ଉଲ୍‌କା

ଉଇକିପିଡ଼ିଆ‌ରୁ
ଉଲ୍‌କା
ନିର୍ଦ୍ଦେଶକସୁର୍ଯ୍ୟ ମିଶ୍ର
କଳାକାରଗ୍ଲୋରିଆ ମହାନ୍ତି, ବିନୋଦ ମିଶ୍ର, ମହାଶ୍ୱେତା ରାୟ, ବ୍ୟୋମକେଶ ତ୍ରିପାଠୀ
ସଙ୍ଗୀତରାଜୁ ମିଶ୍ର[୧]
ମୁକ୍ତିଲାଭ ତାରିଖ
୧୯୮୧
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧ଲକ୍ଷ ୫୦ହଜାର

ଉଲ୍‌କା ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୂର୍ଯ୍ୟ ମିଶ୍ର ।[୨] ସଙ୍ଗୀତକାର ରାଜୁ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଅଭିନୟ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://dff.nic.in/ODIA_CINEMA_AND_ODIAS_IN_CINEMA_1.asp
  2. http://www.orissabarta.com/index.php?option=com_content&view=article&id=8605:-odia-films-list-from-the-year-1936-2010&catid=44:tourism&Itemid=87
  3. http://www.orissadiary.com/CurrentNews.asp?id=55592[permanent dead link]
  4. "ଉଲ୍‌କାରେ ଅଭିନୟ କରିଥିଲେ". ସମ୍ବାଦ. No. ଭୁବନେଶ୍ୱର. ସମ୍ବାଦ ଖବରକାଗଜ. 9 May 2022. pp. ୧୦. Archived from the original on 9 May 2022. Retrieved 9 May 2022.

ବାହାର ଆଧାର[ସମ୍ପାଦନା]