ଉଇକିପିଡ଼ିଆ:ଟ୍ରାନ୍ସଉଇକି/ଆବେଦନ

ଉଇକିପିଡ଼ିଆ‌ରୁ

ବାରମ୍ବାର ଗୋଟିଏ ଗୋଟିଏ ଛାଞ୍ଚକୁ କପି କରି ପେଷ୍ଟ କରିବା ଏବଂ ତ'ପରେ ଏହାର ଉପ-ଛାଞ୍ଚ କୁ କପି କରିବା ସମୟ ସାପକ୍ଷ ଓ ବିରକ୍ତିକର ମଧ୍ୟ । ଏଣୁ ସିଧାସଳଖ ଟ୍ରାଂସଉଇକି କରିସାରିବା ପରେ ଆବଶ୍ୟକ କ୍ଷେତ୍ରରେ ବଦଳ ଓ ଅନୁବାଦ କରିବା ଅପେକ୍ଷାକୃତ ସହଜ । ଏହି ବ୍ୟବସ୍ଥା ପରିଚାଳକଙ୍କ ପାଇଁ ଥାଏ । ଅନ୍ୟ ମାନେ ଚାହିଁଲେ ଏହା ପାଇଁ ନିମ୍ନରେ ଆଲୋଚନା କରି ଆବେଦନ କରିପାରିବେ ।

ମେଟା - m:Help:Import#Assignation_of_transwiki_import_rights

ମୁଁ ମୋ ଆକାଉଣ୍ଟ ପାଇଁ ଏହି ବ୍ୟବସ୍ଥା ସଚଳ କରିବାକୁ ଚାହୁଁଛି । ସମସ୍ତଙ୍କ ମତାମତ ଆବଶ୍ୟକ । --ଶିତିକଣ୍ଠ (ଆଲୋଚନା) ୨୧:୩୨, ୧୧ ସେପ୍ଟେମ୍ବର ୨୦୧୪ (UTC)

ସମର୍ଥନ[ସମ୍ପାଦନା]

  1. ସୁଭାସିସ ପାଣିଗାହି କଥା ୦୩:୦୮, ୧୪ ସେପ୍ଟେମ୍ବର ୨୦୧୪ (UTC)
  2. ମୁଁ ଯେତେଦୂର ଜାଣିଛି ସହଜରେ ଏ ରାଇଟ ଦିଆଯାଏ ନାହିଁ, ଆଶା କରୁଛି ମିଳିଯିବ :) । -- ଅଂଶୁମାନ ତାର ଯୋଡ଼ିବେ? ୧୭:୨୦, ୧୮ ସେପ୍ଟେମ୍ବର ୨୦୧୪ (UTC)
ଭାଇ ଡରେଇ ଦେଇଥିଲ :) ଯାହଉ ମିଳିଗଲା । କିନ୍ତୁ ବ୍ୟବହାର ଜାଣିପାରୁନି । --ଶିତିକଣ୍ଠ (ଆଲୋଚନା) ୧୪:୨୮, ୧୦ ଅକ୍ଟୋବର ୨୦୧୪ (UTC)
  1. ଛାଞ୍ଚ ସମ୍ବନ୍ଧୀୟ ଅନେକ କାମ କରୁଥିବାରୁ ମିଳିବା ଉଚିତ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୪:୧୬, ୨୫ ସେପ୍ଟେମ୍ବର ୨୦୧୪ (UTC)

ଭିନ୍ନମତ[ସମ୍ପାଦନା]