ଆଲୋଚନା:ଜ୍ୟାକ୍‌ସନ ପୋଲୋକ

Page contents not supported in other languages.
ଉଇକିପିଡ଼ିଆ‌ରୁ
(ଆଲୋଚନା:ଜେକସନ ପୋଲୋକରୁ ଲେଉଟି ଆସିଛି)

ଜେକସନ ପୋଲୋକ ରୁ "ଜେକସନ" ଶବ୍ଦଟିକୁ 'ଜ୍ୟାକ୍‌ସନ' / 'ଜ୍ୟାକ୍ସନ' କୁ ଘୁଞ୍ଚାଯଉ ।--ଶିତିକଣ୍ଠ (ଆଲୋଚନା) ୧୯:୫୨, ୨୯ ଅଗଷ୍ଟ ୨୦୧୪ (UTC)

ଇଂରାଜୀ ନାମ ଅନୁସାରେ ଜ୍ୟାକସନ ଜ୍ୟାକ୍‌ସନ ଠିକ କିନ୍ତୁ ମୁଁ ଓଡ଼ିଆ ଉଚ୍ଚାରଣ ତଥା ମରାଠୀ ଓ ବଙ୍ଗାଳୀକୁ ଅନୁକରଣ କରି ଜେକସନ ଲେଖିଥିଲି, ଜ୍ୟାକସନକୁ ଘୁଞ୍ଚାଇଲେ ମଧ୍ୟ ଚଳିବ । --ଆଦିତ୍ୟ ମହାର (ଆଲୋଚନା) ୦୫:୫୪, ୩୦ ଅଗଷ୍ଟ ୨୦୧୪ (UTC)
ଭାଇ ଓଡ଼ିଆ ନାମ କଣ ମୁଁ ଠିକ ଭାବେ ଜାଣିନାହିଁ । ତେବେ "ଜେ" ଯଦି ଠିକ ବୋଲି ଭାବୁଛନ୍ତି, ତେବେ "ଜେକ୍‌ସନ" କିମ୍ବା "ଜେକ୍ସନ" ବ୍ୟବହାର କରିପାରିବେ । ଯଦି କିଛି ଆପତ୍ତି ନଥାଏ ।--ଶିତିକଣ୍ଠ (ଆଲୋଚନା) ୨୦:୧୮, ୧ ସେପ୍ଟେମ୍ବର ୨୦୧୪ (UTC)
ଶିତି ଭାଇ.. ଆପତ୍ତି କାହିଁକି କରିବି ମ, ଏମିତିରେ ଭୁଲ କୁ ସୁଧାରିବା ଆଉ ସଠିକ ଜାଣି ହେଉଛି, ଆଉ ମୁଁ ମଧ୍ୟ ସବୁଯାଗାରେ ଠିକ ଜାଣିନି। ଭୁଲ ହେଉଥିଲେ ତମେ ମାନେ ନ କହିଲେ ଆଉ କଣ ପଡ଼ିଶା ଘରୁ କହିବେ । --ଆଦିତ୍ୟ ମହାର (ଆଲୋଚନା) ୦୫:୦୨, ୨ ସେପ୍ଟେମ୍ବର ୨୦୧୪ (UTC)
:)--ଶିତିକଣ୍ଠ (ଆଲୋଚନା) ୧୯:୦୮, ୨ ସେପ୍ଟେମ୍ବର ୨୦୧୪ (UTC)