ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର

Coordinates: 20°17′20″N 85°49′57″E / 20.28889°N 85.83250°E / 20.28889; 85.83250
ଉଇକିପିଡ଼ିଆ‌ରୁ

20°17′20″N 85°49′57″E / 20.28889°N 85.83250°E / 20.28889; 85.83250

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ , ଭୁବନେଶ୍ୱର
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ , ଭୁବନେଶ୍ୱର
ସ୍ଥାପିତ୧୯୬୩
ଅଧ୍ୟକ୍ଷପ୍ରୋଫେସର କେ.ବି. ରଥ
ଡିନପ୍ରୋଫେସର ସବିତାପ୍ରଭା ପଟ୍ଟନାୟକ
ଛାତ୍ର ଛାତ୍ରୀ ସଂଖ୍ୟା୮୫୦
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ
ପରିସରସହର
ପୁରୁଣା ନାଆଁଆଞ୍ଚଳିକ ଶିକ୍ଷା ମହାବିଦ୍ୟାଳୟ
ଅନୁବନ୍ଧନଉତ୍କଳ ବିଶ୍ୱବିଦ୍ୟାଳୟ
ୱେବସାଇଟhttp://www.riebbs.ori.nic.in

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର (ଇଂରାଜୀ :Regional Institute of Education, Bhubaneswar) ରାଷ୍ଟ୍ରୀୟ ଶିକ୍ଷା,ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ(NCERT)ର ଏକ ଶାଖା । ୧୯୬୩ରେ ଏହାର ସ୍ଥାପନା କରାଯାଇଥିଲା । ଭୁବନେଶ୍ୱର ସହରର ସଚିବାଳୟ ମାର୍ଗରେ ଏହା ଅବସ୍ଥିତ । ଶିକ୍ଷା ସଂବନ୍ଧରେ ଏଠାରେ ଅନେକ ପାଠ୍ୟକ୍ରମ ରହିଛି ଏବଂ ଶିକ୍ଷା ସଂବନ୍ଧିୟ ଗବେଷଣା ଗୁଡି଼କ ଏଠାରେ ହୁଏ ।

ବିଭାଗ[ସମ୍ପାଦନା]

ପାଠ୍ୟକ୍ରମ[ସମ୍ପାଦନା]

ପାଠାଗାର[ସମ୍ପାଦନା]