ଉଇକିପିଡ଼ିଆ:କର୍ମଶାଳା/କଟକ/୩

ଉଇକିପିଡ଼ିଆ‌ରୁ

20°27′31″N 85°52′01″E / 20.45858°N 85.866888°E / 20.45858; 85.866888

ସାରକଥା[ସମ୍ପାଦନା]

ଏଇ କର୍ମଶାଳାଟି ଓଡ଼ିଆ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଉ ଏହାର ବିକାଶ କରିବାକୁ ଆରମ୍ଭ କରାଯାଇଛି । ଏଇଟି ୮ମ ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଓ କଟକରେ ହେଉଥିବା ୩ୟ କର୍ମଶାଳା, ତେଣୁ ସବୁ ଓଡ଼ିଆମାନଙ୍କୁ ଏଠାକୁ ଆସିବାକୁ ଡକରା ରହିଲା ।

ଜାଗା ଓ ଠିକଣା ( Venue and Date )[ସମ୍ପାଦନା]

ତାରିଖ: : ଶନିବାର, ୨୦୧୧-ଡିସେମ୍ବର -୨୪ ସକାଳ ୧୦:୦୦ ଟା IST
ସ୍ଥାନ :
ଇମେଜ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ
ଆଇ ଆଇ ଟି ଏମ କ୍ୟାମ୍ପସ,
ଉପର ତେଲେଙ୍ଗା ବଜାର (ନଈ ପାଖ),
ପୁରୀଘାଟ ପୋଲିସ ଥାନା ପାଖ,
କଟକ-୭୫୩୦୦୨, ଓଡ଼ିଶା, ଭାରତ

Date: : Saturday, 2011-December-24 10:00 AM IST

Venue:
Image Institute of Technology & Management
IITM Campus,
Upper Telenga Bazar(River Side),
Near Purighat Police Station,
Cuttack-753002,Odisha, India

କେଉଁ ମାନେ ଭାଗ ନେଇପାରିବେ (Who can participate)[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛନ୍ତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହାନ୍ତି, ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରମ୍ଭ ହୋଇଥିଲା ଯେବେ ଅନ୍ୟ ଭାରତୀୟ ଭାଷାରେ ଉଇକିପିଡ଼ିଆର ମୂଳଦୁଆ ବି ପଡ଼ିନଥିଲା, ହେଲେ କାମ ଅଭାବରୁ ସେଇଟି ଏବେ ସବୁଠୁ ପଛରେ ପଡ଼ିଯାଇଛି, ତେଣୁ ଆମେ ଏଇ ୪ର୍ଥ ଓଡ଼ିଆ ଉଇକି ମେଳଣ ଜରିଆରେ ୨୦୦୦ ବର୍ଷର ପୁରୁଣା ସେହି ଓଡ଼ିଆ ଭାଷାକୁ ପୁଣି ଉଇକିପିଡ଼ିଆ ଜରିଆରେ ଆଗକୁ ବଢ଼ାଇବା । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାନ୍ତୁ ।

ମୂଳ ପ୍ରସଙ୍ଗ (Agenda)[ସମ୍ପାଦନା]

  • କଥନ/Talks
    • Srikant Kedia, ମୃତ୍ୟୁଞ୍ଜୟ କର
      • ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି/Present status of Odia Wikipedia
      • ଉଇକିପ୍ରକଳ୍ପ/WikiProjects
      • ବାକି ଉଇକି ପ୍ରକଳ୍ପମାନ (ଓଡ଼ିଆ ଉଇକିଅଭିଧାନ, ଓଡ଼ିଆ ଉଇକିକଥା, ଆଦି)/Sister projects (Odia Wiktionary, Odia WikiQuote & future projects)
    • ସୁଭ (tentative - over skype: psubhashish)
      • ସବୁଯାକ ପ୍ରକଳ୍ପର ଅଧୁନାତନ ସ୍ଥିତି ଓ ଭବିଷ୍ୟତର ପ୍ରକଳ୍ପ (General status of overall projects and future initiatives)
  • ଆଲୋଚନା/Discussions
    • Solving problems faced by participants while editing (ସମ୍ପାଦନା କାଳରେ ଉପୁଜୁଥିବା ଅସୁବିଧାର ସମାଧାନ)
    • How to conduct Outreach programs? (ଉଇକିପିଡ଼ିଆ କର୍ମଶାଳାଟିଏ କେମିତି କରିବେ?)
  • ନୂଆ ସମ୍ବାଦ/Updates
    • ଓଡ଼ିଆ ଉଇକିକଥା ବାବଦରେ କିଛି ଜାଣିବା କଥା/Update about Odia WikiQuote.
    • ଉଇକିମିଡ଼ିଆ ଇଣ୍ଡିଆ ଚାପଟର ବିବରଣୀ/Wikimedia India Chapter

ଆୟୋଜନ କରୁଛନ୍ତି (Organizers)[ସମ୍ପାଦନା]

  1. Srikant Kedia

ଭାଗନେଉଛନ୍ତି (Participants)[ସମ୍ପାଦନା]

ଯଦି ଆପଣଙ୍କର ଉଇଜର ନାଆଁଟିଏ ଅଛି ତେବେ କେବଳ " # ~~~ " ଲେଖିଦିଅନ୍ତୁ, ଇଉଜର ନାଆଁ ନଥିଲେ" # ଆପଣଙ୍କ ନାଆଁ" ଲେଖିଦିଅନ୍ତୁ । Add your name as " # ~~~ " if you have an username or else add " # Name"

ଭାଗ ନେଉଛନ୍ତି (Attending)[ସମ୍ପାଦନା]

  1. --Srikant Kedia
  2. ମୃତ୍ୟୁଞ୍ଜୟ କର

ଶୁଭେଚ୍ଛା (Best wishes)[ସମ୍ପାଦନା]

ବିବରଣୀ (Report)[ସମ୍ପାଦନା]

2nd monthly Odia Wiki Meetup, Cuttack, Odisha:

The 2nd Monthly Odia Wiki Meetup was organized at IITM Campus. 4 active Wikimedians, Mrutyunjaya Kar, Jyanaranjan Sahu, Shisir Nayak and myself have attended it.

  • Session1:
    • Introduction about Wikipedia editing and problems during editing.
  • Session 2:
    • Importance of outreach for Odia Wikipedia & impact.
The ideas which was projected by the Wikimedians are as follows:
To start a new project with a target of 2000 articles by December 31 so that we get support by Odia Newspaper in covering Odia Wikipedia.
To translate the English Wikipedia Outreach materials in Odia, so that we can use it in Academies with high quality printing to attract more people to edit Odia Wkipedia.
To create a list to top 500 articles, which exists in almost all Indic languages, so that we can get users through interwiki links.
If possible to organize a workshop in Bhubaneshwar, Dhenkanal, NALCO (Angul) during the visit of Subhashish bhai in Odisha.
A small discussion about the various causes of low attendance of Odia wikipedians at the meetup.
To organise a regular IRC/Village pump discussions Odia wikipeians every month and finalisze of the wiki meetup date (to be decided after discussion at village pump).

ଖବରରେ (In News)[ସମ୍ପାଦନା]

ଫେସବୁକ (Facebook)[ସମ୍ପାଦନା]

ଟୁଇଟର (Twitter)[ସମ୍ପାଦନା]

ଫଟୋ (Photos)[ସମ୍ପାଦନା]

ଯୋଗଦାନକାରୀ ଉଇକିଆଳିଗଣ

ଫଟସବୁ ଉଇକି କମନସ ରେ ବିଭାଗ ସହ ରଖନ୍ତୁ (Please upload to commons and add category) Commons:Category:Cuttack Odia Workshop 2011Dec24