ଅମରନାଥ ମନ୍ଦିର
ଉଇକିପିଡ଼ିଆ ରୁ
| ଅମରନାଥ ଗୁମ୍ଫା | |
|---|---|
|
|
|
| ଦିଗବାରେଣି: | 34°12′54″N 75°30′03″E / 34.2149°N 75.5008°Eଦିଗବାରେଣି: 34°12′54″N 75°30′03″E / 34.2149°N 75.5008°E |
| Name | |
| ମୂଳ ନାଆଁ: | Amarnath Cave Temple |
| ଅବସ୍ଥାନ | |
| ଦେଶ: | ଭାରତ |
| ରାଜ୍ୟ: | ଜମ୍ମୁ ଓ କାଶ୍ମୀର |
| ଅବସ୍ଥାନ: | Pahalgam, Anantnag |
| ତିଆରି ଶୈଳୀ ଓ ଚଳଣି | |
| ମୂଖ୍ୟ ଦେବାଦେବୀ: | ଶିବ |
| ଇତିହାସ | |
| ପ୍ରତିଷ୍ଠାତା: | Natural formation |
| ବେବସାଇଟ: | www.shriamarnathjishrine.com |
ଅମରନାଥ, ହିନ୍ଦୁ ଧର୍ମର ଏକ ପ୍ରମୂଖ ଧର୍ମସ୍ଥଳୀ । ଏହା ଜମ୍ମୁ ଓ କାଶ୍ମୀରରାଜ୍ୟର ଶ୍ରୀନଗର ସହରର ଉତ୍ତର-ପୂର୍ବ ଦିଗରେ ୧୩୫ କି.ମି ଦୂର ସମୁଦ୍ରପତ୍ତନ ଠାରୁ ୧୩୬୦୦ ଫୁଟ ଉଚ୍ଚତାରେ ଏକ ପାହାଡି ଗୁମ୍ଫାରେ ଅବସ୍ଥିତ। ଏହି ଗୁମ୍ଫାର ଲମ୍ବ ଭିତରକୁ ୧୯ ମିଟର ଓ ପ୍ରସ୍ଥ ୧୬ ମିଟର ଏବଂ ଉଚ୍ଚତା ୧୧ ମିଟର ଅଟେ ।
ବିଷୟସୂଚୀ |
ଇତିହାସ [ସମ୍ପାଦନା]
ଅମରନାଥ ଯାତ୍ରା [ସମ୍ପାଦନା]
ଆଧାର [ସମ୍ପାଦନା]
ବାହାର ତଥ୍ୟ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Amarnath ଉପରେ ମାଧ୍ୟମ ରହିଅଛି |
- Shri Amarnathji Shrine board: official site
- Online Pictures Tour of Shri Amarnath Yatra
- Amarnath: Journey to the shrine of a Hindu god, Boston Globe photographs, July 13, 2012
- The Amarnath Yatra - How to go, places to visit, things to do, Jun 29,2011
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |