ଉଚ୍ଚ ନ୍ୟାୟାଳୟ
ଉଇକିପିଡ଼ିଆ ରୁ
ଉଚ୍ଚ ନ୍ୟାୟାଳୟ ଏକ ରାଜ୍ୟର ସର୍ବୋଚ୍ଚ ବିଚାର ବ୍ୟବସ୍ଥା(ନ୍ୟାୟପାଳିକା) ଅଟେ । ସମ୍ବିଧାନର ନିୟମ(Art. 214) ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଉଚ୍ଚ ନ୍ୟାୟାଳୟ ରହିବ । ସଂସଦ ଯଦି ଚାହିଁବେ, କେତେକ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏକ ସାଧାରଣ ଉଚ୍ଚ ନ୍ୟାୟଳୟର ବ୍ୟବସ୍ଥା କରିପାରିବେ । ପ୍ରତେକ ଉଚ୍ଚ ନ୍ୟାୟାଳୟରେ ଜଣେ ଉଚ୍ଚନ୍ୟାୟାଧୀଶ ଓ ଅନ୍ୟାନ୍ୟ ବିଚାରପତିଙ୍କୁ ରାଷ୍ଟ୍ରପତି ଦାୟିତ୍ଵ ଦେଇଥାନ୍ତି(Art. 216) ।[୧]
ଆହୁରି ଦେଖନ୍ତୁ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ Indian Polity And Governance (2012 edition)