁ, ଚନ୍ଦାହାଣ୍ଡି, ଉମରକୋଟ (ଅଂଶ) ରମେଶ ଚନ୍ଦ୍ର ମାଝି ବିଜଦ
୭୫ ନବରଙ୍ଗପୁର ଅନୁସୂଚିତ ଜନଜାତି ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର (ପୌ), ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡ଼ା (ଅଂଶ) ମନୋହର ରନ୍ଧାରୀ ବିଜଦ
୭୬ ଡାବୁଗାଁ ଅନୁସୂଚିତ ଜନଜାତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ, ପାପଡ଼ାହାଣ୍ଡି, କୋଷାଗୁମୁଡ଼ା (ଅଂଶ) ଭୁଜବଳ ମାଝି କଂଗ୍ରେସ
୭୭ ଲାଞ୍ଜିଗଡ଼ ଅନୁସୂଚିତ ଜନଜାତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼, ଥୁଆମାଳ ରାମପୁର, ଜୟପାଟଣା (ଅଂଶ), , ଭବାନିପାଟଣା (ଅଂଶ) ଶିବାଜୀ ମାଝି କଂଗ୍ରେସ
୭୮ ଜୁନାଗଡ଼ ଅଣ ସଂରକ୍ଷିତ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ (ବି), ଜୁନାଗଡ଼, ଗୋଲାମୁଣ୍ଡା ଗୋବର୍ଦ୍ଧନ ଦାଶ କଂଗ୍ରେସ
୭୯ ଧର୍ମଗଡ଼ ଅଣ ସଂରକ୍ଷିତ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼, କୋକସରା, କଳମପୁର, ଜୟପାଟଣା (ଅଂଶ) ପୁଷ୍ପେନ୍ଦ୍ର ସିଂଦେଓ ବିଜଦ
୮୦ ଭବାନୀପାଟଣା ଅନୁସୂଚିତ ଜାତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା (ପୌ), କେସିଙ୍ଗା (ବି), ଭବାନୀପାଟଣା (ଅଂଶ), କେସିଙ୍ଗା (ଅଂଶ) ଦୁଷ୍ମନ୍ତ ନାୟକ କଂଗ୍ରେସ
୮୧ ନର୍ଲା ଅଣ ସଂରକ୍ଷିତ କଳାହାଣ୍ଡି ଜିଲ୍ଲା ନର୍ଲା, କାର୍ଲାମୁଣ୍ଡା, ମଦନପୁର-ରାମପୁର, କେସିଙ୍ଗା (ଅଂଶ) ଭୂପିନ୍ଦର ସିଂହ କଂଗ୍ରେସ
୮୨ ବାଲିଗୁଡ଼ା ଅନୁସୂଚିତ ଜନଜାତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, କ. ନୂଆଗାଁ, କୋଟଗଡ଼, ତୁମୁଡ଼ିବନ୍ଧ, କରେନ୍ଦ୍ର ମାଝି ଭାଜପା
୮୩ ଘୁ. ଉଦୟଗିରି ଅନୁସୂଚିତ ଜନଜାତି କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି (ବି), ରାଇକିଆ, ଦାରିଙ୍ଗବାଡ଼ି, ଘୁ. ଉଦୟଗିରି, ଟିକାବାଲି, ମନୋଜ କୁମାର ପ୍ରଧାନ ଭାଜପା
୮୪ ଫୁଲବାଣୀ ଅନୁସୂଚିତ ଜନଜାତି କନ୍ଧମାଳ ଜିଲ୍ଲା ଫୁଲବାଣୀ (ବି), ଚକାପାଦ, ଫୁଲବାଣୀ, ଖଜୁରୀପଡ଼ା, ଫିରିଙ୍ଗିଆ, ଦେବେନ୍ଦ୍ର କହଁର ବିଜଦ
୮୫ କଣ୍ଟାମାଳ ଅଣ ସଂରକ୍ଷିତ ବୌଦ୍ଧ ଜିଲ୍ଲା କଣ୍ଟାମାଳ, ବୌଦ୍ଧ (ଅଂଶ) ଭଗବାନ କହଁର ବିଜଦ
୮୬ ବୌଦ୍ଧ ଅଣ ସଂରକ୍ଷିତ ବୌଦ୍ଧ ଜିଲ୍ଲା ବୌଦ୍ଧଗଡ଼ (ବି), ହରଭଙ୍ଗା, ବୌଦ୍ଧ (ଅଂଶ) ପ୍ରଦୀପ କୁମାର ଅମାତ ବିଜଦ
୮୭ ବଡ଼ମ୍ବା ଅଣ ସଂରକ୍ଷିତ କଟକ ଜିଲ୍ଲା ବଡ଼ମ୍ବା, ବଡ଼ମ୍ବା ନରସିଂହପୁର ଦେବୀପ୍ରସାଦ ମିଶ୍ର ବିଜଦ
୮୮ ବାଙ୍କୀ ଅଣ ସଂରକ୍ଷିତ କଟକ ଜିଲ୍ଲା ବାଙ୍କୀ (ବି), ବାଙ୍କୀ, ବାଙ୍କୀ-ଡମପଡ଼ା, ବାରଙ୍ଗ (ଅଂଶ) ପ୍ରଭାତ କୁମାର ତ୍ରିପାଠୀ ବିଜଦ
୮୯ ଆଠଗଡ଼ ଅଣ ସଂରକ୍ଷିତ କଟକ ଜିଲ୍ଲା ଆଠଗଡ଼ (ବି), ଆଠଗଡ଼, ତିଗିରିଆ, ଟାଙ୍ଗୀ-ଚୌଦ୍ଵାର (ଅଂଶ) ରଣେନ୍ଦ୍ର ପ୍ରତାପ ସ୍ଵାଇଁ (ଉ.ନି) ବିଜଦ
୯୦ ବାରବାଟି କଟକ ଅଣ ସଂରକ୍ଷିତ କଟକ ଜିଲ୍ଲା କଟକ (ମ) (ଅଂଶ) ଦେବାଶିଷ ସାମନ୍ତରାୟ ବିଜଦ
୯୧ ଚୌଦ୍ଵାର-କଟକ ଅଣ ସଂରକ୍ଷିତ କଟକ ଜିଲ୍ଲା ଚୌଦ୍ଵାର (ପୌ), ଚୌଦ୍ଵାର (O. G), ଚାରବାଟିଆ (C. T), କଟକ (ମ) (ଅଂଶ), ଟାଙ୍ଗୀ-ଚୌଦ୍ଵାର (ଅଂଶ) ପ୍ରଭାତ ରଞ୍ଜନ ବିଶ୍ଵାଳ ବିଜଦ
୯୨ ନିଆଳି ଅନୁସୂଚିତ ଜାତି କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା, ବାରଙ୍ଗ (ଅଂଶ) ପ୍ରମୋଦ କୁମାର ମଲ୍ଲିକ ବିଜଦ
୯୩ କଟକ ସଦର ଅନୁସୂଚିତ ଜାତି କଟକ ଜିଲ୍ଲା କଟକ ସଦର, କଟକ (ମ) (ଅଂଶ), ନିଶ୍ଚିନ୍ତକୋଇଲି (ଅଂଶ) କାଳିନ୍ଦୀ ବେହେରା ବିଜଦ
୮୭ ସାଲେପୁର ଅଣ ସଂରକ୍ଷିତ କଟକ ଜିଲ୍ଲା ସାଲେପୁର, ଟାଙ୍ଗୀ-ଚୌଦ୍ଵାର (ଅଂଶ) ଚନ୍ଦ୍ର ସାରଥୀ ବେହେରା ବିଜଦ
୯୫ ମାହାଙ୍ଗା ଅଣ ସଂରକ୍ଷିତ କଟକ ଜିଲ୍ଲା ମାହାଙ୍ଗା, ନିଶ୍ଚିନ୍ତକୋଇଲି (ଅଂଶ) ପ୍ରତାପ ଜେନା ବିଜଦ
୯୬ ପାଟକୁରା ଅଣ ସଂରକ୍ଷିତ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ, ଗରଦପୁର, ମାର୍ଶାଘାଇ (ଅଂଶ) ବେଦ ପ୍ରକାଶ ଅଗ୍ରୱାଲ ବିଜଦ
୯୭ କେନ୍ଦ୍ରାପଡ଼ା ଅନୁସୂଚିତ ଜାତି କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡ଼ା (ପୌ), କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ (ଅଂଶ) ସିପ୍ରା ମଲ୍ଲିକ ବିଜଦ
୯୮ ଆଳି ଅଣ ସଂରକ୍ଷିତ କେନ୍ଦ୍ରାପଡ଼ା ଜିଲ୍ଲା ଆଳି, ରାଜକନିକା ପ୍ରତାପ କେଶରୀ ଦେବ ବିଜଦ
୯୯ ରାଜନଗର ଅଣ ସଂରକ୍ଷିତ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ (ବି), ରାଜନଗର, ପଟ୍ଟାମୁଣ୍ଡାଇ (ଅଂଶ) ଅଲେଖ କୁମାର ଜେନା ବିଜଦ
୧୦୦ ମହାକାଳପଡ଼ା ଅଣ ସଂରକ୍ଷିତ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା, ମାର୍ଶାଘାଇ (ଅଂଶ) ଅତନୁ ସବ୍ୟସାଚୀ ନାୟକ ବିଜଦ
୧୦୧ ପାରାଦୀପ ଅଣ ସଂରକ୍ଷିତ ଜଗତସିଂହପୁର ଜିଲ୍ଲା ପାରାଦୀପ (ପୌ), କୁଜଙ୍ଗ, ତିର୍ତ୍ତୋଲ (ଅଂଶ) ଦାମୋଦର ରାଉତ ବିଜଦ
୧୦୨ ତିର୍ତ୍ତୋଲ ଅନୁସୂଚିତ ଜାତି ଜଗତସିଂହପୁର ଜିଲ୍ଲା ବିରିଡ଼ି, ରଘୁନାଥପୁର, ତିର୍ତ୍ତୋଲ (ଅଂଶ) ରବିନ୍ଦ୍ରନାଥ ଭୋଇ ବିଜଦ
୧୦୩ ବାଲିକୁଦା-ଏରସମା ଅଣ ସଂରକ୍ଷିତ ଜଗତସିଂହପୁର ଜିଲ୍ଲା ବାଲିକୁଦା, ଏରସମା ପ୍ରଶାନ୍ତ କୁମାର ମୁଦୁଲି ବିଜଦ
୧୦୪ ଜଗତସିଂହପୁର ଅଣ ସଂରକ୍ଷିତ ଜଗତସିଂହପୁର ଜିଲ୍ଲା ଜଗତସିଂହପୁର (ପୌ), ଜଗତସିଂହପୁର, ନୂଆଗାଁ ବିଷ୍ଣୁ ଚରଣ ଦାସ ବିଜଦ
୧୦୫ କାକଟପୁର ଅନୁସୂଚିତ ଜାତି ପୁରୀ ଜିଲ୍ଲା କୋଣାର୍କ (ବି), କାକଟପୁର, ଅସ୍ତରଙ୍ଗ, ଗୋପ(ଅଂଶ) ରବି ମଲ୍ଲିକ ବିଜଦ
୧୦୬ ନିମାପଡ଼ା ଅଣ ସଂରକ୍ଷିତ ପୁରୀ ଜିଲ୍ଲା ନିମାପଡ଼ା (ବି), ନିମାପଡ଼ା, ଗୋପ (ଅଂଶ) ସମିର ରଞ୍ଜନ ଦାଶ ବିଜଦ
୧୦୭ ପୁରୀ ଅଣ ସଂରକ୍ଷିତ ପୁରୀ ଜିଲ୍ଲା ପୁରୀ (ପୌ), ପୁରୀ ସଦର (ଅଂଶ), ଗୋପ (ଅଂଶ) ମହେଶ୍ଵର ମହାନ୍ତି ବିଜଦ
୧୦୮ ବ୍ରହ୍ମଗିରି ଅଣ ସଂରକ୍ଷିତ ପୁରୀ ଜିଲ୍ଲା ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର (ଅଂଶ) ସଞ୍ଜୟ କୁମାର ଦାସବର୍ମା ବିଜଦ
୧୦୯ ସତ୍ୟବାଦୀ ଅଣ ସଂରକ୍ଷିତ ପୁରୀ ଜିଲ୍ଲା ସତ୍ୟବାଦୀ, କଣାସ ପ୍ରସାଦ କୁମାର ହରିଚନ୍ଦନ କଂଗ୍ରେସ
୧୧୦ ପିପିଲି ଅଣ ସଂରକ୍ଷିତ ପୁରୀ ଜିଲ୍ଲା ପିପିଲି (ବି), ପିପିଲି, ଡେଲାଙ୍ଗ ପ୍ରଦୀପ ମହାରଥୀ ବିଜଦ
୧୧୧ ଜୟଦେବ ଅନୁସୂଚିତ ଜାତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା, ବାଲିପାଟଣା ଅରବିନ୍ଦ ଢାଲି ବିଜଦ
୧୧୨ ଭୁବନେଶ୍ଵର ସେଣ୍ଟ୍ରାଲ (ମଧ୍ୟ) ଅଣ ସଂରକ୍ଷିତ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ଵର (ମ) (ଅଂଶ) ବିଜୟ କୁମାର ମହାନ୍ତି ବିଜଦ
୧୧୩ ଭୁବନେଶ୍ଵର ନର୍ଥ (ଉତ୍ତର) ଅଣ ସଂରକ୍ଷିତ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ଵର (ମ) (ଅଂଶ), ଭୁବନେଶ୍ଵର (ଅଂଶ) ଭାଗିରଥୀ ବଡ଼ଜେନା ବିଜଦ
୧୧୪ ଏକାମ୍ର-ଭୁବନେଶ୍ଵର ଅଣ ସଂରକ୍ଷିତ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ଵର (ମ) (ଅଂଶ), ଭୁବନେଶ୍ଵର (ଅଂଶ) ଅଶୋକ ଚନ୍ଦ୍ର ପଣ୍ଡା ବିଜଦ
୧୧୫ ଜଟଣୀ ଅଣ ସଂରକ୍ଷିତ ଖୋର୍ଦ୍ଧା ଜିଲ୍ଲା ଜଟଣୀ (ପୌ), ଜଟଣୀ, ଖୋର୍ଦ୍ଦା (ଅଂଶ), ଭୁବନେଶ୍ଵର (ଅଂଶ) ବିଭୁତି ଭୂଷଣ ବଳବନ୍ତରାୟ ବିଜଦ
୧୧୬ ବେଗୁନିଆ ଅଣ ସଂରକ୍ଷିତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ, ବୋଲଗଡ଼ ପ୍ରଶାନ୍ତ ନନ୍ଦ ବିଜଦ*
୧୧୭ ଖୋର୍ଦ୍ଧା ଅଣ ସଂରକ୍ଷିତ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା (ପୌ), ଟାଙ୍ଗୀ, ଖୋର୍ଦ୍ଦା (ଅଂଶ) ରାଜେନ୍ଦ୍ର କୁମାର ସାହୁ ସ୍ଵାଧୀନ
୧୧୮ ଚିଲିକା ଅଣ ସଂରକ୍ଷିତ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ (ବି), ବାଣପୁର (ବି), ଚିଲିକା, ବାଣପୁର ରଘୁନାଥ ସାହୁ ବିଜଦ
୧୧୯ ରଣପୁର ଅଣ ସଂରକ୍ଷିତ ନୟାଗଡ଼ ଜିଲ୍ଲା ରଣପୁର, ଓଡ଼ଗାଁ (ଅଂଶ) ସତ୍ୟନାରାୟଣ ପ୍ରଧାନ ବିଜଦ
୧୨୦ ଖଣ୍ଡପଡ଼ା ଅଣ ସଂରକ୍ଷିତ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା (ବି), ଖଣ୍ଡପଡ଼ା, ଭାପୁର ସିଦ୍ଧାର୍ଥ ଶେଖର ସିଂହ ବିଜଦ
୧୨୧ ଦଶପଲ୍ଲା ଅନୁସୂଚିତ ଜାତି ନୟାଗଡ଼ ଜିଲ୍ଲା ଦଶପଲ୍ଲା, ଗଣିଆ, ନୂଆଗାଁ କାଶିନାଥ ମଲ୍ଲିକ ବିଜଦ
୧୨୨ ନୟାଗଡ଼ ଅଣ ସଂରକ୍ଷିତ ନୟାଗଡ଼ ଜିଲ୍ଲା ନୟାଗଡ଼ (ବି), ନୟାଗଡ଼, ଓଡ଼ଗାଁ (ଅଂଶ) ଅରୁଣ କୁମାର ସାହୁ ବିଜଦ
୧୨୩ ଭଞ୍ଜନଗର ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର (ବି), ଭଞ୍ଜନଗର, ଜଗନ୍ନାଥପ୍ରସାଦ ବିକ୍ରମ କେଶରୀ ଆରୁଖ ବିଜଦ
୧୨୪ ପୋଲସରା ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ବୁଗୁଡ଼ା (ବି), ପୋଲସରା (ବି), ବୁଗୁଡ଼ା, ପୋଲସରା ନିରଞ୍ଜନ ପ୍ରଧାନ ବିଜଦ
୧୨୫ କବିସୂର୍ଯ୍ୟ ନଗର ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର(ବି), କୋଦଳା (ବି), ବେଗୁନିଆପଡ଼ା, କବିସୂର୍ଯ୍ୟନଗର (ଅଂଶ), ପୁରୁଷୋତ୍ତମପୁର (ଅଂଶ) ଭି. ସୁଜ୍ଞାନ କୁମାରୀ ଦେଓ ବିଜଦ
୧୨୬ ଖଲ୍ଲିକୋଟ ଅନୁସୂଚିତ ଜାତି ଗଞ୍ଜାମ ଜିଲ୍ଲା ଖଲିକୋଟ (ବି), ପୁରୁଷୋତ୍ତମପୁର (ବି), ଖଲିକୋଟ, ପୁରୁଷୋତ୍ତମପୁର (ଅଂଶ) ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜଦ
୧୨୭ ଛତ୍ରପୁର ଅନୁସୂଚିତ ଜାତି ଗଞ୍ଜାମ ଜିଲ୍ଲା ଛତ୍ରପୁର (ବି), ଗଞ୍ଜାମ (ବି), ରମ୍ଭା (ବି), ଗଞ୍ଜାମ, ଛତ୍ରପୁର ଆଦିକନ୍ଦ ସେଠୀ ସି. ପି. ଆଇ
୧୨୮ ଆସିକା ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ଆସିକା (ବି), ଆସିକା, କବିସୂର୍ଯ୍ୟ ନଗର (ଅଂଶ) ଦେବରାଜ ମହାନ୍ତି ବିଜଦ
୧୨୯ ସୋରଡ଼ା ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ସୋରଡ଼ା (ବି), ବେଲଗୁଣ୍ଠା (ବି), ସୋରଡ଼ା, ବେଲଗୁଣ୍ଠା ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ବିଜଦ
୧୩୦ ସାନଖେମୁଣ୍ଡି ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି, ଧରାକୋଟ ରମେଶ ଚନ୍ଦ୍ର ଜେନା କଂଗ୍ରେସ
୧୩୧ ହିଞ୍ଜିଳି ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ (ବି), ହିଞ୍ଜିଳିକାଟୁ, ଶେରଗଡ଼ ନବୀନ ପଟ୍ଟନାୟକ ବିଜଦ
୧୩୨ ଗୋପାଳପୁର ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ଗୋପାଳପୁର (ବି), ରଙ୍ଗେଇଲୁଣ୍ଡା, କୁକୁଡ଼ାଖଣ୍ଡି (ଅଂଶ), ବ୍ରହ୍ମପୁର (ପୌ) (ଅଂଶ) ପ୍ରଦୀପ କୁମାର ପାଣିଗ୍ରାହୀ ବିଜଦ
୧୩୩ ବ୍ରହ୍ମପୁର ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର (ପୌ) (ଅଂଶ), ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବିଜଦ
୧୩୪ ଦିଗପହଣ୍ଡି ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି (ବି), ଦିଗପହଣ୍ଡି, କୁକୁଡ଼ାଖଣ୍ଡି (ଅଂଶ) ସୂର୍ଯ୍ୟନାରାୟଣ ପାତ୍ର ବିଜଦ
୧୩୫ ଚିକିଟି ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ଚିକିଟି (ବି), ଚିକିଟି, ଚିକିଟି ପାତ୍ରପୁର ଉଷାଦେବୀ ବିଜଦ
୧୩୬ ମୋହନା ଅନୁସୂଚିତ ଜନଜାତି ଗଜପତି ଜିଲ୍ଲା ମୋହନା, ରା. ଉଦୟଗିରି, ନୂଆଗଡ଼, ରାୟଗଡ଼ା ଚକ୍ରଧର ପାଇକ କଂଗ୍ରେସ
୧୩୭ ପାରଳାଖେମୁଣ୍ଡି ଅଣ ସଂରକ୍ଷିତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି (ପୌ), କାଶିନଗର (ବି), ପାରଳାଖେମୁଣ୍ଡି, ଗୁମା, କାଶିନଗର କୋଦୁରୁ ନାରାୟଣ ରାଓ ବିଜଦ
୧୩୮ ଗୁଣୁପୁର ଅନୁସୂଚିତ ଜନଜାତି ରାୟଗଡ଼ା ଜିଲ୍ଲା ଗୁଣୁପୁର (ବି), ଗୁଡାରୀ (ବି), ଗୁଣୁପୁର, ଗୁଡାରୀ, ରାମନଗୁଡ଼ା, ପଦମପୁର, ଚନ୍ଦ୍ରପୁର ରାମମୂର୍ତ୍ତି ମୁତିକା ବିଜଦ
୧୩୯ ବିଷମ କଟକ ଅନୁସୂଚିତ ଜନଜାତି ରାୟଗଡ଼ା ଜିଲ୍ଲା ବିଷମ କଟକ, ମୁନିଗୁଡ଼ା, କୋଲନରା, କଲ୍ୟାଣସିଂପୁର ଡମ୍ବରୁଧର ଉଲାକା କଂଗ୍ରେସ
୧୪୦ ରାୟଗଡ଼ା ଅନୁସୂଚିତ ଜନଜାତି ରାୟଗଡ଼ା ଜିଲ୍ଲା ରାୟଗଡ଼ା (ପୌ), ରାୟଗଡ଼ା, କାଶୀପୁର ଲାଲ ବିହାରି ହିମିରିକା ବିଜଦ
୧୪୧ ଲକ୍ଷ୍ମୀପୁର ଅନୁସୂଚିତ ଜନଜାତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର, ଦଶମନ୍ତପୁର, ବନ୍ଧୁଗାଁ, ନାରାୟଣପାଟଣା ଝିନ ହିକ୍‌କା ବିଜଦ
୧୪୨ କୋଟପାଡ଼ ଅନୁସୂଚିତ ଜନଜାତି କୋରାପୁଟ ଜିଲ୍ଲା କୋଟପାଡ଼ (ବି), କୋଟପାଡ଼, କୁନ୍ଦ୍ରା, ବୋରିଗୁମ୍ମା (ଅଂଶ), ବୈପାରୀଗୁଡ଼ା (ଅଂଶ) ବାସୁଦେବ ମାଝି କଂଗ୍ରେସ
୧୪୩ ଜୟପୁର ଅଣ ସଂରକ୍ଷିତ କୋରାପୁଟ ଜିଲ୍ଲା ଜୟପୁର (ପୌ), ଜୟପୁର, ବୋରିଗୁମ୍ମା (ଅଂଶ) ରବି ନାରାୟଣ ନନ୍ଦ ବିଜଦ
୧୪୪ କୋରାପୁଟ ଅନୁସୂଚିତ ଜାତି କୋରାପୁଟ ଜିଲ୍ଲା କୋରାପୁଟ (ବି), ସୁନାବେଡ଼ା (ବି), ଲମ୍ପତାପୁଟ, କୋରାପୁଟ (ଅଂଶ) , ବୈପାରୀଗୁଡ଼ା (ଅଂଶ) ରଘୁରାମ ପଦଲ ବିଜଦ
୧୪୫ ପଟ୍ଟାଙ୍ଗି ଅନୁସୂଚିତ ଜନଜାତି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର, କୋରାପୁଟ (ଅଂଶ) ରାମଚନ୍ଦ୍ର କଦମ କଂଗ୍ରେସ
୧୪୬ ମାଲକାନଗିରି ଅନୁସୂଚିତ ଜନଜାତି ମାଲକାନଗିରି ଜିଲ୍ଲା ମାଲକାନଗିରି (ବି), ମାଲକାନଗିରି, କାଲିମେଳା, ପୋଡ଼ିଆ, କୋରୁକୁଣ୍ଡା (ଆଂଶିକ) ମୁକୁନ୍ଦ ସୋଡ଼ୀ ବିଜଦ
୧୪୭ ଚିତ୍ରକୋଣ୍ଡା ଅନୁସୂଚିତ ଜନଜାତି ମାଲକାନଗିରି ଜିଲ୍ଲା ବାଲିମେଳା (ବି), ମାଥିଲି, କୁଡୁମୁଳୁଗୁମ୍ମା, ଖଇରପୁଟ, କୋରୁକୋଣ୍ଡା (ଆଂଶିକ) ମମତା ମାଢ଼ୀ କଂଗ୍ରେସ

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]