ଉଇକିପିଡ଼ିଆ:ମାସର ବଛା ଲେଖା ଅନୁରୋଧ‌‌‌/୨୦୧୪

ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆର କୌଣସି ପ୍ରସଙ୍ଗକୁ ଏକ ନିର୍ଦ୍ଧିଷ୍ଠ ମାସର ବଛାଲେଖା ଭାବେ ପ୍ରଧାନ ପୃଷ୍ଠାରେ ସ୍ଥାନିତ କରିବାକୁ ଚାହୁଁଥିଲେ, ତଳେ ଥିବା ତାଲିକାରେ ସେହି ମାସ ନିମନ୍ତେ ନିଜ ମନୋନିତ ପ୍ରସଙ୍ଗଟିର ନାମ ଲେଖନ୍ତୁ ।

ମାସର ବଛା ଲେଖା ଅନୁରୋଧ, ୨୦୧୪[ସମ୍ପାଦନା]

ଜାନୁଆରୀ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ଫେବୃଆରୀ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ମାର୍ଚ୍ଚ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ଅପ୍ରେଲ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ମଇ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ଜୁନ ପାଇଁ ମନୋନୟନ[ସମ୍ପାଦନା]

ସାର.. ଜୁନ ମାସରେ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା,ଓଡ଼ିଆ ପାଠକ ରଥ ଯାତ୍ରାର ତଥ୍ୟ ଖୋଜି ପାରନ୍ତି। ତେଣୁ ଜୁନ ମାସରେ ରଥ ଯାତ୍ରା ପ୍ରସଙ୍ଗ ମନୋନୀତ କରି, ଜୁଲାଇ ମାସରେ ଆନନ୍ଦୀ ଗୋପାଳ ଜୋଶୀ ପ୍ରସଙ୍ଗକୁ ମନୋନୀତ କଲେ ଭଲ ହୁଅନ୍ତା କି.. ? --ଆଦିତ୍ୟ ମହାର (ଆଲୋଚନା) ୧୧:୩୩, ୪ ମଇ ୨୦୧୪ (UTC)
ଅଣସର କିମ୍ବା ରଥ ଯାତ୍ରା ,ଏ ଦୁଇଟିରୁ ଉନ୍ନତମାନର ଲେଖାକୁ ବଛାଲେଖା ଭାବରେ ରଖାଗଲେ ଭଲହେବ । --49.14.199.10 ୧୩:୦୭, ୭ ମଇ ୨୦୧୪ (UTC)
ଆଦିତ୍ୟ ମହାରବାବୁ, ରଥ ଯାତ୍ରା ବା ଅଣସର ଜଦି ଆଗରୁ ଦିଆଯାଇ ନାହିଁ, ତାହା ହେଲେ ଭଲ ହେବ । --Subas Chandra Rout (ମୋ ଆଲୋଚନା) ୧୭:୩୮, ୭ ମଇ ୨୦୧୪ (UTC)
ଅଣସରକୁ ଜୁନ ୨୦୧୪ର ବଛାଲେଖା ଭାବେ ରଖାଗଲା (ରଥଯାତ୍ରା ପ୍ରସଙ୍ଗଟି ଜୁଲାଇ ୨୦୧୩ରେ ବଛାଲେଖା ଭାବେ ରଖାଯାଇଥିଲା ) ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୯:୦୪, ୩୧ ମଇ ୨୦୧୪ (UTC)

ଜୁଲାଇ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ଅଗଷ୍ଟ ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ସେପ୍ଟେମ୍ବର ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ଅକ୍ଟୋବର ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ନଭେମ୍ବର ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ:

ଡିସେମ୍ବର ପାଇଁ ମନୋନୟନ[ସମ୍ପାଦନା]

ପ୍ରସଙ୍ଗର ନାମ: