ଇଗ୍ନେଶ ତିର୍କୀ

ଉଇକିପିଡ଼ିଆ‌ରୁ
(ଇଗ୍ନେଶ ତିର୍କିରୁ ଲେଉଟି ଆସିଛି)
ଇଗ୍ନେଶ ତିର୍କି
ଇଗ୍ନେସ ତିର୍କି ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ
Born (1981-05-10) ୧୦ ମଇ ୧୯୮୧ (ବୟସ ୪୨)
ଲୁଲକିଡିହି, ସୁନ୍ଦରଗଡ଼, ଓଡ଼ିଶା
Parent(s)ୱାଲଟର ତିର୍କି, ରେଜିନା
Relativesପ୍ରବୋଧ ତିର୍କୀ‌ (ସାନ ଭାଇ)
Awardsପଦ୍ମଶ୍ରୀ

ଇଗ୍ନେଶ ତିର୍କି ଜଣେ ଭାରତୀୟ ହକି ଖେଳାଳି । ସେ ଜଣେ ମିଡ଼ଫିଲ୍ଡର ଭାବରେ ଖେଳନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଇଗ୍ନେଶ, ଓଡ଼ିଶାର ସୁନ୍ଦରଗଡ଼ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ୱାଲଟର ତିର୍କି ଓ ମାତାଙ୍କ ନାମ ରେଜିନା । ସେମାନେ ଥିଲେ ୭ ଭାଇ ଓ ସମସ୍ତେ ହକି ଖେଳନ୍ତି । ସବୁ ଭାଇମାନେ ସୁନ୍ଦରଗଡ଼ର "ଖାସି କପ"ର ନାମକରା ଖେଳାଳି ଥିଲେ । ଇଗ୍ନେଶ ତିର୍କିଙ୍କ ସାନ ଭାଇ ପ୍ରବୋଧ ତିର୍କି ମଧ୍ୟ ଭାରତ ତରଫରୁ ଖେଳିବାର ସୁଯୋଗ ପାଇଛନ୍ତି ।[୧]

ଖେଳ ଜୀବନ[ସମ୍ପାଦନା]

ସେ ଭାରତ ପକ୍ଷରୁ ବେଲଜିୟମ ବିପକ୍ଷରେ ୨୦୦୧ ମସିହାରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ । ସେ ୨୦୦୪ରେ ଅନୁଷ୍ଠିତ ଅଲମ୍ପିକରେ ଭାରତ ପକ୍ଷରୁ ଖେଳିଥିଲେ । ୨୦୦୩ ଏସୀୟ କପ ଫାଇନାଲରେ ପାକିସ୍ଥାନକୁ ହରେଇ ଭାରତକୁ ଚାମ୍ପିୟନ କରିବାରେ ଇଗ୍ନେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।[୨]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ପ୍ରବୋଧଙ୍କ ବିଶ୍ୱକପ ଅଭିଜ୍ଞତା". No. ସମ୍ବାଦ ୨୬/୧୧/୨୦୧୮ ପୃଷ୍ଠା ୧୭. Retrieved 26 November 2018.[permanent dead link]
  2. https://www.livehindustan.com/news/article/article1-story-241013.html
  3. "This Year's Padma Awards announced". Press Information Bureau. 25 January 2010. Retrieved 24 January 2015.

ଅଧିକ ତଥ୍ୟ[ସମ୍ପାଦନା]