ରିବନଫିତା

ଉଇକିପିଡ଼ିଆ‌ରୁ
ରିବନଫିତାl

ରିବନଫିତା ଏକ ପ୍ରସାଧାନୀ ସାମଗ୍ରି ଭାବରେ ବାଳିକାମାନେ ମୁଣ୍ଡ ବାଳ ବା ଚୁଟିକୁ ବାନ୍ଧିବାରେ ବ୍ୟବହାର କରନ୍ତି । ଏହା ସମଗ୍ର୍ ବିଶ୍ୱରେ ବହୁଳ ଭାବରେ ପରିଚିତ । ଏହାକୁ ବେଳେ ବେଳେ ଅଲମ୍ପିକ୍ ଖେଳରେ ଖେଳ ସାମଗ୍ରି ଭାବରେ ମଧ୍ୟ ବ୍ୟବହାର କରାଯାଏ । ଏହା ମୁଖ୍ୟତଃ ସୁତା, ସିଲିକି, ଟେରିଲିନ୍,ପଲିଷ୍ଟ୍ରର୍,ମଖମଲ,ଓ ଝୋଟ ଜାତୀୟ କପଡାରେ ପ୍ରସ୍ତୁତ ହୋଇଥାଏ । ଏହାକୁ ସୌଖୁନୀ ଭାବରେ ପ୍ରଥମେ ଫ୍ରାନସବା ଫରାସୀ ଦେଶରେ ବାଳିକା ଓ ନାରୀମାନେ ବ୍ୟବହାର କରୁଥିଲେ । କାଳକ୍ରମେ ଏହାକୁ ବିଶ୍ୱର ସମସ୍ତ ନାରୀମାନେ ବ୍ୟବହାର କରିବାକୁ ଆରମ୍ଭ କଲେ । ଏହା ମଧ୍ୟ କେତେକ ସମୟରେ ବିଶ୍ୱର ଅନେକ ସ୍ଥାନମାନଙ୍କରେ ଧାରମିକ କାଯ୍ୟରେ ବ୍ୟବହୃତ ହୋଇ ଥାଏ ।

ଆଧାର[ସମ୍ପାଦନା]