ଅଭିନେତ୍ରୀ (୧୯୬୫ର ଓଡ଼ିଆ ସିନେମା)

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଅଭିନେତ୍ରୀ
ନିର୍ଦ୍ଦେଶକ ଅମର ଗାଙ୍ଗୁଲି
ପ୍ରଯୋଜକ ବାବୁଲାଲ ଦୋଶୀ
ଲେଖକ ଶରତ ପୂଜାରୀ
ପଟ୍ଟଲେଖା ଗୋପଳ ଛୋଟରାୟ, ଅମର ଗାଙ୍ଗୁଲି
କାହାଣୀ କାହ୍ନୁ ମହାନ୍ତି
କଳାକାର ଧୀର ବିଶ୍ଵାଳ, ଝରଣା ଦାସ, ଅଶୋକ, ରଜନୀକାନ୍ତ, ଉମାକାନ୍ତ, ସାମୁଏଲ ସାହୁ (ବାବି)
ସଙ୍ଗୀତ ଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣ ଆଡ଼େନ୍ସ ଲରେଞ୍ଜ
ସମ୍ପାଦକ ମଧୁସୁଦନ ବନ୍ଦୋପାଧ୍ୟାୟ
ମୁକ୍ତିଲାଭ ତାରିଖ ୧୯୬୫
ଦେଶ  ଭାରତ
ଭାଷା ଓଡ଼ିଆ


ଅମର ଗାଙ୍ଗୁଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର ଓଡ଼ିଆଚଳଚ୍ଚିତ୍ର ଅଭିନେତ୍ରୀ [୧] ୧୯୬୫ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ ଚଳଚ୍ଚିତ୍ର ‘ଅଭିନେତ୍ରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:

ଦ୍ରଷ୍ଟବ୍ୟ[ସମ୍ପାଦନା]