ଆଳି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୪୩,୨୪୭
ଜିଲ୍ଲା: କେନ୍ଦ୍ରାପଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦ୍ରାପଡ଼ା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ: ୬୧ (ଆଳି:୩୨, ରାଜକନିକା:୨୯)
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଆଳି (କ୍ରମିକ ସଂଖ୍ୟା: ୯୮) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧]

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆଳି ବ୍ଳକ ଓ ରାଜକନିକା ବ୍ଳକ ।[୨][୩]

ଗତ ୨୦୧୯ ବିଧାନ ସଭା ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରତାପ କେଶରୀ ଦେବ, କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମାଙ୍କଠାରୁ ୫୫,୬୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୪]

ଗତ ୨୦୧୪ ବିଧାନ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା, ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରତାପ କେଶରି ଦେବଙ୍କଠାରୁ ୩୫୦୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ଆଳି [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରତାପ କେଶରୀ ଦେବ ୭୨,୦୧୨ ୫୦.୦୦ -
କଂଗ୍ରେସ ଦେବେନ୍ଦ୍ର ଶର୍ମା ୬୬,୧୩୫ ୪୫.୯୨ -
ଭାଜପା ବ୍ରଜ ସୁନ୍ଦର ଭୂୟାଁ ୩,୩୫୮ ୨.୩୩ -
ସିପିଆଇ(ମାଲେ) ଲିବରେସନ ବିଧାନ ଚନ୍ଦ୍ର ଦାସ ୯୩୦ ୦.୬୫ -
ବସପା ଅକ୍ଷୟ କୁମାର ମଲ୍ଲିକ ୮୪୨ ୦.୫୮ -
ସମୃଦ୍ଧ ଓଡ଼ିଶା ପ୍ରଭାତୀ ସାହୁ ୪୦୯ ୦.୨୮ -
ଆରପିଆଇ (ଆ) ପ୍ରଶାନ୍ତ କୁମାର ନାୟକ ୩୪୪ ୦.୨୪ -
ଭୋଟ ବ୍ୟବଧାନ ୫,୮୭୭ ୪.୦୮* -
ମତଦାନ ହାର ୧,୪୪,୦୬୨ ୬୩.୧୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୯ ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮]

ଆଧାର[ସମ୍ପାଦନା]

  1. "Aul Assembly Election 2009, Orissa". empoweringindia.org. Retrieved 17 June 2013. Constituency: Aul (98) District : Kendrapara
  2. Assembly Constituencies and their Extent
  3. Seats of Odisha
  4. "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 5877
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 30-Aul Constituency of ORISSA". eci.nic.in. 2006. Retrieved 17 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ[ସମ୍ପାଦନା]