ଏକଲବ୍ୟ ପୁରସ୍କାର

ଉଇକିପିଡ଼ିଆ‌ରୁ
(ଏକଲବ୍ଯ ପୁରସ୍କାରରୁ ଲେଉଟି ଆସିଛି)

କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶାର କ୍ରୀଡାବିତମାନଙ୍କୁ ପ୍ରତିବର୍ଷ ଏକଲବ୍ୟ ପୁରସ୍କାର ପୁରସ୍କାର ପ୍ରଦାନ କରାଯାଇଥାଏ । ଶିଳ୍ପପତି ଡ. ବଂଶୀଧର ପଣ୍ଡା ଏବଂ ଇଲା ପଣ୍ଡାଙ୍କଦ୍ୱାରା ପ୍ରତିଷ୍ଠିତ ଏକଲବ୍ୟ ପୁରସ୍କାର, ଇମ୍ଫାଗୃପଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୁଲ୍ୟରେ ୧୯୯୩ ମସିହାରୁ ପ୍ରଦାନ କରାଯାଇ ଆସୁଅଛି । ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉତ୍ତରୀୟ ସହ ନଗଦ ଏକ ଲକ୍ଷ ପଚାଶ ହଜାର ଟଙ୍କା ପ୍ରଦାନ କରାଯାଏ ।

ଏକଲବ୍ୟ ପୁରସ୍କାର ବିଜେତା [୧]
ବର୍ଷ ବିଜେତା ଖେଳ ଟିକା
୨୦୨୧ ଋତୁପର୍ଣ୍ଣା ପଣ୍ଡା ବ୍ୟାଡ଼ମିଣ୍ଟନ [୨]
୨୦୨୦ ନମିତା ଟପ୍ପୋ ହକି
୨୦୧୯ ଝିଲି ଦଳବେହେରା ଭାରତ୍ତୋଳନ
୨୦୧୮ ଲିଲିମା ମିଞ୍ଜ ହକି
୨୦୧୭ ଦୀପସାନ ତିର୍କୀ ହକି [୩]
୨୦୧୬ ଶ୍ରାବଣୀ ନନ୍ଦ ଆଥଲେଟିକସ [୪]
୨୦୧୫ ଦୂତୀ ଚାନ୍ଦ ଆଥଲେଟିକସ [୫]
୨୦୧୪ ପୂର୍ଣ୍ଣିମା ହେମ୍ବ୍ରମ ଆଥଲେଟିକସ୍ [୬]
୨୦୧୩ ଶ୍ରୀୟଙ୍କା ଷଡ଼ଙ୍ଗୀ ଲକ୍ଷ୍ୟ ଭେଦ (ବନ୍ଧୁକ) [୭]
୨୦୧୨ ଦେବାଶିଷ ଦାସ ଚେସ [୮]
୨୦୧୧ ପ୍ରତିମା ପୁହାଣ ନୌକାଚାଳନା
୨୦୧୦ କିରଣ ମନୀଷା ମହାନ୍ତି ଚେସ
୨୦୦୯ କାଟୁଲୁ ରବି କୁମାର ଭାରଉତ୍ତୋଳନ
୨୦୦୮ ପଦ୍ମିନୀ ରାଉତ ଚେସ
୨୦୦୭ ମମତା ଜେନା ନୌକାଚାଳନା
୨୦୦୬ ପ୍ରଭାସିନି ଦ୍ୱିବେଦୀ ନୌକାଚାଳନା
୨୦୦୫ ସୁଭଦ୍ରା ପ୍ରଧାନ ହକି
୨୦୦୪ ଉଇଲିୟମ ଜାକୋ ହକି
୨୦୦୩ ଇଗ୍ନେଶ ତିର୍କୀ ହକି
୨୦୦୨ ପ୍ରବୋଧ ତିର୍କୀ ହକି
୨୦୦୧ ରଶ୍ମିରଞ୍ଜନ ପରିଡ଼ା କ୍ରିକେଟ
୨୦୦୦ ଅନୁରାଧା ବିଶ୍ୱାଳ ଆଥଲେଟିକସ୍
୧୯୯୯ ଲାଜରୁସ ବାର୍ଲା ହକି
୧୯୯୮ ଦେବାଶିଷ ମହାନ୍ତି କ୍ରିକେଟ
୧୯୯୭ ସଞ୍ଜୟ ରାଉଳ କ୍ରିକେଟ
୧୯୯୬ ଦିଲୀପ ତିର୍କୀ ହକି
୧୯୯୫ ଶିବସୁନ୍ଦର ଦାସ କ୍ରିକେଟ
୧୯୯୪ ଗ୍ଲୋରିଆ ଡଙ୍ଗ୍ ଡଙ୍ଗ୍ ହକି
୧୯୯୩ ରଚିତା ପଣ୍ଡା ଆଥଲେଟିକସ

ଆଧାର[ସମ୍ପାଦନା]

  1. ଏକଲବ୍ୟ ପୁରସ୍କାର ବିଜେତାଙ୍କ ତାଲିକା
  2. "ଋତୁପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର: ସ୍ବସ୍ତି ସିଂହ, ପ୍ୟାରୀ ଖାଖାଙ୍କୁ ମିଳିବ ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 October 2021. Retrieved 25 October 2021.
  3. "Dipsan Tirkey bags Ekalabya Puraskar". www.dailypioneer.com. daily pioneer. Retrieved 12 July 2019.
  4. "Odisha sprinter Srabani Nanda to receive Ekalabya Award-2016". Odisha Sun Times. Retrieved 9 October 2016.
  5. "Ekalabya Award for Dutee Chand". The New Indian Express. Archived from the original on 20 November 2015. Retrieved 28 January 2016.
  6. Odishatv Bureau (14 September 2014). "Heptathlete Purnima Hembram to get Ekalabya Puraskar". Retrieved 28 January 2016.[permanent dead link]
  7. Press Trust of India (15 September 2013). "Shooter Shriyanka Sadangi bags Ekalabya Puraskar". Retrieved 28 January 2016.
  8. "Debashis Das given Ekalabya award". The Times of India. Retrieved 28 January 2016.