ଉଇକିପିଡ଼ିଆ:Meetup/Baleswar

ଉଇକିପିଡ଼ିଆ ରୁ

ଉଇକିପିଡ଼ିଆ ମେଳଣ ଦେଇ ଆମେ ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରିଥାଉ, ଓଡ଼ିଆ ଉଇକିପିଡ଼ିଆ ଉପରେ ନାନା ଆଲୋଚନା କରିଥାଉ ଓ ଆଗକୁ ବଢାଇବାର ବାଟ ତିଆରି କରିଥାଉ । ଯଦି ଆପଣ ବାଲେଶ୍ଵର ଓ ବାଲେଶ୍ଵର ବାହାରେ ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକିମିଡ଼ିଆ ପ୍ରକଳ୍ପସବୁର ବିକାଶ ପାଇଁ ଇଛୁକ ତେବେ ଏଥିରେ ଭାଗ ନିଅନ୍ତୁ ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଜନସଚେତନତା

ଅଧିକରୁ ଅଧିକ ଲୋକଙ୍କୁ ଭେଟି ସେହି ଆଗ୍ରହୀ ଲୋକଙ୍କ ପାଖରେ ଏଇ କଥାଟିକୁ ସଭିଙ୍କ ପାଖରେ ପହଞ୍ଚାନ୍ତୁ, ଯେଉଁ ଉଇକିଆଳିମାନେ ବାଲେଶ୍ଵରରେ ହେଉଥିବା କରମଶାଳା, ଓଡ଼ିଶାରେ ଥିବା ଉଇକିଆଳି, WikiProject India, ଓଡିଶା ଉଇକି ପ୍ରକଳ୍ପରେ, ଭାଗ ନେବାକୁ ଚାହାନ୍ତି ସେମାନେ ବାଲେଶ୍ଵରର ଆଲୋଚନାରେ ନାଆଁ ଲେଖାଇ ପାରିବେ ।

[ଏହାକୁ ବଦଳାନ୍ତୁ] ମେଲ ତାଲିକା

ଯଦି ଆପଣ ଆଗ୍ରହୀ ତେବେ ଏହି ମେଲ ତାଲିକାରେ ଯୋଗ ଦିଅନ୍ତୁ https://lists.wikimedia.org/mailman/listinfo/wikipedia-or

[ଏହାକୁ ବଦଳାନ୍ତୁ] ଆଗକୁ ହେବାକୁ ଥିବା ମେଳଣ

[ଏହାକୁ ବଦଳାନ୍ତୁ] କେମିତି କରିବେ ଓଡ଼ିଆ ଉଇକିପିଡ଼ିଆ ମେଳଣ

ଓଡ଼ିଆ ଉଇକି ପ୍ରକଳ୍ପ ଶିକ୍ଷଣ

ଓଡ଼ିଆ ଉଇକିପିଡ଼ିଆ ମେଳଣସବୁ ସ୍ଵେଚ୍ଛାସେବୀ ମାନଙ୍କ ଦେଇ କରାଯାଇଥାଏ । ଯଦି ଆପଣ ଆଗ୍ରହୀ ତେବେ ନିଜ ଜାଗାରେ ବି ଏହା କରିପାରିବେ ।

ଏଠାରେ ଓଡ଼ିଆ ଉଇକି କର୍ମଶାଳାରେ ଉଇକି ବିଷୟରେ ବୁଝାଇବା ପାଇଁ PDF ଟିଏ ରଖାଯାଇଛି ଯାହା ଆପଣ ଡାଉନଲୋଡ଼ କରି ବ୍ୟବହାର କରିପାରିବେ ।

[ଏହାକୁ ବଦଳାନ୍ତୁ] ଆଗରୁ ହୋଇଥିବା ମେଳଣ

[ଏହାକୁ ବଦଳାନ୍ତୁ] ସୂଚନା

ଯଦି ଆଗକୁ ହେବାକୁ ଥିବା ମେଳଣରେ ଭାଗନେବାକୁ ଚାହାନ୍ତି ତେବେ ଏଠାରେ ନିଜର ଇଉଜର ନାଆଁ ଲେଖନ୍ତୁ, ଆସନ୍ତା ମେଳଣ ଆଗରୁ ଆପଣଙ୍କୁ ଜଣାଇଦିଆଯିବ


ନିଜର ଟୁଲ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ