ଆଲୋଚନା:ଗୀତ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଗୀତ , ଏହା ହୃଦୟରୁ(HEART) ଯାଗ୍ରତ ହୋଇ ଥାଏ | କେତେବେଳେ ଏହା ଦୁଃଖରୁ ଶୃଷ୍ଟ ତ କେତେବେଳେ ହସରୁ , କେତେବେଳେ ପ୍ରାକୃତିକ ସୌନ୍ଦଯ୍ୟରୁ(NATURAL BUTY) ତ କେତେବେଳେ ଦୈବ ଦୁର୍ବିପାକରୁ(NATURAL CALAMITY) | ଏହାକୁ ଚାରି କାନ୍ଥ ମଧ୍ୟରେ ବାନ୍ଧି ହୁଏ ନାହିଁ କି ମାଟି ତଳେ ପୋତି ହୁଏ ନାହିଁ | ଏହାକୁ ବୁଝିବା ପାଇଁ ମନର ଭାବନା ଆବଷ୍ୟକ | ଏହି ଗୀତ ଗୋଟେ ଯାତିକୁ ତାର ମାନ ପ୍ରଦାନ କରିଥାଏ | ଏଥିରେ ଲୁଚି ରହିଥାଏ ଗୋଟେ ଯାତିର ସସ୍କୃତି | ଏହି ଗୀତ ହେଉଛି ଏକତାର ପ୍ରତୀକ | ଏହି ଗୀତ ଦ୍ଵାରା "କବି" ଏକ ଯାତିକୁ ଲଢିବାକୁ ପ୍ରେରଣା ଯୋଗାଇଥାଏ | ତେଣୁ କେହି କେହି କବିମାନଙ୍କୁ ଶକ୍ତିର ଉତ୍ସ ବୋଲି କହିଥାନ୍ତି |