ଆଉରଙ୍ଗଜେବ
|
|
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
| ଆଉରଙ୍ଗଜେବ Abul Muzaffar Muhi-ud-Din Muhammad Aurangzeb |
|
|---|---|
| Aurangzeb seated on the Peacock Throne. | |
|
|
|
| Reign | 31 July 1658 – 3 March 1707 |
| Coronation | 15 June 1659 at Red Fort, ଦିଲ୍ଲୀ |
| Predecessor | ଶାହଜାହାନ |
| Successor | ବାହାଦୁର ଶାହ I |
| Spouse | Dilras Banu Begum Nawab Raj Bai Begum Aurangabadi Mahal Udaipuri Mahal |
| Issue | |
| Zeb-un-Nissa Zinat-un-Nissa Muhammad Azam Shah Mehr-un-Nissa Muhammad Akbar Sultan Muhammad Bahadur Shah I Badr-un-Nissa Zubdat-un-Nissa Muhammad Kambaksh |
|
| Full name | |
| Abul Muzaffar Muhi-ud-Din Muhammad Aurangzeb | |
| House | Timurid |
| Father | ଶାହଜାହାନ |
| Mother | ମମତାଜ ମହଲ |
| Born | ୪ ନଭେମ୍ବର ୧୬୧୮ (N.S.) ଦାହୋଦ, ମୋଗଲ ସାମ୍ରାଜ୍ୟ |
| Died | ୩ ମାର୍ଚ, ୧୭୦୭ (୮୮ ବର୍ଷ) ଅହମଦନଗର, ଭାରତ |
| Burial | ଖୁଲଦାବାଦ |
| Religion | ଇସଲାମ |
ଆଉରଙ୍ଗଜେବ ଭାରତର ଜଣେ ମୋଗଲ ସମ୍ରାଟ ଓ ଶାହଜାହାନଙ୍କ ପୁତ୍ର ଥିଲେ । ପିତାଙ୍କୁ ବନ୍ଦୀ କରିବା ପରେ ଆଉରଙ୍ଗଜେବ ୧୬୫୮ ଖ୍ରୀଷ୍ଟାବ୍ଦରେ ଆଗ୍ରାଠାରେ ସିଂହାସନ ଆରୋହଣ କରିଥିଲେ । [୧]୧୬୫୯ ରେ ସେ ଦିଲ୍ଲୀର ମହାସମାରୋହରେ ତାଙ୍କର ଅଭିଷେକ କରେଇ ନିଜକୁ ଆଲମଗିରି ବା ପୃଥିବୀ-ବିଜୟୀ ଉପାଧିରେ ଭୂଷିତ କରେଇଥିଲେ । [୨][୩]
ବିଷୟସୂଚୀ |
ସିଂହାସନ ଆରୋହଣ [ସମ୍ପାଦନା]
ରାଜତ୍ଵ [ସମ୍ପାଦନା]
ଆଉରଙ୍ଗଜେବଙ୍କର ରାଜତ୍ଵର ୫୦ବର୍ଷ ମଧ୍ୟରୁ ପ୍ରଥମାର୍ଦ୍ଧ ଉତ୍ତର ଭାରତରେ ସାମରିକ ଓ ବେସାମରିକ ବିଭାଗମାନଙ୍କର ଉନ୍ନତି କରାଇବାରେ କଟିଥିଲା । ତାଙ୍କର ରାଜତ୍ଵର ଦ୍ଵିତୀୟାର୍ଦ୍ଧ ଦାକ୍ଷିଣାତ୍ୟରେ ବିଜାପୁର ଓ ଗୋଲକୁଣ୍ଡାର ଶାସକ ଓ ମହାରାଷ୍ଟ୍ରୀୟମାନଙ୍କ ସହିତ ସଂଘର୍ଷରେ କଟିଥିବାରୁ ଉତ୍ତର ଭାରତରେ ଶାସନ ଅବହେଳିତ ଓ ବିଶୃଙ୍ଖଳ ହୋଇଥିଲା । ତାନକ ସମୟରେ ମୋଗଲ ସାମ୍ରାଜ୍ୟର ଶକ୍ତି ଓ ସୀମା ବୃଦ୍ଧି ପାଇଥିଲେ ମଧ୍ୟ ମୋଗଲ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଥିଲା ।
ଧର୍ମ ନୀତି [ସମ୍ପାଦନା]
ଆଉରଙ୍ଗଜେବ ନୈଷ୍ଠିକ ମୁସଲମାନ ଥିଲେ ମଧ୍ୟ ଅନ୍ୟ ଧର୍ମାବଲମ୍ବୀମାନଙ୍କ ପ୍ରତି ଅନୁଦାର ଥିଲେ । ସେ ରାଜନୀତିରେ ଧର୍ମକୁ ସଂଯୋଗ କରି ବଡ଼ ଭୁଲ କରିଥିଲେ । ଆକବରଙ୍କର ଉଦାର ଧର୍ମନୀତି ବଦଳେଇ ସେ ଅନ୍ୟ ଧର୍ମାବଲମ୍ବୀଙ୍କ ପ୍ରତି ବଡ଼ କଠୋର ହୋଇପଡିଥିଲେ । ସେ ହିନ୍ଦୁ ମାନଙ୍କୁ ଘୃଣା କରୁଥିଲେ । ସେ ସୁନ୍ନି ମୁସଲମାନ ଥିଲେ । ତେଣୁ ସିହା ମୁସଲମାନଙ୍କୁ ଭଲ ପାଉନଥିଲେ । ଭାରତରେ ସୁନ୍ନି ମୁସଲମାନ ଧର୍ମ ପ୍ରତିଷ୍ଠା କରିବା ତାଙ୍କର ଲକ୍ଷ୍ୟ ଥିଲା । ସେ ଆକବରଙ୍କ ଉଦାର ହିନ୍ଦୁ ନୀତି ବଦଳେଇ ହିନ୍ଦୁମାନଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରୁଥିଲେ । ତାଙ୍କ ଆଦେଶରେ କାଶୀ, ମଥୁରା ଓ ଗୁଜରାଟର ବିଖ୍ୟାତ ହିନ୍ଦୁମନ୍ଦିରମାନ ଭାଙ୍ଗି ଦିଆଯାଇଥିଲା । ହିନ୍ଦୁମାନେ ନୂଆ ମନ୍ଦିର ନିର୍ମାଣ କରି ପାରିବେ ନାହିଁ ଓ ପୁରାତନ ମନ୍ଦିର ମରାମତି କରିପାରିବେ ନାହିଁ ବୋଲି ଆଦେଶ ଜାରି କରିଥିଲେ ।[୪] [୫]
ରାଜ୍ୟ ବିସ୍ତାର [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ http://www.preservearticles.com/201012302033/aurangzeb-biography.html
- ↑ http://www.gardenvisit.com/biography/aurangzeb
- ↑ http://www.enotes.com/aurangzeb-reference/aurangzeb
- ↑ http://www.indianetzone.com/47/religious_policies_aurangzeb.htm
- ↑ http://www.sscnet.ucla.edu/southasia/History/Mughals/Aurang2.html
ବାହାର ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ଆଉରଙ୍ଗଜେବ ଉପରେ ମାଧ୍ୟମ ରହିଅଛି |
- Aurangzeb, as he was according to Mughal Records
- Article on Aurganzeb from MANAS group page, UCLA
- The Tragedy of Aureng-zebe Text of John Dryden's drama, based loosely on Aurangzeb and the Mughal court, 1675
- Coins of Aurangzeb
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |