ବୋଷନ

ଉଇକିପିଡ଼ିଆ‌ରୁ

କଣିକା ପଦାର୍ଥ ବିଜ୍ଞାନରେ(particle physics), ବୋଷନ (/[invalid input: 'icon']ˈbsɒn/[୧])ହେଉଛି ଏକ କଣିକା ଯାହାକି ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ(Bose–Einstein statistics)ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

CERNଠାରେ ଥିବା ବିଶାଳ ହାର୍ଡ଼ୋନ୍ କୋଲାଇଡ଼ରର୍

ଏହି ବୋଷନ ନାମ ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ର ନାଥ ବୋଷ୍‌ଙ୍କ ସ୍ମରଣାର୍ଥେ ପାଉଲ୍ ଡିରାକ୍ ଦେଇଥିଲେ । ସତ୍ୟେନ୍ଦ୍ର ନାଥ ବୋଷ୍‌ , ଆ‌‌ଲ୍‌ବ‌ର୍ଟ୍ ଆଇ‌ନ୍‌ଷ୍ଟାଇ‌ନ୍ ସହ ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନକୁ ଗଢିଥିଲେ ଯାହାକି ଏହାର ମୂଳ ତତ୍ତ୍ୱ ଅଟେ ।

ବୋଷନର ଧର୍ମ[ସମ୍ପାଦନା]

ସଂଜ୍ଞା[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Wells, John C. (1990). Longman pronunciation dictionary. Harlow, England: Longman. ISBN 0582053838. entry "Boson"

ଅଧିକ ପଢିବେ[ସମ୍ପାଦନା]