ଏ. ଶ୍ରୀକର ପ୍ରସାଦ
ଉଇକିପିଡ଼ିଆ ରୁ
| ଶ୍ରୀକର ପ୍ରସାଦ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ଅକ୍କିନେନି ଶ୍ରୀକର ପ୍ରସାଦ |
| ଜୀବିକା | ଭାରତୀୟ କଥାଚିତ୍ର ସଂପାଦକ |
| କାର୍ଯ୍ୟକାଳ | ୧୯୮୩- ଏପର୍ଯ୍ୟନ୍ତ |
| ୱେବସାଇଟ | |
| sreekarprasad.com | |
ଏ ଶ୍ରୀକର ପ୍ରସାଦ ଜଣେ ଜାତୀୟ ପୁରସ୍କର ପ୍ରାପ୍ତ କଥାଚିତ୍ର ସଂପାଦକ ।[୧] ସେ ହିନ୍ଦୀ, ମଲାୟଲମ, ତାମିଲ, ତେଲୁଗୁ, ଇଂରାଜୀ, କନ୍ନଡ଼, ନେପାଳୀ, ପଞ୍ଜାବୀ ଓ ଓଡ଼ିଆ କଥାଚିତ୍ର ସଂପାଦନା କରନ୍ତି ।
ଓଡ଼ିଆ କଥାଚିତ୍ର ତାଲିକା[ସମ୍ପାଦନା]
- ବିଧାତା (୨୦୦୩)
- ବୋଉ (୨୦୦୦)
- କୃଷ୍ଣା କାବେରୀ (୧୯୯୯)
- ସକଳ ତୀର୍ଥ ତୋ ଚରଣେ (୧୯୯୫)
- ତୁଣ୍ଡ ବାଇଦ (୧୯୮୭)
- ଭୂଲି ହୁଏନା (୧୯୮୭)
- ସହରୀ ବାଘ (୧୯୮୫)
- ସ୍କୁଲ ମାଷ୍ଟର (୧୯୮୫)
- ଏଇ ଆଖି ଆମ ସାକ୍ଷୀ
- ଧର୍ମ ନିକିତି
- କାଳ ଚକ୍ର
- କାବେରୀ
- ଲୁଟ ତରାଜ
- ମା ମତେ ଶକ୍ତି ଦେ
- ପାପ ଦୁନିଆ
ଆଧାର[ସମ୍ପାଦନା]
- ↑ "Directorate of Film Festival". Iffi.nic.in. http://iffi.nic.in/Dff2011/Frm57NFAAward.aspx?PdfName=57NFA.pdf. Retrieved 2012-08-04.
ଅଧିକ ତଥ୍ୟ[ସମ୍ପାଦନା]
- Official website
- A. Sreekar Prasad (ଇଣ୍ଟରନେଟ ମୁଭି ଡାଟାବେସରେ)