ମହାକାଳୀ

ଉଇକିପିଡ଼ିଆ‌ରୁ
ମହାକାଳୀ
ସଂସ୍କୃତ ଅନୁବାଦMahākālī
ଉପାଧିକାଳୀ, ମହାଦେବୀ, ବ୍ରହ୍ମ
ବାସସ୍ଥାନଅର୍ଥ ଭିତ୍ତିରେ ଭିନ୍ନ ଭିନ୍ନ
ମନ୍ତ୍ରଓଁ କ୍ରୀଂ କାଳୀକାୟେ ନମଃ (Om Krīṃ Kālikaye Namah),
ଓଁ କାଳୀକାୟେ ନମଃ (Om Kapālinaye Namah)
ଅସ୍ତ୍ରରୂପ ଅନୁସାରେ ଭିନ୍ନ ଭିନ୍ନ
ସାଥିଶିବ
ବାହନଶିବ ଜଡ଼ ଶବ ରୂପରେ

ମହାକାଳୀ (ସଂସ୍କୃତ: Mahākālī, Devanagari: महाकाली), କାଳ (ସମୟ) ଓ ମୃତ୍ୟୁର ଦେବୀ, ମହାନ ଦେବୀ, ମହାଦେବୀ। ତାଙ୍କୁ ଶିବଙ୍କର ସହଚରୀ ବୋଲି କୁହାଯାଏ। ସେ ହେଉଛନ୍ତି ଚିତ୍ ଶକ୍ତି, ବାସ୍ତବତା (ତଳେ ଦେଖନ୍ତୁ) ଏବଂ ଅସ୍ତିତ୍ୱର ଆଧାର। ସେ ହେଉଛନ୍ତି ମହାକାଳ (ସମୟ ବା ମୃତ୍ୟୁ) ଶିବଙ୍କର ପ୍ରକୃତିରୂପା (ସ୍ତ୍ରୀ-ରୂପା) ଶକ୍ତି। ସେ ସମୟାତୀତା, ଦେବୀ ଦୁର୍ଗାଙ୍କ କୋପ ସମ୍ଭୂତା, ତଥା ଆଦି ପରାଶକ୍ତି, ନୀଳାଭ କାନ୍ତିଯୁକ୍ତା। ମା କାଳୀଙ୍କର ଶ୍ରେଷ୍ଠତମ ରୂପ, ଯାହାଙ୍କୁ ହିନ୍ଦୁମାନେ ଦିବ୍ୟ ଜନନୀ ବୋଲି ପରିଗଣିତ କରିଥାନ୍ତି।

ଆଧାର[ସମ୍ପାଦନା]