ଅପରେଟିଂ ସିଷ୍ଟମ

ଉଇକିପିଡ଼ିଆ ରୁ

ଅପରେଟିଂ ସିଷ୍ଟମ କମ୍ପ୍ୟୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କମ୍ପ୍ୟୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ । ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ଵାରା କମ୍ପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଅପରେଟିଂ ସିଷ୍ଟମର ବିଭିନ୍ନ ଅଂଶ

[ଏହାକୁ ବଦଳାନ୍ତୁ] କର୍ନେଲ

ସମ୍ପୂର୍ଣ ତଥ୍ୟ ପାଇଁ ଦେଖନ୍ତୁ କର୍ନେଲ

[ଏହାକୁ ବଦଳାନ୍ତୁ] ସିଷ୍ଟମ ଡ୍ରାଇଭର

[ଏହାକୁ ବଦଳାନ୍ତୁ] ବିଭିନ୍ନ ଅପରେଟିଂ ସିଷ୍ଟମ ଶ୍ରେଣୀ

ବିଭିନ୍ନ ଅପରେଟିଂ ସିଷ୍ଟମ ଶ୍ରେଣୀର ଉଦାହରଣ ହେଲେ ୱିନଡୋଜ, ଲିନକ୍ସ, ଇଉନିକ୍ସ ଇତ୍ୟାଦି ଇତ୍ୟାଦି । ଏହି ଶ୍ରେଣୀଗୁଡିକରେ ବିଭିନ୍ନ ଅପରେଟିଂ ସିଷ୍ଟମ ଅଛନ୍ତି ।

[ଏହାକୁ ବଦଳାନ୍ତୁ] ୱିନଡୋଜ ଅପରେଟିଂ ସିଷ୍ଟମ ଶ୍ରେଣୀ

ୱିନଡୋଜ ଅପରେଟିଂ ସିଷ୍ଟମ ଶ୍ରେଣୀରେ ୱିନଡୋଜ ୩.୧, ୱିନଡୋଜ ୨୦୦୦, ୱିନଡୋଜ ଏମ.ଇ., ୱିନଡୋଜ ଏକ୍ସପି, ୱିନଡୋଜ ସର୍ଭର ୨୦୦୩ , ୱିନଡୋଜ ଭିସ୍ଟା, ୱିନଡୋଜ ୭, ୱିନଡୋଜ ସର୍ଭର ୨୦୦୮ ଇତ୍ୟାଦି ଅଛନ୍ତି ।

[ଏହାକୁ ବଦଳାନ୍ତୁ] ଲିନକ୍ସ ଅପରେଟିଂ ସିଷ୍ଟମ ଶ୍ରେଣୀ

ଲିନକ୍ସ ଅପରେଟିଂ ସିଷ୍ଟମ ଶ୍ରେଣୀରେ ଲିନକ୍ସ କର୍ନେଲକୁ ବ୍ୟବହାର କରୁଥିବା ଅନେକ ଭର୍ସନ ଅଛନ୍ତି । ସେଗୁଡିକ ମଧ୍ୟରୁ କେତେକ ହେଲେ ଉବଣ୍ଟୁ ଲିନକ୍ସ, ଫେଡ଼ୋରା ଲିନକ୍ସ, ଓପେନସୁଶେ ଲିନକ୍ସ, ରେଡହାଟ ଲିନକ୍ସ, ମଣ୍ଡରିବା ଲିନକ୍ସ ଇତ୍ୟାଦି ।

[ଏହାକୁ ବଦଳାନ୍ତୁ] ଇଉନିକ୍ସ ଅପରେଟିଂ ସିଷ୍ଟମ ଶ୍ରେଣୀ

ଇଉନିକ୍ସ ଅପରେଟିଂ ସିଷ୍ଟମ ଶ୍ରେଣୀରେ ଥିବା ବିଭିନ୍ନ ଭର୍ସନ ହେଲେ ସୋଲାରିସ, ବି.ଏସ.ଡି., ଓ.ଏସ. ଏକ୍ସ, ଏ.ଆଇ.ଏକ୍ସ. ଇତ୍ୟାଦି ।

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା