ଆଲୋଚନା:ଅଗ୍ନ୍ୟାଶୟ ଅକ୍ଷମତା

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏହି ପ୍ରସଙ୍ଗରେ ଥିବା ବାହାର ଭାଷାରେ ଏହି ପୃଷ୍ଠାର ଲିଙ୍କ ସବୁ ଅଗ୍ନାଶୟ (pancreas) କୁ ନେଇଯାଉଛି । ମୋ ମତରେ ଏହାକୁ ହଟାଯିବା ଦରକାର । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୧:୧୧, ୪ ଅକ୍ଟୋବର ୨୦୧୨ (UTC)

ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ ଲିଙ୍କ ସଂଶୋଧନ କରାଗଲା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୦୯, ୪ ଅକ୍ଟୋବର ୨୦୧୨ (UTC)

enzyme ର ଓଡ଼ିଆ[ସମ୍ପାଦନା]

ମୋ ମତରେ enzymeର ଓଡ଼ିଆ ସଂତ୍ଵରକ ହେବ , କାରଣ ଏହି ଶବ୍ଦଟି ବର୍ତ୍ତମାନ ମାଧ୍ୟମିକ ବିଜ୍ଞାନ ପୁସ୍ତକରେ ବ୍ୟବହାର କରାଯାଉଛି । ପୂର୍ବରୁ ଥିବା କିଣ୍ୱକ ଶବ୍ଦଟିକୁ ମୁଁ ବଦଳାଇ ଦେଇଛି । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୨:୦୩, ୪ ଅକ୍ଟୋବର ୨୦୧୨ (UTC)