ଉଇକିପିଡ଼ିଆ:ସ୍ୱୟଂଚାଳକ ସାଧିତ ପ୍ରକଳ୍ପମାନ

ଉଇକିପିଡ଼ିଆ‌ରୁ
(ଉଇକିପିଡ଼ିଆ:Botରୁ ଲେଉଟି ଆସିଛି)

ସ୍ୱୟଂଚାଳକ ବା ବଟ (Bots) ଉଇକିପିଡ଼ିଆରେ ବିଭିନ୍ନ ରକ୍ଷଣାବେକ୍ଷଣା କାମ ମାନ କରିବା ପାଇଁ ବ୍ୟବହାର କରାଯାଉଥିବା ଏକ କମ୍ପ୍ୟୁଟର ପ୍ରୋଗ୍ରାମ । ଏହାକୁ ବ୍ୟବହାର କରି ଏକ ସଙ୍ଗରେ ଅନେକ କାମ (ଯେମିତି ଅନେକ ପ୍ରସଙ୍ଗରେ ଥିବା କିଛି ବନାନ ଭୁଲର ସୁଧାର) କରାଯାଇପାରେ ଯାହା ଉଇକିପିଡ଼ିଆ:ଉଇକିଆଳିମାନଙ୍କର କାମ ଭାର ଲାଘବ କରିଥାଏ । ଅଭିଜ୍ଞ କିଛି ଉଇକିଆଳି ଏହି ଭଳି ସ୍ୱୟଂଚାଳକମାନ ଚଳାଇଥାନ୍ତି । ଏହି ପ୍ରକଳ୍ପ ପୃଷ୍ଠାଟି ଓଡ଼ିଆ ଉଇକିପିଡ଼ିଆରେ ଏହି ସ୍ୱୟଂଚାଳକମାନଙ୍କ ଦେଇ କରାଯାଉଥିବା ବିଭିନ୍ନ କାମର ଘୋଷଣା, ସାଂଖିକ ବିବରଣୀ, ଆଗାମୀ ଯୋଜନାମାନ ଲିପିବଦ୍ଧ କରିବା ପାଇଁ ଉଦ୍ଦିଷ୍ଟ । ଏଥି ସମ୍ବନ୍ଧିତ ଆଲୋଚନା ପଢ଼ିବା ଓ ସେଥିରେ ଭାଗନେବା ପାଇଁ ଏହି ପୃଷ୍ଠାରଆଲୋଚନା ପୃଷ୍ଠାକୁ ଯାଆନ୍ତୁ ।

ସକ୍ରିୟ ସ୍ୱୟଂଚାଳକମାନଙ୍କର ତାଲିକା[ସମ୍ପାଦନା]

ସ୍ୱୟଂଚାଳକ ଏହାକୁ ଚଳାଉଥିବା ଉଇକିଆଳି
ShitiBot ଶିତିକଣ୍ଠ ଦାଶ
PsubhashishBot ସୁଭାସିସ

ଆଗାମୀ ଯୋଜନା[ସମ୍ପାଦନା]

ShitiBot[ସମ୍ପାଦନା]

ବିଷୟ/ଶ୍ରେଣୀ ମୁଖ୍ୟ କାମ ବିଷୟ/ଶ୍ରେଣୀ ମୁଖ୍ୟ କାମ
ଡାଇନୋସର
  • taxobox ଯୋଗ ।
  • ଖାଦ୍ୟ ବାବଦରେ ତଥ୍ୟ ଯୋଗ ।
  • ଓଡ଼ିଆରେ ନାମକରଣ
ତାରିଖ
  • ଜୁନ
  • ଜୁଲାଇ
  • ଅଗଷ୍ଟ
  • ସେପ୍ଟେମ୍ବର
  • ଅକ୍ଟୋବର
  • ନଭେମ୍ବର
  • ଡିସେମ୍ବର
ବର୍ଷ
  • ଆଗରୁ ତିଆରି EukeshBot ଦ୍ଵାରା ତିଆରି ଲେଖାରେ ବନାନ ଗତ ତୃଟି ସୁଧାର ।
ବର୍ଷ
  • ସବୁ ଲେଖାରେ ନାଭିଗେସନ ଛାଞ୍ଚ ଯୋଗ ।
  • ଖୃଷ୍ଟପୂର୍ବ ଲେଖା ତିଆରି ।
  • ବଟ ଯୋଗେ ଜନ୍ମ, ମୃତ୍ୟୁ ଯୋଗ କରିବା ପାଇଁ ଚେଷ୍ଟା ।
  • ଜନ୍ମ ମୃତ୍ୟୁ ଶ୍ରେଣୀ ତିଆରି ।
ଜୀବନୀ
  • ନୋବେଲ ବିଜେତା
  • ପଦାର୍ଥ ବିଜ୍ଞାନୀଙ୍କ ଜୀବନୀ (ଇଂରାଜୀ ଉଇକିରୁ ଇନଫୋବାକ୍ସ କପି ଓ ବାକ୍ୟ ଗଠନ)
ଅନ୍ୟନ୍ୟ
  • ଅନ୍ୟ ଦେଶର ସହର, ରାଜ୍ୟ, ଜିଲ୍ଲା ।
  • ବୃହତ ଅଟ୍ଟାଳିକା ।
  • ବିଭିନ୍ନ ଛାୟାପଥ, ନେବୁଲା, ଗ୍ରହ, ତାରା (ମହାକାଶ ବିଜ୍ଞାନ ସମ୍ପର୍କିତ ଲେଖା)

PsubhashishBot[ସମ୍ପାଦନା]

ବିଷୟ/ଶ୍ରେଣୀ ମୁଖ୍ୟ କାମ
ବନାନ ସଂଶୋଧନ

ଆଲୋଚନା ଓ ଉଇକିଆଳିଙ୍କ ମତାମତକୁ ଭିତ୍ତିକରି ଏହି ବଟକୁ ଅନୁମତି ମିଳିଯାଇଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ମୁଁ ଏକାଧିକ ପ୍ରସଙ୍ଗରେ ଭୁଲ ଥିବା କେତୋଟି ବନାନକୁ ଏକସଙ୍ଗେ ସୁଧାରିବାର ଯୋଜନା ରହିଛି । ଡାହାଣ ପାଖ ସାରଣୀରେ କି କି ବନାନ ଏହି ପର୍ଯ୍ୟାୟରେ ସୁଧରାଯିବ ତାହା ଦେଖିପାରିବେ

ଭୁଲ ଠିକ ଭୁଲ ଠିକ ଭୁଲ ଠିକ ଭୁଲ ଠିକ ଭୁଲ ଠିକ ଭୁଲ ଠିକ
ଆବଶ୍ଯକ ଆବଶ୍ୟକ ଓଡିଆ, ଓଡିଶା ଓଡ଼ିଆ, ଓଡ଼ିଶା ଫଟ/ଫୋଟ ଫଟୋ ତଥ୍ଯ ତଥ୍ୟ ନାଆଁ ନାମ ବଢି ବଢ଼ି
ବଡି ବଡ଼ି ପଡି ପଡ଼ି ପଢି ପଢ଼ି ଜଡି ଜଡ଼ି ସଢି ସଢ଼ି ର୍ଯ୍ଯ
(ଉଦାହରଣ: କାର୍ଯ୍ୟ, ଧାର୍ଯ୍ୟ)
ର୍ଯ୍ୟ
ଆରଁଭ ଆରମ୍ଭ ଇଁଟରନେଟ ଇଣ୍ଟରନେଟ ଜଗନାଥ ଜଗନ୍ନାଥ ଆଁଡ଼, ଆଣ୍ଡ ଏଣ୍ଡ ଇଛୁକ ଇଚ୍ଛୁକ ପ୍ରସଁଗ ପ୍ରସଙ୍ଗ
ଉଇକିକମନସ ଉଇକିକମନ୍ସ ୱିକିପିଡିଆ, ୱୀକିପିଡିଆ, ୱିକିପିଡ଼ିଆ ଉଇକିପିଡ଼ିଆ କମ୍ପୁଟର କମ୍ପ୍ୟୁଟର ଖୁବ୍ ଖୁବ ବେଶ୍ ବେଶ
ମୁଣ୍ଡିଆ ପ୍ରସଙ୍ଗର ତାଲିକା
  • ୨ kb ରୁ କମ ତଥ୍ୟ ଥିବା ପ୍ରସଙ୍ଗମାନ ସାଧାରଣତଃ ମୁଣ୍ଡିଆ ପ୍ରସଙ୍ଗ ଭାବେ ଅଭିହିତ । ମଇ ମାସରେ ତିଆରି ମୁଣ୍ଡିଆ ପ୍ରସଙ୍ଗମାନଙ୍କର ତାଲିକା ତିଆରି

(ମଇ ମାସରେ ତିଆରି ମୁଣ୍ଡିଆ ପ୍ରସଙ୍ଗମାନଙ୍କର ଏକ ତାଲିକା ମୁଁ ଆଗରୁ ତିଆରି କରିଥିଲି । ତେବେ ସେ ସମସ୍ତ ପ୍ରସଙ୍ଗରେ {{ମୁଣ୍ଡିଆ}} ପକାଇବା ପରେ ଯାଇ ସେମାନଙ୍କୁ ଚିହ୍ନଟ କରି ସମ୍ପାଦନା କରିବାରେ ସୁବିଧା ହେବ । ଏଥି ସହିତ ମୁଁ ଓଡ଼ିଆ/ଓଡ଼ିଶା ସମ୍ବନ୍ଧିତ ମୁଖ୍ୟ ପ୍ରସଙ୍ଗର ଶ୍ରେଣୀ (ଯଥା: ଓଡ଼ିଆ ସଂସ୍କୃତି, ଓଡ଼ିଆ ସାହିତ୍ୟ ଆଦି) ମାନଙ୍କ ଭିତରେ ଥିବା ପ୍ରସଙ୍ଗମାନଙ୍କରେ ଏହି ଛାଞ୍ଚ ପକାଇ ମୁଣ୍ଡିଆ ଉପଶ୍ରେଣୀ ତିଆରି କରିପାରିବି । ଏହି ତାଲିକା ଗଣସମ୍ପାଦନା ଭଳି କିଛି ନିର୍ଦ୍ଦିଷ୍ଟ ବିଷୟ ସମ୍ବନ୍ଧିତ ଗଣସମ୍ପାଦନା କଲାବେଳେ ବ୍ୟବହାର ଉପଯୋଗୀ ହେବ ।)

ଆଗରୁ ହୋଇଥିବା କାମ[ସମ୍ପାଦନା]

ShitiBot[ସମ୍ପାଦନା]

PsubhashishBot[ସମ୍ପାଦନା]

  • ବନାନ ସଂଶୋଧନ (କିଛି ଯାନ୍ତ୍ରିକ ତ୍ରୁଟି ନିମନ୍ତେ ଏହି ସମ୍ପାଦନାମାନଙ୍କରେ ମୋର ସଭ୍ୟ ନାମ ନାହିଁ ଓ ଏକ IP ଠିକଣା ଭାବେ ସମସ୍ତ ସମ୍ପାଦନା ହୋଇଛି): ୨୧ ଟି ସମ୍ପାଦନା
  • ବନାନ ସଂଶୋଧନ: ୨୭୭ ଗୋଟି ପ୍ରସଙ୍ଗରେ ଓଡ଼ିଆ, ଓଡ଼ିଶା, ଆବଶ୍ୟକଜନଜାତି ଆଦି ଶବ୍ଦ ପରୀକ୍ଷାମୂଳକ ଭାବେ ସଂଶୋଧନ କରାଗଲା
  • ମଇ ମାସର ମୁଣ୍ଡିଆ ପ୍ରସଙ୍ଗ ତାଲିକା (ଏଥିରେ ପ୍ରସଙ୍ଗର ନାମ, ଅନ୍ତିମ ସମ୍ପାଦନା କରିଥିବା ଉଇକିଆଳି ଓ ତଥ୍ୟ ଆକାର (kb ରେ) ଦିଆଯାଇଛି)