ଆଲୋଚନା:ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ

Page contents not supported in other languages.
ଉଇକିପିଡ଼ିଆ‌ରୁ

Infoboxରେ କିଛି ଭୂଲ ଅଛି ଜଣାପଡୁଛି । କୁଳପତି ଓ କୁଳାଧିପତି ଅଦଳ ବଦଳ ହୋଇ ଦେଖାଯାଉଛି ।

ସବୁ ବିଶ୍ଵବିଦ୍ୟାଳୟ ଲେଖାରେ ସେଇ ସମାନ ଅସୁବିଧା https://or.wikipedia.org/s/6e6 --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୨୭, ୩ ମଇ ୨୦୧୪ (UTC)

ଆପଣଙ୍କ ମତରେ ଏହା କଣ ହେବା ଉଚିତ ବୋଲି ଭାବୁଛନ୍ତି ?--ଶିତିକଣ୍ଠ (ଆଲୋଚନା) ୧୩:୩୬, ୩ ମଇ ୨୦୧୪ (UTC)
ରାଜ୍ୟପାଳ କୁଳାଧିପତି ଅଟନ୍ତି ଓ ସେ କୁଳପତିଙ୍କୁ ନିଯୁକ୍ତ କରନ୍ତି । ସେହି ହିସାବରେ ଏସ. ସି. ଜମିର ହେବେ କୁଳାଧିପତି ଓ ପ୍ରଫୁଲ୍ଲ କୁମାର ମିଶ୍ର ହେବେ କୁଳପତି । ସମ୍ପାଦନା କରିବା ବେଳେ, ଠିକ ଲେଖାଯାଇଛି ।

|chancellor = ଏସ. ସି. ଜମିର |vice_chancellor = ପ୍ରଫୁଲ୍ଲ କୁମାର ମିଶ୍ର

ତଥ୍ୟପେଟିକୁ ଅନୁବାଦ କରିବା ସମୟରେ ଭୁଲହୋଇଯାଇଛି ବୋଲି ମୋର ଧାରଣା ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୫୩, ୫ ମଇ ୨୦୧୪ (UTC)

  •  Done ଅନ୍ୟ କାହାର ଏହି ବଦଳ ସମ୍ପର୍କିତ କିଛି ଆପତ୍ତି ଥିଲେ ଜଣାଇବେ ।--ଶିତିକଣ୍ଠ (ଆଲୋଚନା) ୦୯:୪୪, ୫ ମଇ ୨୦୧୪ (UTC)