ଆଶାରାମ ବାପୁ

ଉଇକିପିଡ଼ିଆ ରୁ
ଆଶାରାମ ବାପୁ
ଫାଇଲ:Asaram Bapu Ashram 1.png
ଆସାରାମ ବାପୁ
ଜନ୍ମ ଓ ଜନ୍ମସ୍ଥାନ ୧୭ ଏପ୍ରିଲ ୧୯୪୧ (1941-04-17) (୭୩ ବର୍ଷ)
ବେରାନି, ବ୍ରିଟିଶ ଭାରତ
ଘର ଅହମଦାବାଦ, ଗୁଜରାଟ, ଭାରତ
ଜାତୀୟତା ଭାରତୀୟ
ଧର୍ମ ହିନ୍ଦୁ
ଜୀବନସାଥି ଲକ୍ଷ୍ମୀ ଦେବୀ
ସନ୍ତାନ ନାରାୟଣ ସାଇ (ପୁଅ)
ଭାରତୀ ଦେବୀ (ଝିଅ)
ବାପା ମା ମେହଙ୍ଗିବା (ମାଆ)
ଥାଉମଲ ସିରିମଲାନି (ବାପା)
ୱେବସାଇଟ
www.ashram.org

ଆସାରାମ ବାପୁ, ଜଣେ ବିବାଦୀୟ ଭାରତୀୟ ହିନ୍ଦୁ ଧର୍ମ ଗୁରୁ। [୧].[୨][୩]

ପ୍ରାଥମିକ ଜୀବନ[ସମ୍ପାଦନା]

ଆସାରାମଙ୍କ ଜନ୍ମ ସିନ୍ଧୁ ପ୍ରଦେଶର ନବାବଶାହ ଜିଲ୍ଲାର ବେରାନି ଗ୍ରାମରେ ୧୯୪୧ ମସିହା ଅପ୍ରିଲ ୧୭ ତାରିଖରେ ହେଇଥିଲା। ତାଙ୍କ ପିତା ଥାଉମଲଜୀ ସିରୁମଲାନି ଜଣେ ଜମିଦାର ଥିଲେ।

କୁହାଯାଏ ଯେ ଆସାରାମଙ୍କ ବାଲ୍ୟ ଜୀବନ ଅତ୍ୟନ୍ତ କଷ୍ଟକର ଥିଲା। ଅଖଣ୍ଡ ଭାରତର ବିଭାଜନ ସମୟରେ ସେ ନିଜ ଜନ୍ମ ଭୂମି ଛାଡି ପରିବାର ସହିତ ୧୯୪୭ ମସିହାରେ ଅହମଦାବାଦ ସହରକୁ ଆସିଥିଲେ। ଥାଉମଲଜୀ ପ୍ରଥମେ ନିଜର ପରିବାରର ଭରଷ ପୋଷଣ ପାଇଁ କାଠ ଓ କୋଇଲା ବ୍ୟବସାୟ କରୁଥିଲେ ।[୪]

ଆଶ୍ରମ[ସମ୍ପାଦନା]

ବିବାଦ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]