ଆରତୀ ସାହା

ଉଇକିପିଡ଼ିଆ‌ରୁ
ଆରତୀ ସାହା
ଆରତୀ ସାହା
ଜନ୍ମ୨୪ ସେପ୍ଟେମ୍ବର ୧୯୪୦
ମୃତ୍ୟୁ୨୩ ଅଗଷ୍ଟ ୧୯୯୪(1994-08-23) (ବୟସ ୫୩)
ଜାତୀୟତାଭାରତୀୟ
ବୃତ୍ତିସନ୍ତରଣ
ପୁରସ୍କାରପଦ୍ମଶ୍ରୀ ୧୯୬୦

ଆରତୀ ଗୁପ୍ତା କିମ୍ବା ସାହା(୨୪ ସେପ୍ଟେମ୍ବର ୧୯୪୦ - ୨୩ ଅଗଷ୍ଟ ୧୯୯୪) ବହୁ ଦୁରତ୍ୱ ସନ୍ତରଣକାରୀ ଥିଲେ। ଜନ୍ମ ପଶ୍ଚିମ ବଙ୍ଗର କଲିକତାଠାରେ ହୋଇଥିଲା, ଆରତୀ ମାତ୍ର ୪ ବର୍ଷ ବୟସରୁ ସନ୍ତରଣ ଅଭ୍ୟାସ ଆରମ୍ଭ କରିଦେଇଥିଲେ ଓ ତାଙ୍କର ଏହି ପ୍ରତିଭା ସଚିନ ନାଗଙ୍କ ଦୃଷ୍ଟି ଆକର୍ଷ କରିଥିଲା। ଇଂଲିଶ ଚ୍ୟାନେଲ ପାରିହୋଇଥିବା ମିହିର ସେନଙ୍କଠାରୁ ପ୍ରେରିତ ହୋଇଥିଲେ । ୧୯୫୯ ମହିହା ସାହା ଏସିଆଭାରତର ଇଂଲିଶ ଚ୍ୟାନେଲ ପାରିହୋଇଥିବା ପ୍ରଥମ ମହିଳା ସନ୍ତରଣକାରୀ ହୋଇଥିଲେ। ୧୯୬୦ ମସିହା ସାହା ପ୍ରଥମ ମହିଳା ଖେଳାଳି ଭାବରେ ପଦ୍ମଶ୍ରୀରେ ପୁରସ୍କୃତ ହୋଇଥିଲେ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଆରତୀ ଏକ ମଧ୍ୟମବର୍ତ୍ତି ପରିବାରରୁ ବାପା ମାଁଙ୍କ ଦୁତୀୟ ସନ୍ତାନ ଥିଲେ। ବାପା ସ୍ଥଳ ସେନାରେ ଚାକିରି କରୁଥିଲେ। ମାତ୍ର ଅଢେଇ ବର୍ଷ ବୟସରେ ନିଜ ମାଆଙ୍କୁ ହରେଇଥିଲେ ।[୨] ବଡ଼ ଭାଇ ଓ ସାନ ଭଉଣି ମାଁମୁ ଘରେ ପାଳିତ ହେଲେ ଏବଂ ଆରତୀ ନିଜ ଜେଜେମା ଘରେ ରହୁଥିଲେ।[୩] The 100 metre long lane in front the bust was renamed after her.[୩]

ଆଧାର[ସମ୍ପାଦନା]

  1. De, Pradip; Basu, Tapas. "জলকন্যা আরতি সাহা : ইংলিশ চ্যানেলজয়ী প্রথম এশীয় মহিলা" (in Bengali). বাংলা bazar. Archived from the original on 2 April 2015. Retrieved 7 March 2015.
  2. "First Indian Woman to Swim Across English Channel".
  3. ୩.୦ ୩.୧ Dutta, Partha (14 September 2014). "আজ ৭৫, ট্যাক্সি ঢেকে দিচ্ছে আরতির মূর্তি". Ei Samay (in Bengali). Kolkata. Retrieved 7 March 2015.