ସଶସ୍ତ୍ର ସୀମା ବଳ

ଉଇକିପିଡ଼ିଆ‌ରୁ
Sashastra Seema Bal
Armed Border Force
ଛୋଟ ନାଆଁSSB
ମୂଳ ଲକ୍ଷ"Service, Security and Brotherhood".
ମୁଖ୍ୟାଳୟDirectorate General of SSB,
East Block-V, Sector-I
R.K. Puram
New Delhi-110066
Director GeneralARUN CHOUDHARY, IPS (Bihar - 1977)
ୱେବ୍‌ସାଇଟssb.nic.in

ସଶସ୍ତ୍ର ସୀମା ବଳ (ହିନ୍ଦୀ : सशस्त्र सीमा बल; English: Sashastra Seema Bal) (SSB) ଭାରତୀୟ କେନ୍ଦ୍ରିୟ ସଶସ୍ତ୍ର ପୋଲିସ୍ ବାହିନୀର (CENTRAL ARMED POLICE FORCE) କିମ୍ବା ( paramilitary force)ର ଏକ ଅଂଗ। ଭାରତ ଓ ନେପାଳ ଏବଂ ଭାରତ ଓ ଭୁଟାନ୍ ସୀମାର ସୁରକ୍ଷାଏହାର ମୁଖ୍ୟ କାମ। ଏହା ଗୃହମନ୍ତ୍ରାଳୟ Ministry of Home Affairs (MHA), ଭାରତ ସରକାର Government of India ଅଧୀନରେ ପରିଚାଳିତ | ପୁର୍ବରୁ ଏହା Special Service Bureau ଭାବେ ଜଣା ଶୁଣା ଥିଲା |

SSB (Special Service Bureau ) ଭାବେ ଏହା ୧୯୬୩ ମସିହାରେ ପ୍ରତିଷ୍ଠିତ ହୋଇଥିଲାଭାରତଚିନ୍ ଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ସିମାବର୍ତୀ ଅଂଚଳରେ ଜାତୀୟତା ଭାବନାକୁ ବୃଦ୍ଧି କରିବା ଏବଂ ସେମାନଂକୁ ସାହାଯ୍ୟର ହାତ ବଢାଇବା ପାଇଁ | ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକମକୁ ବୃଦ୍ଧି କରି ଉତ୍ତର ଆସାମ୍ ଉତ୍ତର ବେଂଗଲ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ ଓ ଲାଦାଖ୍ରେ ଖୋଲିଥିଲା ପରେ ପୁଣି ବୃଦ୍ଧି କରି ମଣିପୁର. ତ୍ରିପୁରା, ଜମ୍ମୁ,(୧୯୬୫ ) ମେଘାଳୟ(୧୯୭୫), ସିକ୍କିମ୍,(୧୯୭୬) ରାଜସ୍ତାନ୍, ଓ ଗୁଜରାଟ୍(୧୯୮୯), ଦକ୍ଷିଣ ବେଂଗଲ, ନାଗାଲାଣ୍ଡ, ରାଯୋରୀ ଓ ପୁଂଚ୍ ଜିଲ୍ଲା ଜମ୍ମୁ କାସ୍ମିର୍(୧୯୯୧)ର ଖୋଲିଥିଲା | ଏହା କ୍ୟାବିନେଟ୍ରୁ ଗୃହାମନତ୍ରାଳୟକୁ ବଦଳି ହୋଇଥିଲା ଭାରତ –ନେପାଳ ଓ ଭାରତ-ଭୁଟାନ୍ ସୀମାର ସୁରକ୍ଷା ଭାରନେଇ ୨୦୦୧ରେ ସୀମା ସୁରକ୍ଷା ବାହିନୀ(BORDER GUARDING FORCE) ଭାବେ |

ଆଧାର[ସମ୍ପାଦନା]