ଆଲୋଚନା:ବୈଦୁତିକ ଜନିତ୍ର

Page contents not supported in other languages.
ଉଇକିପିଡ଼ିଆ‌ରୁ

ଜନିତ୍ର ବଦଳରେ ବିଦ୍ୟୁତ୍ ଉତ୍ପାଦକ ଲେଖିଲେ ଭଲ ହୁଅନ୍ତା । ଲୋକମାନେ ଅନେକଶବ୍ଦ ସହିତ ପରିଚିତ ନୁହନ୍ତି । ଉଦାହରଣ Tableକୁ ଓଡିଆରେ ମେଜ କହନ୍ତି ।--Dsasanka (ମୋ ଆଲୋଚନା) ୦୫:୩୪, ୨୯ ମାର୍ଚ୍ଚ ୨୦୧୩ (UTC)

ଉତ୍ପାଦକ ଲେଖିଲେ producer ସହ ବଉଳା ହେବାର ସମ୍ଭାବନା ରହିଛି । ଆଉ ଜନିତ୍ର ଶବ୍ଦଟି ବର୍ତ୍ତମାନ ଆମ ବିଜ୍ଞାନ ବହିରେ ବ୍ୟବହାର ହେଉଛି ଏଣୁ ମୋ ମତରେ ପୁରୁଣା ଛାତ୍ରଙ୍କୁ ଛାଡିଦେଲେ ନୂଆ ପିଲାଙ୍କ (ଯେଉଁ ମାନେ ବର୍ତ୍ତମାନର ବିଜ୍ଞାନ ବହି ସହ ଅଭ୍ୟସ୍ତ) ଏଥିରେ ଅସୁବିଧା ରହିବ ନାହିଁ । ଏହା ବ୍ୟତୀତ ଇଂରାଜୀ ଶବ୍ଦବି ପ୍ରସଙ୍ଗରେ ଲେଖାଯାଇଛି ଓ ଲେଉଟାଣି ବି ଦିଆହୋଇଛି । ତେଣୁ ବିଶେଷ ଅସୁବିଧା ହେବ ନାହିଁ ।--ଶିତିକଣ୍ଠ (ଆଲୋଚନା) ୧୧:୧୭, ୨୯ ମାର୍ଚ୍ଚ ୨୦୧୩ (UTC)

ଇଂରାଜୀ ଓ ଓଡ଼ିଆ[ସମ୍ପାଦନା]

Electric ଓ Electrical ପାଇଁ ଓଡ଼ିଆ କଣ କଣ ରହିବା ଉଚିତ ?--ଶିତିକଣ୍ଠ (ଆଲୋଚନା) ୧୧:୨୧, ୨୯ ମାର୍ଚ୍ଚ ୨୦୧୩ (UTC)