କନ୍ଥା

ଉଇକିପିଡ଼ିଆ‌ରୁ
କନ୍ଥା

କନ୍ଥା ଛିଣ୍ଡା ଲୁଗାକୁ ଯୋଡ଼ି ସିଲା‌ଇକରି ତିଆରିକରାଇଥିବା ଏକପ୍ରକାର ଗଦିଜାତୀୟ ବସ୍ତୁ ।[୧] ଓଡ଼ିଶାରେ ସାଧାରଣ‌ତଃ ଛିଣ୍ଡା ଶାଢ଼ୀ ଓ ଅନ୍ୟାନ୍ୟ ପୁରୁଣା ଲୁଗାକୁ ଫିଙ୍ଗି ନ ଦେଇ ଗୋଟିଏ ଲୁଗା ଉପରେ ଆଉ ଗୋଟେ ଲୁଗାକୁ ପରସ୍ତ ପରସ୍ତ କରି ପକାଇ କନ୍ଥା ସିଲାଇ କରାଯାଇଥାଏ । ଏହା ଅନେକ ସମୟରେ ଗଦି ଉପରେ ପକାଯାଇଥାଏ । ଛୋଟ ପିଲାମାନ‌ଙ୍କୁ ମଧ୍ୟ କନ୍ଥା ଉପରେ ଶୁଆଯାଇଥାଏ ।

ଆଧାର[ସମ୍ପାଦନା]

  1. India. Office of the Registrar General. Census of India, 1961: Orissa. Manager of Publications.