ଆଲୋଚନା:ପଞ୍ଚକ

Page contents not supported in other languages.
ଉଇକିପିଡ଼ିଆ‌ରୁ

ମୋ ମତରେ ଏହାର ନାମ ପଞ୍ଚୁକ ହେବା ଉଚିତ, ଦୟାକରି ଦ୍ଵନ୍ଦ ଦୂର ରିବେ କି?--ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୪:୪୨, ୧୪ ଅଗଷ୍ଟ ୨୦୧୨ (UTC)

ହଁ ପଞ୍ଚକର ଅନେକ ଅର୍ଥ ରହିଛି। ହେଲେ ପଞ୍ଚୁକ ଶବ୍ଦର ନିର୍ଦିଷ୍ଟ ଭାବରେ ଗୋଟିଏ ଅର୍ଥ ରହିଛି।--ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୧୮:୨୫, ୧୪ ଅଗଷ୍ଟ ୨୦୧୨ (UTC)

  • କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହାକୁ ପଞ୍ଚକ କୁହାଯାଏ।ପୁରାଣ ଓ ଗ୍ରନ୍ଥରେ ମଧ୍ୟ ପଞ୍ଚକ ଅଛି। -- --Aditya Mahar (ମୋ ଆଲୋଚନା) ୦୪:୫୦, ୧୫ ଅଗଷ୍ଟ ୨୦୧୨ (UTC)