କିଏ କାହାର

ଉଇକିପିଡ଼ିଆ‌ରୁ
କିଏ କାହାର
କିଏ କାହାର କଥାଚିତ୍ର ପୋଷ୍ଟର
ନିର୍ଦ୍ଦେଶକନିତାଇ ପାଲିତ (ନିତ୍ୟାନନ୍ଦ ପାଲିତ)[୧]
ପ୍ରଯୋଜକଧୀର ବିଶ୍ୱାଳ
କଳାକାରଶରତ ପୂଜାରୀ
ସୌଦାମିନୀ
ଅଶୋକ ଚକ୍ରବର୍ତ୍ତୀ
ଧୀର ବିଶ୍ୱାଳ
ଲୀଳା ଦୁଲାଳୀ
ସଙ୍ଗୀତଅକ୍ଷୟ ମହାନ୍ତି
ସମ୍ପାଦକସୁବୋଧ ମିତ୍ର
ମୁକ୍ତିଲାଭ ତାରିଖ
୩୦ଅଗଷ୍ଟ ୧୯୬୮[୨]
ଦେଶ ଭାରତ
ଭାଷାଓଡ଼ିଆ

କିଏ କାହାର, ୧୯୬୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିତାଇ ପାଲିତ[୩][୪]

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘କିଏ କାହାର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

ଗୀତ ଗୀତିକାର ଗାୟକ / ଗାୟିକା
ହେମ ହରିଣୀ ମଥାର ମଣି କାଳୀଚରଣ ପଟ୍ଟନାୟକ ନିର୍ମଳା ମିଶ୍ରସିପ୍ରା ବୋଷ
ହାୟ ମଦଭରି ଆଖି ପାର୍ଥସାରଥୀ ମହାପାତ୍ର ଶ୍ଯାମଲ ମିତ୍ର
ଉଡ଼ି ଉଡ଼ି ଉଡ଼ି ଉଡ଼ି ଯାରେ ନାରାୟଣ ପ୍ରସାଦ ସିଂହ ଅକ୍ଷୟ ମହାନ୍ତି
ଚକୋରୀ ଝରାନା ଲୁହ ଅକ୍ଷୟ ମହାନ୍ତି ଅକ୍ଷୟ ମହାନ୍ତି
ଉଦାସୀ ଆଖି ଚାହିଁ ରହେ ନାରାୟଣ ପ୍ରସାଦ ସିଂହ ଆରତି ମୁଖାର୍ଜୀ
ପରଦେଶୀ ବନ୍ଧୁ ତୁମେ ଦେବଦାସ ଛୋଟରାୟ ସିପ୍ରା ବୋଷ
ଫୁଲେଇ ରାଣୀ ସଜଫୁଲ ଗୁରୁକୃଷ୍ଣ ଗୋସ୍ୱାମୀ ଅକ୍ଷୟ ମହାନ୍ତିସିପ୍ରା ବୋଷ
ଆଖି ନୁହେଁ ସେ ଯେ କାଳୀଚରଣ ପଟ୍ଟନାୟକ ନିର୍ମଳା ମିଶ୍ର

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2016-02-04. {{cite web}}: Cite has empty unknown parameter: |1= (help)
  2. Kamal K. Mohanty (2001). Orissa, the lost footsteps. Vision Publications. ISBN 978-81-87176-00-8.
  3. ୩.୦ ୩.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
  4. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1993–. ISBN 978-1-135-94325-7.
  5. "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 25 June 2017. Retrieved 20 June 2017.
  6. http://www.odisha.com/20050504/fullstory/story_5.html
  7. "ବରିଷ୍ଠ ହାସ୍ୟ ଅଭିନେତା ସାଗର କୁମାର ଦାସ" (PDF). ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 20 February 2020. Retrieved 5 September 2018.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]