ଉଇକିପିଡ଼ିଆ:IRC/24-05-2014

ଉଇକିପିଡ଼ିଆ‌ରୁ

ଆଲୋଚ୍ୟ ବିଷୟ[ସମ୍ପାଦନା]

  1. ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ଉପଲକ୍ଷେ ଆସନ୍ତା ଜୁନ ୩ ରେ ଗଣ ସମ୍ପାଦନ
    1. ଗଣ-ସମ୍ପାଦନା ପାଇଁ ତାଲିକା ତିଆରି
    2. କିଏ ଏହା ତିଆରି କରିବାର ମୁଖ୍ୟ ଦାୟୀତ୍ୱ ନେବେ
  2. ଜୁନ ୩ ତାରିଖରେ ଭୁବନେଶ୍ୱର ଓ ନାଲକୋନଗରରେ ଟୁଙ୍ଗିର ଉଦ୍‌ଘାଟନ ଓ ସେହି ଦିନ ଗଣ-ସମ୍ପାଦନା ବାବଦରେ ଆଲୋଚନା
  3. ଜୁନ ୩ ତାରିଖରେ ନୂଆମାନଙ୍କ ପାଇଁ ଏକ ଶିକ୍ଷଣର ପ୍ରକାଶ

ଅଂଶଗ୍ରହଣ କରିଥିବା ଉଇକିଆଳି[ସମ୍ପାଦନା]

ଆଲୋଚନାର ସାରାଂଶ[ସମ୍ପାଦନା]

  • ଏଥିରେ ଭାଗ ନେଇଥିବା ୧୧ ଜଣ ଉଇକିଆଳିଙ୍କ ମଧ୍ୟରୁ ଦଶ ଜଣ ସକ୍ରିୟ ଭାବେ ଆଲୋଚନାରେ ଭାଗ ନେଇଥିଲେ ।
  • ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ଦ୍ୱାଦଶ ଜନ୍ମତିଥି ଗଣ-ସମ୍ପାଦନା କରିବା ବାବଦରେ ଆଲୋଚନା ହୋଇଥିଲା ।
  • ଏଥିରେ ଅଭିଜ୍ଞ ଓ ନୂଆ ଉଇକିଆଳିମାନେ ମିଶି ଓଡ଼ିଶାର ମହାମନିଷୀ ଓ ଇତିହାସ ସମ୍ବନ୍ଧିତ ପ୍ରସଙ୍ଗମାନଙ୍କର ମାନରେ ଉନ୍ନତି କରିବେ ।
  • ମୂଳ ଲକ୍ଷ୍ୟ ଆଗରୁ ଥିବା ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ି ତାହାର ମାନ ଉନ୍ନତ କରିବା ଥିଲେ ହେଁ ନୂଆ ପ୍ରସଙ୍ଗମାନ ମଧ୍ୟ ତିଆରି କରାଯିବ ।
  • ଉଇକିଆଳି ମୃତ୍ୟୁଞ୍ଜୟ କର ଓଡ଼ିଶାର ମହାମନିଷୀ ଓ ଆଦିତ୍ୟ ମହାର ଓଡ଼ିଶାର ଇତିହାସ ସମ୍ବନ୍ଧରେ ପ୍ରସଙ୍ଗସୂଚୀ ଗଠନ ଦାୟୀତ୍ୱରେ ରହିବେ ।
  • ଯଦି କିଛି ଉପ ଯୋଗୀ ପ୍ରସଙ୍ଗ ଆଗରୁ ନାହଁ ତାହା ମଧ୍ୟ ତାଲିକାରେ ରହିବ ।
  • ପ୍ରତି ଉଇକିଆଳି ୧୦ଟି ଲେଖାଏ ପ୍ରସଙ୍ଗ ବାଛିନେବେ ଯହିଁରେ ସେମାନେ ତଥ୍ୟ ଓ ଆଧାର ଯୋଡ଼ି ତାହାକୁ ଉନ୍ନତ କରିବେ ।
  • ଏହି ଗଣ-ସମ୍ପାଦନା ଜୁନ ୩ ତାରିଖରୁ ଆରମ୍ଭ ହୋଇ ୨ ସପ୍ତାହ ଯାଏ ଚାଲିବ । ଆଗ୍ରହୀ ସଭ୍ୟ ଏହି ଲିଙ୍କରେ ଯାଇ ନିଜର ନାମ ଓ କେଉଁ ପ୍ରସଙ୍ଗରେ କାମ କରିବାକୁ ଇଚ୍ଛୁକ ତାହା ଉଲ୍ଲେଖ କରି ସମ୍ପାଦନା ଆରମ୍ଭ କରିପାରିବେ ।
  • ଉପର ଲିଙ୍କରେ ଥିବା ପୃଷ୍ଠାରେ ପ।।ସଙ୍ଗ ସୂଚୀରେ କେଉଁ ବହିରୁ ତଥ୍ୟ ନେଇ ବ୍ୟବହାର କରିବେ ତାହା ଉଲ୍ଲେଖ କରାଯାଇଛି ।
  • ଏଥି ସମ୍ବନ୍ଧିତ କିଛି ପ୍ରଶ୍ନ ଆଲୋଚନା ପୃଷ୍ଠାରେ ପଚାରିପାରିବେ ।
  • ସମୟ ଅନ୍ତ ହେବାରୁ ଶିକ୍ଷଣ ବାବଦରେ ଆଲୋଚନାରେ ସମସ୍ତେ ଭାଗ ନେଇପାରି ନଥିଲେ । ତେବେ, ଏବେର ଉଇକିପିଡ଼ିଆ:ଚାଟସଭାରେ ଏହି ନୂଆ ଶିକ୍ଷଣକୁ ଅନ୍ତଭୁକ୍ତ କରାଯିବା ବାବଦରେ ଆଲୋଚନା କରାଯାଇଥିଲା । ଏକ ସାଇଟନୋଟିସ ବ୍ୟବହାର କରି ନୂଆ ସଭ୍ୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସେମାନଙ୍କୁ ଏକ ଶିକ୍ଷଣ ଆଡ଼କୁ ମୁହାଁଯିବ । ଏଥିରେ ସଭ୍ୟ ଜଣେ କିପରି ଉଇକିପିଡ଼ିଆର ସମ୍ପାଦନା ଶିଖିବା ପରେ ପ୍ରସଙ୍ଗସୂଚୀ ଥିବା ଜନ୍ମତିଥି ପୃଷ୍ଠାକୁ ତାଙ୍କୁ ବାଟ କଢ଼ାଇନିଆଯିବ । ସେଠାରେ ସେ ପ୍ରସଙ୍ଗଟିଏ ବାଛି ତାହାର ସମ୍ପାଦନା କରିବେ ।

ସବିଶେଷ[ସମ୍ପାଦନା]

[20:05] <Aadie> ଜୟ ଜଗନ୍ନାଥ ...
[20:06] <subas> ଜୟ ଜଗନ୍ନାଥ
[20:06] == Dsasanka [704f249d@gateway/web/freenode/ip.112.79.36.157] has joined #wikipedia-or
[20:06] == Ansuman changed the topic of #wikipedia-or to: #wikipedia-or ଓଡ଼ିଆ ଊଇକିପିଡିଆ [୧]
[20:07] <Aadie> ଆମେ ତିନି ଜଣ , ଆଉ ସମସ୍ତେ କୁଆଡେ ଗଲେ..
[20:08] == Sipun [75fbc365@gateway/web/freenode/ip.117.251.195.101] has joined #wikipedia-or
[20:09] <Dsasanka> ପାଉଡର, କ୍ରୀମ ମାଖି ଆସୁଥିବେ ।
[20:09] == subha1 [~chatzilla@27.107.28.128] has joined #wikipedia-or
[20:09] <subas> ସଶାଙ୍କ ବାବୁ, ଆପଣଙ୍କ ପ୍ଳାନ କଅଣ କୁହନ୍ତୁ । ଆପଣ ପ୍ରଥମେ ଟୁଙ୍ଗି କଥା ଉଠେଇ ଥିଲେ ।
[20:10] == subha_ [1b6b1c80@gateway/web/freenode/ip.27.107.28.128] has joined #wikipedia-or
[20:10] <subha_> ଓଳଗି ଭାଇମାନେ
[20:11] <subha_> ଓଳଗି ସାର
[20:11] <Aadie> ଆଜିର ମୂଖ୍ୟ ଆଲୋଚନାର ବିଷୟବସ୍ତୁ : ଓଡ଼ିଆ ଉଇକିପିଡ଼ିଆର ଜନ୍ମତିଥି ଉପଲକ୍ଷେ ଆସନ୍ତା ଜୁନ ୩ ରେ ଗଣ ସମ୍ପାଦନ ..
[20:11] <subas> ଓଳଗି
[20:13] <subha_> ହଁ, ମୁଁ ଗୋଟେ ପୃଷ୍ଠା ତିଆରି କରିଦେଇଛି ସକାଳେ ସୁବାସ ସାରଙ୍କ ସାଙ୍ଗେ ଫୋନରେ କଥା ହେଲା ପରେ
[20:13] <subha_> https://or.wikipedia.org/s/onj
[20:13] == Dsasanka [704f249d@gateway/web/freenode/ip.112.79.36.157] has quit [Ping timeout: 240 seconds]
[20:13] == Ansuman changed the topic of #wikipedia-or to: ଓଡ଼ିଆ ଊଇକିପିଡିଆ | Status: Up | Site: http://or.wikipedia.org | Help: http://or.wikipedia.org/wiki/WP:CS | Discussion: http://or.wikipedia.org/wiki/WP:VP | Facebook group: http://fb.com/groups/OdiaWiki
[20:13] == subha1 [~chatzilla@27.107.28.128] has quit [Ping timeout: 252 seconds]
[20:13] <subha_> ଆଲୋଚନାର ବିଷୟବସ୍ତୁ ଆଉଥରେ ଲେଖିଦେଉଛି : ୧) ଗଣ-ସମ୍ପାଦନା ପାଇଁ ତାଲିକା ତିଆରି (କେତୋଟି ପ୍ରସଙ୍ଗ ବଛାଯିବ ଓ କିଏ ଏହା ତିଆରି କରିବାର ମୁଖ୍ୟ ଦାୟୀତ୍ୱ ନେବେ)
[20:14] <subha_> ୨) ବେଳ ଅନୁକୁଳ ମଣିଲେ ଜୁନ ୩ ତାରିଖରେ ଭୁବନେଶ୍ୱର ଓ ନାଲକୋନଗରରେ ଟୁଙ୍ଗିର ଉଦ୍‌ଘାଟନ ଓ ସେହି ଦିନ ଗଣ-ସମ୍ପାଦନା ବାବଦରେ ଆଲୋଚନା
[20:14] <subha_> ୩) ଗଣ-ସମ୍ପାଦନା ପାଇଁ ମାସିକ ଲକ୍ଷ୍ୟ (କେତୋଟି ପ୍ରସଙ୍ଗର ମାନ ଉନ୍ନତ ହେବ, କେତେ ଜଣ ପୁରୁଖା ଓ କେତେ ଜଣ ନୂଆ ଉଇକିଆଳି ଯୋଗଦେବେ)
[20:15] <subha_> ୪) ନୂଆମାନଙ୍କ ପାଇଁ ଏକ ଶିକ୍ଷଣ https://or.wikipedia.org/wiki/User:Psubhashish/Chatasabha (ନିର୍ମାଣାଧୀନ)
[20:15] <subha_> ଏବେ ପ୍ରଥମଟି ଆଲୋଚନା କରିବା?
[20:16] <@Ansuman> ଜୟ ଜଗନ୍ନାଥ ..
[20:16] <@Ansuman> bhai mane, topic set hoinathila! Set karideichi..samaste dekhiparuchhanti ? Jadi kichi badala karibaku chanhunthanti, dayakari janeibe ... :)
[20:17] <subha_> ହଁ ହଁଏବେ ଆସୁଛି
[20:17] <subha_> :)
[20:18] <Aadie> ହଁ ଏବେ ଆସୁଛି (y)
[20:19] <subha_> ଆଚ୍ଛା, ପ୍ରିତି ଭାଇ ମାସାଧିକ କାଳ ନ କରି ସପ୍ତାହେ ପାଇଁ କରିବାକୁ କହୁଥିଲେ, ସମସ୍ତେ କଣ କହୁଛନ୍ତି?
[20:20] == MKar [73fd9af3@gateway/web/freenode/ip.115.253.154.243] has joined #wikipedia-or
[20:20] <MKar> ଜୟ ଜଗନ୍ନାଥ...
[20:21] <@Ansuman> ଜୟ ଜଗନ୍ନାଥ ..
[20:21] <Aadie> ଜୟ ଜଗନ୍ନାଥ..
[20:22] <Aadie> ମୋ ମତରେ ମଧ୍ୟ ଗଣ ସମ୍ପାଦନା ଏକ ସପ୍ତାହ କଲେ ଭଲ ହେବ...
[20:23] <@Ansuman> han ketejana baharuchanti ta upare nirbhara kare, kam dina hele bhala, track rakhiheba..
[20:23] <subha_> ଅଚ୍ଛା ତାହେଲେ କେତୋଟି ପ୍ରସଙ୍ଗ ସମ୍ପାଦନା ବାଛିବା?
[20:23] <subha_> ଠିକ କଥା?
[20:24] <MKar> କେହି ଯଦି ନୂଆ ଆସିବେନି, ତାହେଲେ ସପ୍ତାହଟେ ଓ ମାସଟେ ଭିତରେ ଫରକ କିଛି ନାହିଁ
[20:24] <@Ansuman> hmm se bi thik katha.
[20:24] <subha_> ମକର ଭାଇ ଜୁହାର! :)
[20:25] == Dsasanka [704f2735@gateway/web/freenode/ip.112.79.39.53] has joined #wikipedia-or
[20:25] <subha_> ହଁ, ମୁ ଏକମତ
[20:25] <MKar> ପ୍ରଭୁ ତୁମର ମଙ୍ଗଳ କରନ୍ତୁ, ଗଣ ସମ୍ପାଦନା ନହେଲେ ମଧ୍ୟ, ତ ଆମେ ପ୍ରସଙ୍ଗ ସମ୍ପାଦନା କରିବା...
[20:26] <@Ansuman> achha Gana Sampadana samaste nija nija gharu karibe ta ?
[20:26] <Dsasanka> ଭାଇମାନେ, ମୋର ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା ।
[20:26] <@Ansuman> na gote jagate ekathi hoi ?
[20:27] <subha_> ନିଜ ନିଜ ଗହରୁ କଲେ ଭଲ
[20:27] <@Ansuman> Sipun: bhai achha ?
[20:27] <subha_> ଏକାଠି ହୋଇପାରିବେ କେହି?
[20:27] <Aadie> ନିର୍ଦ୍ଦିଷ୍ଟ ପ୍ରସଙ୍ଗମାନ ନ ବାଛି ଦୁଇଟି ଭାଗ କରି ତାଲିକା କରାଗଲେ ହୁଅନ୍ତା କି.. ?
[20:28] <Sipun> ହଁ ଅଛି
[20:28] <MKar> ନାଲକୋରେ ଆମେ ତିନିଜଣ ଏକାଠି ହେଇପାରିବୁ ।
[20:28] <@Ansuman> han emiti jage jage, dui tini jagare ekathi hoi lekhantu..
[20:29] == Sangram [75f552db@gateway/web/freenode/ip.117.245.82.219] has joined #wikipedia-or
[20:29] <@Ansuman> BBS aau Nalco re aapana mane ekathi hoiparibe..
[20:29] <Aadie> ନିଜ ସୁବିଧା ଅନୁସାରେ ଭଲ, କିନ୍ତୁ ଉଇକି ଟୁଙ୍ଗି (ଭୁବନେଶ୍ଵର, ନାଲକୋ) ରେ ଏକାଠି ହେଇପାରିବେ...
[20:29] <subha_> ହଁ ଭଲ ହେବ
[20:29] <@Ansuman> ଜୟ ଜଗନ୍ନାଥ .. Sangram bhai
[20:29] <subha_> ସଂଗ୍ରାମ ଭାଇ ଜୁହାର
[20:29] <Sangram> ଜୟ ଜଗନ୍ନାଥ
[20:30] <subas> କେଉଁମାନେ ଭାଗ ନେବେ ମତ ନେଇ ଗୋଟାଏ ଲିଷ୍ଟ କରାଯାଉ । ସେହି ଅନୁସାରେ ବିଷୟ ଠିକ କରାଯିବ ।
[20:30] <Aadie> ସେ ଦିନ ଏକାଠି ହେଲେ ଦୁଇ ଟୁଙ୍ଗିର ଶୁଭ ମୁହରତ ହୋଇପାରିବ...
[20:30] <@Ansuman> Sangram: bhai thile aapana 8 ta purbaru!!
[20:31] <MKar> ଆଲୋଚନା ପୃଷ୍ଠା ହିସାବରେ ପ୍ରସଙ୍ଗ ତିଆରି କରିବା ତ?
[20:31] <Sangram> ହିଁ ଭାଇ ହେଲେ କିଛି କାମ ପଡିଗଲା
[20:31] <subha_> ହଁ, ଉଇକିଟୁଙ୍ଗି ଉଇକିପିଡ଼ିଆର ଜନ୍ମତିଥି ଦିନ ହେଲେ ଭଲ
[20:31] <Sangram> ମୁ ଏଠି ପୁରା ନୁଆ
[20:32] <@Ansuman> Sangram: Swagata bhai..
[20:32] <Aadie> ଆଲୋଚନା ପୃଷ୍ଠା ହିସାବରେ ପ୍ରସଙ୍ଗ ତିଆରି କରିବା ନା କିଛି ବଦଳ ହେବ ?
[20:32] <@Ansuman> jahabi janibar thile aamaku pacharibe.
[20:33] <MKar> ଭାଇ ସ୍ଵାଗତ, ଆମେ ବି ଦିନେ ନୂଆ ଥିଲୁ
[20:33] <subha_> ସଙ୍ଗ୍ରାମ ଭାଇ, ଆମେ ମାନେ ମିଶି ଜୁନ ୩ ତାରିଖଠାରୁ ଏକ ସପ୍ତାହ ଯାଏ ଓଡ଼ିଶାର ବରପୁରୁଷ ମାନଙ୍କ ଉପରେ ପ୍ରସଙ୍ଗସବୁକୁ ଉନ୍ନତ କରୁଛୁ
[20:33] <subha_> ଆପଣ ବି ଭାଗ ନିଅନ୍ତୁ
[20:33] <Sangram> ଧନ୍ୟବାଦ ଅଂସୁମନ୍ ଭାଇ
[20:34] <@Ansuman> :)
[20:34] <subha_> @Sangram: ଭାଇ ଏଇଠି ଲିଙ୍କ ରହିଲା: https://or.wikipedia.org/s/onj
[20:35] <Sangram> ଧନ୍ୟବାଦ
[20:35] <subha_> @MKar: ଭାଇ, ସେ ଉପର ଲିଙ୍କରେ ମୁଁ ଗୋଟେ ଉଦାହରଣ ତାଲିକା କରିଛି, ତମେ ସେ ତାଲିକାରେ ଅଧିକ ପ୍ରସଙ୍ଗ ଯୋଡ଼ିବା ଦାୟୀତ୍ୱରେ ରହିଲେ ଭଲ ହୁଅନ୍ତା, ଆମେ ମାନେ ଗୋଟେ ଗୋଟେ ପ୍ରସଙ୍ଗ ବାଣ୍ଟି ନିଅନ୍ତେ
[20:35] <Dsasanka> ସମସ୍ତେ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ନେଇ ସମ୍ପାଦନା କଲେ ଉନ୍ନତ ହେବ ।
[20:35] == You are no longer marked as being away
[20:36] <subha_> ତାହେଲେ ପ୍ରସଙ୍ଗ ନାମ | ଉଇକିଆଳିଙ୍କ ନାମ ଏଇ ଭଳି ଟେବୁଲଟେ କରିଦେଲେ ଭଲ ହେବ
[20:37] <Sangram> ମୁ କି ପ୍ରକାର ସହାଯୡ କରି ପାରିବି?
[20:37] <Aadie> ନିର୍ଦ୍ଦିଷ୍ଟ ପ୍ରସଙ୍ଗ ନେଇ କଲେ ଅସୁବିଧା ହେବ, ଅଜଣା ବ୍ୟକ୍ତି ସେ ସମୟରେ ଲେଖିବାକୁ ଆରମ୍ଭ କଲେ  ?
[20:38] <subha_> @Sangram: ଭାଇ, ଆପଣ ଓଡ଼ିଶାର କେଉଁ ବରପୁତ୍ରଙ୍କ ଉପରେ ଲେଖିବାକୁ ଚାହୁଁଛନ୍ତି?
[20:38] <MKar> ଠିକ ଅଛି, ମୁଁ ତାଲିକାରେ ଆଉ କିଛି ନାମ ଯୋଡ଼ିଦେବି ।
[20:38] <Dsasanka> ପ୍ରଥମେ ପ୍ରସଙ୍ଗ ତାଲିକା ହେଉ, ତା'ପରେ ଯାହାପାଖରେ କିଛିକିଛି ତଥ୍ୟ ଅଛି, ଯୋଗକରିବେ ।
[20:39] <subha_> @Aadie: ଭାଇ, ହଁ ସେ ତ ସତ, ହେଲେ ସେତେ ଭିଡ଼ ହୋଇନପାରେ
[20:39] <subas> ସୁଭାସିସ, ସେହି କଥା ମୁଁ ପ୍ରଥମରୁ କହୁଥିଲି, ପ୍ରସଙ୍ଗ ଓ ବିଷୟ ଟେବୁଲରେ ଦିଆଯାଉ ।
[20:39] <Sangram> ଭାବୁଛି ବିଜୁ ପଟ୍ଟନାୟକ ଭଲ ହେବ
[20:39] <subas> ପ୍ରସଙ୍ଗ ଓ ଉଇକିଆଳିଙ୍କ ନାମ
[20:39] == surath [75c306bf@gateway/web/freenode/ip.117.195.6.191] has joined #wikipedia-or
[20:39] <subha_> @subas: ସାର, ମୁଁ ଗୋଟେ ଉଦାହରଣ କରିଦେଇଛି, ସେଥିରେ ମୃତ୍ୟୁଞ୍ଜୟ ଭାଇ ଆଉ ଯୋଡ଼ିବେ: https://or.wikipedia.org/s/onj
[20:39] <@Ansuman> ଜୟ ଜଗନ୍ନାଥ .. Surath bhai
[20:40] <surath> ସମସ୍ତଙ୍କୁ ଜୁହାର
[20:40] <subha_> Sangram: ଭାଇ ତାହେଲେ ନିଜ ନାମ ଯୋଡ଼ିଦିଅ
[20:40] <surath> ଜୟ ଜଗନ୍ନାଥ
[20:40] <subha_> @surath: ଭାଇ ଜୁହାର, ବହୁଦିନ ପରେ ଦେଖା :)
[20:40] <Sangram> କୋଉଠି?
[20:40] <subas> କେତେ ଜଣ ଯୋଗ ଦେବେ ମତ ନିଆଯାଉ ।
[20:41] <MKar> ସୁରଥ ଭାଇ ସୁରଥ ଭାଇ...
[20:41] <subha_> @Sangram: ସେ ଉପର ଲିଙ୍କରେ ଗୋଟେ ବିଭାଗ ଅଛି, ନାମ ଯୋଡ଼ିବା ପାଇଁ
[20:41] == hellohappy [0e601dd1@gateway/web/freenode/ip.14.96.29.209] has joined #wikipedia-or
[20:41] <Aadie> ଜୟ ଜଗନ୍ନାଥ.. ସୁରଥ ଭାଇ.. :)
[20:41] <subha_> ସେଥିରେ ନିଜ ନାମ ଆଉ ପ୍ରସଙ୍ଗର ନାମ
[20:41] <subha_> @hellohappy: ଭାଇ ଜୁହାର!
[20:41] <hellohappy> Bhaimananku Namaskar
[20:41] <surath> ସମସ୍ତଙ୍କ ସହିତ ଅନେକ ଦିନ ପରେ ମିଶିବାର ସୁଯୋଗ ମିଳିଲା
[20:42] <@Ansuman> namaskar bhai
[20:42] <Sangram> ଭାଇ ଦୟାକରି ଲିଂକ୍ ଟିକୁ ଦେବେ କି?
[20:42] <MKar> :)
[20:42] <subha_> https://or.wikipedia.org/s/onj
[20:42] <hellohappy> English re lekhuthibaru kshama karibe
[20:42] <subha_> ଚଳିବ hellohappy: ଭାଇ
[20:42] <subha_> )
[20:42] <@Ansuman> Sangram: bhai aapananka Username kana ?
[20:43] <Sangram> sangram450
[20:43] <@Ansuman> hellohappy: bhai mun bi lekhuchi.. tike dekha ;)
[20:43] <@Ansuman> dhanyabaad
[20:43] <Aadie> ଆଜି ପୁରା ଜମିଲା... :)
[20:44] <subha_> surath: ଭାଇ, ମୁଁ ଫୋନରେ ଯେଉଁ ବତାଇଥିଲି କି ଓଡ଼ିଶାର ମହାମନିଷୀମାନଙ୍କ ଉପରେ ଗଣ-ସମ୍ପାଦନା ଉପରେ ସେ ଆଲୋଚନା ଚାଲିଛି
[20:44] <subha_> ହଁ Aadie: ଭାଇ :)
[20:45] <surath> ହଁ ସୁଭ
[20:45] == You have been marked as being away
[20:45] <subha_> ମୋଟ କେତୋଟି ପ୍ରସଙ୍ଗ ହେଲେ ଭଲ ହେବ ଭାଇମାନେ?
[20:45] <surath> ନାଁ ଲେଖେଇଦେଲି
[20:47] <subha_> Sangram: ଭାଇ ଆପଣ ବି ନାଁ ଲେଖାଇ କେଉଁ କେଉଁ ପ୍ରସଙ୍ଗରେ ଲେଖିବା ପାଇଁ ଇଚ୍ଛୁକ ତାହା ଲେଖିଦିଅନ୍ତୁ
[20:47] <hellohappy> bhai kete dina chaliba aau kete jana lekhibe, seita jana padile ketori prasanga heba hisaab karineba
[20:47] <subha_> surath: ଭାଇ ଆଗ ପାହୁଣ୍ଡ ପକେଇଦେଲ ଆଉ :)
[20:47] <Aadie> ସମସ୍ତେ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନ ବାଛି, ଦୁଇଟି ଭାଗରେ ତାଲିକା ପ୍ରସ୍ତୁତ କରାଯାଉ. ଉଦାହରଣ (କ) ବିଶିଷ୍ଟ ବ୍ୟକ୍ତିବିଶେଷ ମାନଙ୍କ ପ୍ରସଙ୍ଗ (ଖ) ଇତିହାସ ସମ୍ପର୍କିତ .. ନୂଆ-ପୁରୁଣା ଯାହାର ଇଛା {
[20:48] <hellohappy> aadie : mu ekamata
[20:48] <surath> ଯେତିକି ପ୍ରସଂଗ ମୋଟ ଅଛି ସବୁ ଆଗକୁ ଆସିଲେ ପରସ୍ପର ଭିତରେ ବାଣ୍ଟିନେବା
[20:48] <subha_> @hellohappy: ତମେ କହୁଥିଲ ସପ୍ତାହେ, ବାକି ମାନେ କଣ ସିଦ୍ଧାନ୍ତ ନିଅନ୍ତୁ, ସପ୍ତାହେ କି ମାସେ?
[20:48] <Aadie> ସପ୍ତାହେ
[20:49] <subha_> ମୋର ମତ ପନ୍ଦର ଦିନ :) ହେଲେ ନୂଆ ମାନଙ୍କୁ ଆଣିବାକୁ ଟିକେ ଟାଇମ ବି ଲାଗିବ ନାଁ :)
[20:49] <subha_> ହେଲେ ସମସ୍ତେ ସପ୍ତାହେ କହିଲେ ମୋର ବି ହଁ
[20:49] <Sangram> ଭାଇ ଠିକ୍ ହେଲା କି ନାହିଁ ଦେଖି ଟିକେ କହିବେ କି?
[20:50] <subas> ସପ୍ତାହେ କରି response ଦେଖନ୍ତୁ ଆଗ ।
[20:50] <surath> ମୋ ପାଇଁ ସପ୍ତାହ ଭିତରେ ସାରିବା ଟିକେ କଷ୍ଟକର ହେବ, ତେଣୁ ଅତି କମ୍ ରେ ପନ୍ଦର ଦିନ ହେଲେ ଭଲ ହୁଅନ୍ତା
[20:51] <subha_> Sangram: ହଁ ଭାଇ, ଠିକ । ଆମ ଭିତରୁ ଜଣେ କିଏ ତମ ନାମ ବିଜୁ ପଟ୍ଟନାୟକଙ୍କ ପ୍ରସଙ୍ଗ ତାଲିକାରେ ଯୋଡ଼ିଦେବ
[20:52] <Aadie> ଆଲୋଚନା ପୃଷ୍ଠା ହିସାବରେ ପ୍ରସଙ୍ଗ ତିଆରି କରିବା ନା କିଛି ବଦଳ ହେବ ?
[20:53] <Aadie> ମୋଟ କେତୋଟି ପ୍ରସଙ୍ଗ ?
[20:53] == Sipun [75fbc365@gateway/web/freenode/ip.117.251.195.101] has quit [Quit: Page closed]
[20:54] <hellohappy> samaste 10ti lekha lekhibaku chesta kariba...ta pare jadi adhika lekhi parile bhala katha
[20:54] <subha_> Aadie: ଭାଇ, ଦେଖିଲ ଏବେ ଲିଙ୍କଟି
[20:54] <hellohappy> 7 dina 10ti prasang
[20:54] <surath> ହଁ ୧୦
[20:54] <subha_> ହେଉ ତାହେଲେ
[20:55] <subha_> Aadie: ଭାଇ, ତମ କ ହିବା ଅନୁସାରେ ମୁଁ ଟିକେ ବଦଳାଇ ଦେଇଛି
[20:55] <Sangram> ପ୍ରସଂଗ ର ତାଲିକ କେଉଁଠି ଅଛି?
[20:55] <hellohappy> jaha kar bhaina kahuthile, adhara miliba kasta
[20:55] <subha_> Sangram: ଭାଇ, ସେ ପୃଷ୍ଠାଟିକୁ ରିଫ୍ରେସ କରି ଦେଖ
[20:55] <hellohappy> epariki tathya miliba bi kasta
[20:56] <surath> କିନ୍ତୁ ୭ଦିନ ଭିତରେ ....ଟିକେ କାଠିକର ପାଠ, କିଏ କେଉଁଟା ଲେଖିବ ସେଇଟା କେହି ଜଣେ ସ୍ଥିର କରିଦିଅ
[20:56] <subha_> +ସୁବାସ ସାର କହୁଥିଲେ, ଆଧାର ପାଇଁ ଗୋଟେ ତାଲିକା କଲେ ସୁବିଧା ହୁଅନ୍ତା
[20:56] <Aadie> @subha_ bhai ଚଳିବ
[20:56] <Sangram> ଧନ୍ୟବାଦ ଭାଇ
[20:57] <subha_> surath: ଭାଇ, ନିଜ ନିଜ ନାମ ପ୍ରସଙ୍ଗ ସହିତ ଯୋଡ଼ିଦେଲେ ସୁବିଧା ହବ
[20:57] <surath> ପ୍ରସଂଗତ ଗାଏ ମୋଟ ତିନୋଟି ଦିଶୁଛି
[20:57] <subha_> ଗୋଟେ ବିଭାଗ ଅଛି ପ୍ରସଙ୍ଗ ପାଇଁ
[20:57] <subha_> ହଁ, କର ଭାଇ ସେଥିରେ ଯୋଡ଼ିବେ ପରା ବାକି :)
[20:58] <surath> ହଁ ତାହେଲେ ସେଇ ଫର୍ଦର ଠିକଣାଟା ପରେ ସମସ୍ତଙ୍କୁ ଜଣାଇ ଦେଲେ ହେଲା
[20:58] <subha_> ଆଉ ଇତିହାସ ସମ୍ବନ୍ଧରେ Aadie: ଭାଇ ଯୋଡ଼ିବ ତ?
[20:58] <Sangram> ଗୋଟିଏ ପ୍ରସଂଗ ରେ ଏକ ରୁ ଅଧିକ ମେମବର୍ ଲେଖି ପାରିବେ କି?
[20:58] <subha_> ହଁ ଭା ଇ
[20:59] <surath> ଏକାଧିକ ସଭ୍ୟ ଲେଖିବାରେ କିଛି ଅଡ଼ୁଆ ନାହିଁ, ଯଦି ତାଙ୍କ କାମ ଆଗରୁ ସରିଲା
[20:59] <MKar> ନିଶ୍ଚିତ ଲେଖିପାରିବେ
[20:59] <Aadie> ହଁ @shubha_ bhai
[20:59] <hellohappy> aama juba gosti diptiman,gyan,shailesh,shitikantha nahanti ki ?
[20:59] <subha_> ମୁଁ ଯେମିତି ତୁମ ନାମ ଯୋଡ଼ିଛି ସେମିତି ଯୋଡ଼ିପାରିବ (ସରି ତମେ କହିଦେଲି, ଚଳିବ ତ?)
[20:59] <subha_> Sangram: ଭାଇ
[21:00] <Aadie> ମୃତ୍ୟୁଞ୍ଜୟ ଭାଇଙ୍କୁ ସାହାର୍ଯ୍ୟ କରି ପାରିବେ ଅନ୍ୟମାନେ.. ନୂଆ ପ୍ରସଙ୍ଗର ନାମ ମଧ୍ୟ ତାଲିକାରେ ରଖି ପାରିବା , ଯାହା ବର୍ତ୍ତମାନ ନାହିଁ... ନା କଣ କହୁଛ ଭାଇ ମାନେ ?
[21:01] <Sangram> ହିଁ ତମେ କୁହନ୍ତୁ ଚଳିବ :)
[21:02] <surath> ନୂଆ ପ୍ରସଂଗ ରଖାଯିବ ନା ବର୍ତ୍ତମାନର ପ୍ରସଂଗକୁ ସୁଧାର କରାଯିବ
[21:02] <subha_> ଦୀପ୍ତିଭାଇ - ଫିଲିମି, ଜ୍ଞାନ ଭାଇ - ଫୋନ ଉଠଉନାହାଁନ୍ତି, ଶୈଳେଶ - ଖାଲି ଫେସବୁକରେ ମୋବାଇଲରୁ ହାଏ କହୁଛି, ଶିତି ଗାଁରେ ଅଛି, ନେଟୱାର୍କ ଅସୁଇଧା
[21:03] <MKar> ମୋ ମତରେ ନୂଆ ପ୍ରସଙ୍ଗ ମଧ୍ୟ ତିଆରି କରାଯିବା ଉଚିତ ।
[21:03] <subha_> Sangram: ଭାଇ, ତାହେଲେ ମୋତେ ବି ତମେ କୁହ, ମୋର ଦଉଡ଼ିବ
[21:03] <subha_> ହଁ କିନ୍ତୁ ଆଗେ ତାଲିକା ତିଆରି ହେଲେ ଭଲ
[21:04] <subha_> ଆଉ କେଉଁ କେଉଁ ପ୍ରସଙ୍ଗ ଜରୁରୀ ତାହା ବି ସେଥିରେ ରଖିଲେ ଜାଣିହେବ କଣ କଣ ନାହିଁ ଆଉ ତିଆରି ହେବା ଉଚିତ MKar: ଭାଇ
[21:04] <Sangram> ଆଛା ଭାଇ ତା ହେଲେ ଦଉଡ (:
[21:04] <subha_> ହା ହା ହଁ
[21:05] <Sangram> ବର୍ତମାନ ୩ ଟି ପ୍ରସଂଗ ଦେଖା ଯାଉଛି ବାକି କାହିଁ?
[21:05] == Dsasanka [704f2735@gateway/web/freenode/ip.112.79.39.53] has quit [Quit: Page closed]
[21:05] <subha_> ହଁ ଭାଇ, ସେ ତାଲିକାରେ ଆଉ ଯୋଡ଼ାଯିବ ଶୀଘ୍ର
[21:06] <MKar> ଆସନ୍ତା କାଲି ସକାଳ ସୁଦ୍ଧା ତାଲିକାଟିରେ ଅନ୍ୟ ପ୍ରସଙ୍ଗ ନାମ ଯୋଡିବାକୁ ଚେଷ୍ଟା କରିବି ।
[21:06] <subha_> ଭାଇମାନେ, ଗଣ-ସମ୍ପାଦନା ବାବଦରେ ଆଉ କିଛି ଆଲୋଚନା କରିବା ନାଁ "ଉଇକି ଟୁଙ୍ଗି" ଆଡ଼କୁ ମୁହାଁଇବା?
[21:07] <Aadie> ସମସ୍ତେ ଟିକେ ଭାବିକି କୁହନ୍ତୁ ଗୋଟିଏ ତାଲିକା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ହେଲେ ଅନ୍ୟଟି କଣ ରଖିଲେ ନୂଆ ମାନେ ଆଗଭର ହେବେ, ଅତ୍ୟନ୍ତ ୧୦ ଦିନରେ ୫୦ଟି ମୁଣ୍ଡିଆ ପ୍ରସଙ୍ଗ ଲେଖିବେ.. (୧) ପୂର୍ବ à
[21:07] <subha_> @MKar: (y)
[21:07] <Sangram> ବିଜୁ ପଟ୍ଟନାୟକ ପ୍ରସଂଗ ରେ କିଂତୁ ବୋହୁତ୍ କମ୍ ତଥ୍ୟ ଅଛି ବୋହୁତ ସୁଧାର ଦରକାର
[21:08] <subha_> ଆଉ ସେ ଦାୟୀତ୍ୱ ହେଲା ଆମ Sangram: ଭାଇଙ୍କର
[21:09] <subha_> ଆଉ Sangram: ଭାଇ ଆମ ସହ ଫେସବୁକରେ ବି ଯୋଡ଼ିହେବେ: http://fb.com/groups/OdiaWiki
[21:09] <Sangram> ମୁ ପୁରା ଚେଷ୍ଟା କରିବି ସୁଭ ଭାଇ :)
[21:09] <subha_> :)
[21:09] <Sangram> ନିସ୍ଚିନ୍ତ :)
[21:09] <MKar> :)
[21:09] <hellohappy> nua prasang bi rahu
[21:09] <subha_> ଆଉ ଅସୁବିଧା ହେଲେ http://or.wikipedia.org/wiki/WP:VP ରେ "ଲଗ ଇନ" କରି ପଚାରିବେ
[21:11] <subha_> ହଁ, କିନ୍ତୁ ବେଶୀ ପୁରୁଣା ପ୍ରସଙ୍ଗର ମାନ ଉନ୍ନତ କରିବା ହେବ ନାଁ ବେଶୀ ନୂଆ ପ୍ରସଙ୍ଗ ତିଆରି ହେବ ତା MKar: ଭାଇ ଆଉ Aadie: ଭାଇ ତାଲିକା ତିଆରି କଲାପରେ ଜଣାପଡ଼ିଯିବ
[21:11] <Sangram> ଭାଇ ମୁ ସେଠି ଅଲରେଡି ଅଛି :)
[21:11] <MKar> କିମ୍ବା ଫେସବୁକରେ ମଧ୍ୟ ପଚାରିପାରିବେ: http://fb.com/groups/OdiaWiki
[21:11] <subha_> Sangram: ଭାଇ, ହଁ ତାହେଲେ ତ ଭଲ
[21:12] <hellohappy> kar bhaina,suratha bhai,subas sir tathya kouthu miliba tike alokapata karibe
[21:12] <Sangram> ପୁରୁଣା ବଛା ବଛା ପ୍ରସଂଗ ସହିତ ନୁଆ କଲେ ଭଲ
[21:13] <surath> ସେଇକଥା କହିବି କହିବି ହେଉଥିଲି, ଯେଉଁମାନେ (ବିଶେଷ କରି ଓଡ଼ିଶା ଭିତରେ) କୌଣସି ପାଠାଗାରର ସମ୍ପରର୍କରେ ଅଛନ୍ତି, ସେମାନେ ସହଜରେ ପାଇ ପାରିବେ, ଅନ୍ୟମାନଙ୍କ ପାଇଁ ଗୁଗୁଲ
[21:14] <Sangram> ଓଡିଆ ଈବୁକ୍ କୋଉଠି ମିଳି ପାରିବ?
[21:14] <surath> ତଥ୍ୟତ ଅନେକ ପୁରୁଣା ବହିରୁ ବି ମିଳି ପାରିବ, କିନ୍ତୁ ତାର କିଛଇ ISBN ନମ୍ବର ନଥିବ, ବା ସେ ବହି ସେତେ ସୁଲଭ ହେଇ ନ ଥିବ
[21:14] <hellohappy> odisha review online achhi ki ?
[21:15] <Sangram> ନା
[21:15] <subha_> Sangram: ଭାଇ http://oaob.nitrkl.ac.in/view/title/ ରୁ କିଛି ମିଳିପାରିବ
[21:16] <Sangram> ଧନ୍ୟବାଦ ଭାଇ
[21:16] <surath> ହଁ ଉତ୍କଳ ପ୍ରସଂଗ ଅନଲାଇନରେ ଅଛି, ହେଲେ ଓଡ଼ିଶା ସରକାର ଶ୍ରୀଲିପିରେ ଲେଖି ତାକୁ ପିଡିଏଫ କରୁଥିବାରୁ ଅଧିକାଂଶ ସଂଖ୍ୟା ଠିକ୍ ରେ ପଢ଼ି ହେଉନାହିଁ
[21:16] <MKar> ଅଛି, ଉଭୟ ଉତ୍କଳ ପ୍ରସଙ୍ଗ୍ ଓ ଓଡ଼ିଶା ରିଭ୍ୟୁ ଅନଲାଇନରେ ଉପଲବ୍ଧ
[21:17] <hellohappy> haan eita bhala kama re aasiba http://orissa.gov.in/e-magazine/Orissareview/orissareview.htm
[21:17] <subha_> ଓଡ଼ିଶା ରିଭୁ: http://orissa.gov.in/e-magazine/Orissareview/orissareview.htm
[21:17] <subha_> କ୍ରସ ହେଉଗଲା :)
[21:17] == Sipun_ [75fbc365@gateway/web/freenode/ip.117.251.195.101] has joined #wikipedia-or
[21:17] <subha_> ଉତ୍କଳ ପ୍ରସଙ୍ଗ: http://orissa.gov.in/e-magazine/utkalprasanga/utkalprasanga.htm
[21:18] <subha_> surath: ଭାଇ, ଆକ୍ରୁତିରେ ହେଲେ ବି ପଢ଼ିହେଉଛି ଯେହେତୁ ତଥ୍ୟ ପାଇଁ କାମରେ ଆସିବ
[21:18] <hellohappy> haan
[21:19] <surath> ଶ୍ରୀଲିପିରେ ହେଇଛି, ଆକୃତିରେ ନୁହେଁ ଆଉ ସବୁଯାକ ସଂଖ୍ୟା ପଢ଼ି ହେଉନି
[21:19] <subha_> ଓ ହ
[21:19] == You are no longer marked as being away
[21:19] <MKar> କ୍ଷମା ଚାହିଁବି, ମତେ ଏବେ ଅନିଚ୍ଛା ସତ୍ତ୍ଵେ ଯିବାକୁ ପଡ଼ିବ...
[21:20] <subha_> ଦିଟା କନଭର୍ଟର ଅଛି, ସେଥିରେ କରି ଦେଖିଲେ ହେବ ଇଉନିକୋଡ଼ରେ କନଭର୍ଟ ହେଉଛି କି ନାହିଁ
[21:20] <surath> http://orissa.gov.in/e-magazine/utkalprasanga/2014/Jan/janoriya.htm ଏଇଟାକୁ ଖୋଲି ଦେଖତ ତମ କଂପ୍ୟୁଟରରେ ପଢ଼ି ପାରୁଛ?
[21:20] <subha_> MKar: ଭାଇ ଖାଲି କହିଦେଇ ଯାଅ କି ଟୁଙ୍ଗିର ପ୍ରତିଷ୍ଠା ହେଉଛି କି ନାହିଁ
[21:20] <Aadie> ଫେସବୁକରେ ୧୦ ଦିନ ଆଗରୁ ପ୍ରଚାର ପ୍ରସାର କାମ କିଏ କରିବେ ... ଟିକେ ଯୋର ସୋର ରେ ପ୍ରଚାର ଦରକାର..
[21:20] <surath> କନଭର୍ଟର ୧୦୦ ପ୍ରତିଶତ କାମ କରିବ ସେତେବେଳେ ଯେତେବେଳେ ତମ ପିସିରେ ଶ୍ରୀଲିପିର ଫଣ୍ଟ ଥିବ
[21:21] <subha_> surath: ଭାଇ ନାଁ ଆସୁନି
[21:21] <surath> ଆସୁନାହିଁ ପରା ମୁଁ ଅନେକ ପ୍ରକାର ଚେଷ୍ଟା କରିଛି
[21:22] <subha_> ହେଲେ ଗୋଟେ ବାଟ ଅଛି: AkrutiOriSarala99 to Unicode Converter: https://bitbucket.org/rebati/rebati/downloads/Rebati%20Converter%202%20%28AkrutiOriSarala99%20to%20Unicode%29.htm
[21:22] <surath> ଆଉ ଶ୍ରୀଲିପି କନଭର୍ଟର ବୋଧହୁଏ ନାହିଁ
[21:22] <Sangram> ମୋର ତ ସବୁ ଲିପି ଠିକ ଆସୁଛି
[21:22] <surath> ସଂଗ୍ରାମ, ଏଇ ମୁଁ ଦେଇଥିବା ପୃଷ୍ଠା ବି ଠିକ୍ ଆସୁଛିଯ
[21:23] <subha_> OR-TTSarala to Unicode Converter: https://bitbucket.org/rebati/rebati/downloads/Rebati%20Converter%201%20%28OR-TTSarala%20to%20Unicode%29.html
[21:23] <subha_> ଶ୍ରୀଲିପି କଥା କ ହିପାରୁନି surath: ଭାଇ
[21:24] <Sangram> ହିଁ
[21:24] <surath> ଦିଟା ଯାକ କନଭର୍ଟର ଯଥାକ୍ରମେ ଆକୃତି ଓ ସିଡାକ ପାଇଁ ଶ୍ରୀଲିପି ପାଇଁ ନାହିଁ
[21:24] <subha_> ଆଛା ଭାଇମାନେ, ଏବେ ଟୁଙ୍ଗିର ପ୍ରତିଷ୍ଠା କଥା ଆଲୋଚନା କରିବା?
[21:24] == MKar [73fd9af3@gateway/web/freenode/ip.115.253.154.243] has quit [Ping timeout: 240 seconds]
[21:24] <surath> ସଂଗ୍ରାମ ତାହେଲେ ତମ ପିସିରେ ଶ୍ରୀଲିପିର ଫଣ୍
[21:24] <surath> ଫଣ୍ଟ ରହିଛି
[21:25] <surath> ହଁ ଉଇକି ଟୁଙ୍ଗି କଥା ଆଲୋଚନା କରାଯାଉ
[21:25] <Sangram> ହିଁ ସମୟ ସରିଆସିଲାଣି
[21:27] <subha_> @Subas: ସା @Ansuman, @Aadie ଭାଇ @hellohappy ଭାଇ Sipun_ ଅଛନ୍ତି ସମସ୍ତେ>
[21:27] <subha_> ?
[21:27] <Sipun_> ହଁ ମୁଁ ଅଛି
[21:27] <hellohappy> ta hele 7 dina 15 jana sampadaka hele 150ti bhala prasanga heijiba
[21:27] <surath> ହଁ
[21:28] <subha_> hellohappy: ହଁ ଭାଇ (Y)
[21:28] <Aadie> ମୁଁ ଅଛି
[21:28] <subha_> ଆଛା ତାହେଲେ ଟୁଙ୍ଗିର ପ୍ରତିଷ୍ଠା ଭୁବନେଶ୍ୱର ଆଉ ନାଲକୋନଗରରେ ହେବ ତ ଜୁନ ୩ ତାରିଖରେ?
[21:29] <subha_> @Subas: ସାର ଅଛନ୍ତି ତ?
[21:29] <subas> 15x 7 =105 ହେବ
[21:29] <subas> ଅଛି ।
[21:29] <Aadie> ଟୁଙ୍ଗି କଥା ଶିଘ୍ର ଆଲୋଚନା କଲେ ଭଲ, ଆଉ ସମୟ ନାହିଁ
[21:30] <subha_> subas: ସାର, Sipun_: ଭାଇ ଆପଣ ମାନେ ସେଦିନ ତାହେଲେ ଭେଟାଭେଟି ହେଇ ଟୁଙ୍ଗିର ଶୁଭ ଉଦଘାଟନ କରନ୍ତୁ
[21:30] <Aadie> ଜୁନ ୩ ରେ ଦୁଇ ଟୁଙ୍ଗିର ଶୁଭାରମ୍ଭ ହେବ ତ .. ?
[21:30] <subha_> IIMC ପିଲା ବି କିଛି ଆସିବେ
[21:30] <subas> ଭଲ ହେବ
[21:31] <subha_> ହେଲା ତାହେଲେ :) ଛେନାପୋଡ଼ କଟାହେଉ ସାର
[21:31] <Sipun_> ମୁଁ ରହିପାରିବି ନାହିଁ... ଜ୍ଞାନ ଭାଇ ଯଦି ଭୁବନେଶ୍ଵରରେ ଥିବେ ଯୋଗ ଦେଲେ ଭଲ ହେବ । ମୁଁ ଯଦି ଥିବି ତା'ହେଲେ ନିଶ୍ଚୟ ଯୋଗ ଦେବି ।
[21:31] == Aadie [6a4c486e@gateway/web/freenode/ip.106.76.72.110] has left #wikipedia-or []
[21:31] <subha_> ଆଉ ସପ୍ତାହେ ରହିଲା, ଶୀଘ୍ର ଗୋଟେ ଅଟକଳ କରି ପଠାଇ ଦିଅନ୍ତୁ
[21:31] <subha_> ହେଉ
[21:31] <subas> ବର୍ଷରେ ଦୁଇ ଥର ଜନ୍ମ ଦିନ ?
[21:32] <surath> ମୁଁ ଏବେ ବିଦାୟ ନେଉଛି ଭାଇମାନେ, ଜୁହାର
[21:32] == surath [75c306bf@gateway/web/freenode/ip.117.195.6.191] has quit [Quit: Page closed]
[21:32] <subha_> subas: ସାର, ନାଁ ଟୁଙ୍ଗିର ଉଦଘାଟନ ପରା
[21:32] <subas> ବିଦାୟ
[21:32] <subha_> ଏକା ଦିନରେ
[21:32] == Sangram [75f552db@gateway/web/freenode/ip.117.245.82.219] has quit [Ping timeout: 240 seconds]
[21:32] <subha_> surath: ଭାଇ ମେଲାଣି, ପୁଣେରେ ଭେଟା ଭେଟି ହେବା
[21:33] == subas [1b30c996@gateway/web/freenode/ip.27.48.201.150] has quit [Quit: Page closed]
[21:33] <subha_> କଣ ସମସ୍ତେ ଅଫଲାଇନ?
[21:33] <subha_> :(
[21:33] <Sipun_> :(
[21:34] <Sipun_> ଭୋଳ ହେଲାଣି ବୋଧେ :)
[21:34] <Sipun_> * ଭୋକ
[21:34] <subha_> ଆଛା ପ୍ରିତି ଭାଇ ଅଛ ତ?
[21:35] <subha_> ଆମେ ତିନି ଖାଲି ଅଛେ ବୋଧେ, ଅଂଶୁମାନ ବି କିଛି ଉଁ ଚୁଁ କରୁନି, ଅଫଲାଇନ ହେଇଯାଇଛି ଜଣାପଡ଼ୁଛି
[21:35] == Sangram [75f552db@gateway/web/freenode/ip.117.245.82.219] has joined #wikipedia-or
[21:35] <subha_> ଭାଇମାନେ, ଆଉ ୩-୪ ମିନିଟ ପାଇଁ ରହିପାରିଲେ କ ଥାଟେ କହନ୍ତି
[21:36] <subha_> ସଂଗ୍ରାମ ଭାଇ ଆସିଗଲେ :)
[21:36] <@Ansuman> han achi, baharaku jaithili, aasi aalochana padhuthili..
[21:36] <Sipun_> କୁହନ୍ତୁ.... ଯେଉଁ ମାନେ ନାହାନ୍ତି ଷ୍ଟଟସ ଦେଖି ମତ ଦେବେ
[21:36] <Sangram> ଦୁଖିତ ଭାଇ ନେଟ୍ କଟି ଯାଇଥିଲା
[21:37] <subha_> ହେଉ, ସେଦିନ ଗୋଟେ କ୍ୟାମ୍ପେନ ଲଞ୍ଚ କରିବା?
[21:37] <subha_> ସାଇଟ ନୋଟିସ ହେଇକି ଆସିବ ଆଉ https://or.wikipedia.org/wiki/User:Psubhashish/Chatasabha ପୃଷ୍ଟାକୁ ନେଇଯିବ
[21:37] <Sipun_> ଅଂଶୁମାନ ଭାଇ ତୁମେ କଣ ଚ୍ୟାନେଲ ଅପରେଟର ?
[21:37] <@Ansuman> hun :)
[21:37] <subha_> ହଁ ବୋଧେ
[21:37] <subha_> ଇଏ ଅଛିରେ ଲୁଚିକି :)
[21:38] <hellohappy> achhi
[21:38] <subha_> ସଂଗ୍ରାମ ଭାଇ, ଜୁନ ୩ ରେ ଭୁବନେଶ୍ୱରରେ ଥିବ କି?
[21:38] <@Ansuman> Subha nua Chatasabhare ketoti page total ?
[21:38] <@Ansuman> ebe jaun CS achi taku replace karibar plan ta ?
[21:38] <Sipun_> ସାଇଟ ନୋଟିସ ବହୁତ ବଡ ନହେଲେ ଭଲ
[21:38] <subha_> ନାଁ ନାଁ ନୂଆ ନୁହେଁ, ଏଇଟା ସେଇ ପୁରୁଣାରେ ହିଁ ରହିବ
[21:39] <Sangram> ନା ଭାଇ ବର୍ତମାନ ମୁ କଲିକତାରେ :(
[21:39] <Sipun_> କଲିକତାରେ ପ୍ରୀତି ଭାଇ ଅଛନ୍ତି
[21:39] <@Ansuman> achha bujhili
[21:40] <subha_> ଜୁନ ୩ ରେ ଭେଟା ଭେଟି ହେଇ ମିଠା ଖାଆନ୍ତୁ ଦୁହେଁ ଭାଇ ତାହେଲେ
[21:40] <@Ansuman> puruna page ku delete kari e page ku move karibuni, update karidebu WP:CS ku..
[21:40] <subha_> Sipun_: ଭାଇ ଏତିକି ବଡ଼ ହେଲେ ଚଳିବ? https://or.wikipedia.org/wiki/User:Psubhashish/Campaign
[21:40] <subha_> ନାଁ ନାଁ ଅପଡେଟ କରିବି
[21:41] <subha_> @Ansuman: ହଁ
[21:42] <Sangram> ଏହାର ପ୍ରଚାର କିପରି ହେବ?
[21:42] <Sipun_> ପୁରୁଣା ସାଇଟ ନୋଟିସ କାଟି ଏହାକୁ ଯୋଡିବେ ?
[21:42] <subha_> ଯିଏ ଯିଏ ନୁଆ ସଭ୍ୟ ଖାତା ତିଆରି କରିବେ ତାଙ୍କ ଆଲୋଚନା ପୃଷ୍ଠାରେ ବଟ ବ୍ୟବହାର କରି ଚାଟସଭାକୁ ବାଟ କଢ଼େଇଦବାକି?
[21:42] <subha_> Sipun_: ହଁ, ଆଉ କିଛି ଜରୁରୀ ଲିଙ୍କ ସହିତ
[21:43] <subha_> Sangram: ଭାଇ, ଆମ ଉଇକିପିଡ଼ିଆର ସବୁଠୁ ଉପରେ ଯେଉଁ ଘୋଷଣା ଅଛି ତା ବଦଳରେ ଏଇଟା ରହିବ: https://or.wikipedia.org/wiki/User:Psubhashish/Campaign
[21:43] <subha_> ଆଉ ଫେସବୁକ ଆଦିରେ ପ୍ରଚାର କରିବା ଆମେ ସମସ୍ତେ ମିଶିକି
[21:44] <Sipun_> ବୁଝି ହେଲାନି ଶୁଭ ଭାଇ .... କଣ ରିଡାଇରେକ୍ଟ କରିବା କଥା କହୁଛନ୍ତି ?
[21:44] <Sangram> ହଉ :)
[21:45] <subha_> <Sipun_: ଭାଇ, ସାଇଟ ନୋଟିସରେ ଏଇଟା ରହିବ: https://or.wikipedia.org/wiki/User:Psubhashish/Campaign
[21:45] <hellohappy> sangram bhai'nka pain : eita mo profile https://www.facebook.com/pritiranjan.tripathy
[21:45] <subha_> ଜଣେ ଏଥିରେ କ୍ଲିକ କଲେ ନୂଆ ଚାଟସଭାକୁ ଯିବ
[21:46] <subha_> ସେଠି ଶିଖିଲା ପରେ ଗୋଟେ ପ୍ରସଙ୍ଗ ବାଛି ସମ୍ପାଦନା କରିବ
[21:47] <subha_> ଆଉ ଯଦି କିଛି ଅସବୁଧା ହେଲା ପ୍ରଶ୍ନଟେ ପଚାରିବ
[21:47] <Sangram> ହିଁ ଭାଇ ଦେଖିଲି (:
[21:47] <subha_> Sipun_: ଭାଇ ଏବେ ବୁଝିଲ, ନାଁ ଆଉ ଅଡ଼ୁଆ କିଛି ରହିଲା?
[21:48] <@Ansuman> achha ebe jeun CS achhi sethire thiba sabu bisaya nua re cover karichu ta ??
[21:48] == Sipun_ [75fbc365@gateway/web/freenode/ip.117.251.195.101] has quit [Ping timeout: 240 seconds]
[21:48] <@Ansuman> subha_ kemiti kana kariba pain chanhunchu, detail re VP re lekhibu aage..
[21:48] <subha_> @Ansuman: ହଁ, ସେଥିରେ ଯେ ପ୍ରଥମେ ଆସୁଛି ପ୍ରଶ୍ନ ତା ବଦଳରେ ପ୍ରଥମେ ଏଇ ନୂଆ ଚାଟସଭାର ଶିକ୍ଷଣ ଆସିବ
[21:49] <subha_> ମୁଁ ଗୋଟେ ଭିଡ଼ିଓ କରିଦେବି :)
[21:51] == sipun1 [75fbc365@gateway/web/freenode/ip.117.251.195.101] has joined #wikipedia-or
[21:52] == adyavarshapriyad [1b30c18a@gateway/web/freenode/ip.27.48.193.138] has joined #wikipedia-or
[21:52] == subha__ [31cb3414@gateway/web/freenode/ip.49.203.52.20] has joined #wikipedia-or
[21:52] <sipun1> ଅଦ୍ୟ ଭାଇ ସ୍ଵାଗତ
[21:53] <subha__> ଆଦ୍ୟା ଭାଇ ନୁହଁ :)
[21:53] == subha_ [1b6b1c80@gateway/web/freenode/ip.27.107.28.128] has quit [Ping timeout: 240 seconds]
[21:53] <subha__> ଆଇ ଆଇ ଏମ ସି ର
[21:53] <sipun1> ଶୁଭ ଭାଇ ତୁମ ପାଖରେ ପୁରା ଆଲୋଚନାର ଲଗ ଅଛି ତ ?
[21:53] <sipun1> :P
[21:54] <subha__> ମୁଁ ଯେତିକି ଥିଲା ସାଇତିଛି, ଆଉ କିଛି ନାହିଁ
[21:54] <sipun1> ଅଂଶୁମାନ ଭାଇ ମୂଳରୁ ଅଛନ୍ତି... ତାଙ୍କ ପାଖରେ ଥିବ
[21:55] <subha__> @adyavarshapriyad: ଆମେ ମାନେ ଜୁନ ୩ ତାରିଖରେ ଭୁବନେଶ୍ୱରରେ ଗୋଟିଏ "ଉଇକି-ଟୁଙ୍ଗି" ପ୍ରତିଷ୍ଠା କରିବାର ଯୋଜନା କରିଛୁ, ତମେ ଆସିପାରିବ?
[21:55] <Sangram> ଅଚ୍ଛା ପ୍ରସଂଗ ଉପରେ ଲେଖିବା କେବେ ଠାରୁ ଆରମ୍ଭ କରିବି?
[21:56] <sipun1> ଭାଇ ବର୍ତ୍ତମାନ ଠୁଁ କରିପାରିବେ.... ସେମିତି କିଛି ବାଧ୍ୟ ବଧକତା ନାହିଁ
[21:56] <subha__> Sangram: ଭାଇ ସମୟ ମିଳିଲା ମାତ୍ରକେ :)
[21:57] <Sangram> ଧନ୍ୟବାଦ ଭାଇମାନେ (;
[21:58] <subha__> ଆଛା ନିରବତା ଭଙ୍ଗ କର ଭାଇମାନେ :)
[22:00] <subha__> ଆଉ କଲିକତାରେ ପ୍ରିତି ଭାଇ ଓ ସଂଗ୍ରାମ ଭାଇ ଭେଟୁଛନ୍ତି ତ?
[22:00] <hellohappy> fb re bheti sariluni
[22:01] <hellohappy> hau bhaimane au kichhi katha achhi na sabha bhangiba ?
[22:01] == Sangram [75f552db@gateway/web/freenode/ip.117.245.82.219] has quit [Ping timeout: 240 seconds]
[22:01] <sipun1> ଡେରି ହେଲାଣି ଲଗ ସାଇତା ଯାଉ
[22:02] <subha__> ହଉ ତାହେଲେ ସଭିଙ୍କୁ ମେଲାଣି :)
[22:02] <subha__> ବାକି କଥା ଆଲୋଚନା ସଭାରେ
[22:02] <sipun1> ଶୁଭରାତ୍ରି :)
[22:02] <hellohappy> ଶୁଭରାତ୍ରି
[22:02] <sipun1> ହୁଁ :)
[22:02] <@Ansuman> ଶୁଭରାତ୍ରି
[22:02] <subha__> ଲଗ କିଏ ସାଇତିବେ ବାକି?
[22:03] <subha__> @Ansuman: ଟିକେ ଦେଖିକି ରଖିଦେ ଆଉ ଯାହା ନ ଅଛି
[22:03] <@Ansuman> mun chesta karuchi tu tha
[22:03] <subha__> ଜୟ ଜଗନ୍ନାଥ :)