ଆମରି ଗାଁ ଝିଅ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଆମରି ଗାଁ ଝିଅ
ନିର୍ଦ୍ଦେଶକ ବିନୟ ବାନାର୍ଜି
କଳାକାର ଗୋପାଳ ବାନାର୍ଜି, ଦୁର୍ଲ୍ଲଭ, ଗୌର ଘୋଷ, ଚପଳା ନାୟକ
ମୁକ୍ତିଲାଭ ତାରିଖ ୧୯୫୩
ଦେଶ  ଭାରତ
ଭାଷା ଓଡ଼ିଆ
ଖର୍ଚ Indian Rupee ₹ ୬୫,୦୦୦

ବିନୟ ବାନାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଆମରି ଗାଁ ଝିଅ ୧୯୫୩ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ‘ଆମରି ଗାଁ ଝିଅ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. Panda, Namita (2012). "Arclights out, actresses fight poverty". telegraphindia.com. http://www.telegraphindia.com/1121126/jsp/odisha/story_16236996.jsp#.UPk-ZGdP9tZ. Retrieved 18 January 2013. "She started her film career at the age of 19 in 1953 with Aama Gaan Jhua," 

ଅଧିକ ତଥ୍ୟ[ସମ୍ପାଦନା]