ଲାଲକୃଷ୍ଣ ଆଡ଼ଭାନୀ

ଉଇକିପିଡ଼ିଆ‌ରୁ
ଲାଲକୃଷ୍ଣ ଆଡ଼ଭାନୀ
ଭାରତର ଉପ-ପ୍ରଧାନ ମନ୍ତ୍ରୀ
କାର୍ଯ୍ୟକାଳ
୫ ଫେବୃଆରୀ ୨୦୦୦ – ୨୨ ମଇ ୨୦୦୪
ପୂର୍ବ ଅଧିକାରୀଚୌଧୁରୀ ଦେବୀ ଲାଲ
ପର ଅଧିକାରୀVacant
ଗୃହ ମନ୍ତ୍ରୀ
କାର୍ଯ୍ୟକାଳ
୧୯ March ୧୯୯୮ – ୨୨May ୨୦୦୪
ପ୍ରଧାନ ମନ୍ତ୍ରୀଅଟଳ ବିହାରୀ ବାଜପେୟୀ
ପୂର୍ବ ଅଧିକାରୀଇନ୍ଦ୍ରଜିତ ଗୁପ୍ତା
ପର ଅଧିକାରୀଶିବରାଜ ପାଟିଲ
Leader of Opposition (Lok Sabha)
କାର୍ଯ୍ୟକାଳ
ମଇ ୨୦୦୪ – ଡିସେମ୍ବର ୨୦୦୯
ପୂର୍ବ ଅଧିକାରୀସୋନିଆ ଗାନ୍ଧୀ
ପର ଅଧିକାରୀସୁଷମା ସ୍ୱରାଜ
କାର୍ଯ୍ୟକାଳ
୧୯୮୯ – ୧୯୯୩
Minister of Personnel, Public Grievances and Pensions
କାର୍ଯ୍ୟକାଳ
୨୯ January ୨୦୦୩ – ୨୧ May ୨୦୦୪
ପ୍ରଧାନ ମନ୍ତ୍ରୀଅଟଳ ବିହାରୀ ବାଜପେୟୀ
Minister of Coal and Mines
କାର୍ଯ୍ୟକାଳ
୧ July ୨୦୦୨ – ୨୫ August ୨୦୦୨
ପ୍ରଧାନ ମନ୍ତ୍ରୀଅଟଳ ବିହାରୀ ବାଜପେୟୀ
President of ଭାରତୀୟ ଜନତା ପାର୍ଟି‎
କାର୍ଯ୍ୟକାଳ
୧୯୮୬ – ୧୯୯୧
କାର୍ଯ୍ୟକାଳ
୧୯୯୩ – ୧୯୯୮
କାର୍ଯ୍ୟକାଳ
୨୦୦୪ – ୨୦୦୬
Leader of Opposition (Rajya Sabha)
କାର୍ଯ୍ୟକାଳ
January ୧୯୮୦ – April ୧୯୮୦
ବ୍ୟକ୍ତିଗତ ସବିଶେଷ
ଜନ୍ମ (1927-11-08) ୮ ନଭେମ୍ବର ୧୯୨୭ (ବୟସ ୯୬)
Karachi, (Sindh) British India (now Pakistan)
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି (୧୯୮୦-ଏପର୍ଯ୍ୟନ୍ତ)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
Bharatiya Jana Sangh (Before 1977)
Janata Party (1977–1980)
ଜୀବନ ସାଥୀKamla Advani
ସନ୍ତାନPratibha (Daughter)
Jayant (Son)
ଶିକ୍ଷାନୁଷ୍ଠାନSaint Patrick's High School, Karachi Sindh
D. G. National College, Hyderabad, Sindh
Government Law College, Bombay University.
ପେଷାଓକିଲ
ସନ୍ତକଫାଇଲ:Lal bush Advani Signature.png
ୱେବସାଇଟOfficial website

ଲାଲକୃଷ୍ଣ ଆଡ଼ଭାନୀ (ଜନ୍ମ: ୮ ନଭେମ୍ବର ୧୯୨୭) ଜଣେ ଭାରତୀୟ ଜନତା ରାଜନେତା । ସେ ୨୦୦୨ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ଅଧିନରେ ଉପ-ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଆଡ଼ଭାନୀ ଭାରତୀୟ ଜନତା ପାର୍ଟିର ସହ-ପ୍ରତିଷ୍ଠାତା ଏବଂ ଭାଜପାର ଜଣେ ବରିଷ୍ଠ ରାଜନୀତିଜ୍ଞ । ସେ ୧୦ମ୧୪ଶ ଲୋକ ସଭାର ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିଥିଲେ ।[୧] ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ନ୍ୟାସନାଲ୍ ଡେମୋକ୍ରେଟିକ୍ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ । ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସଭ୍ୟ ଭାବରେ ପ୍ରଥମେ ଯୋଗ ଦେଇଥିଲେ ଏବଂ ପରେ ରାଜନୀତିରେ ପ୍ରବେଶ କରିଥିଲେ । ୨୦୧୫ ମସିହାରେ ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୁଷଣ ପୁରସ୍କାର ପ୍ରଦାନ କରାଯାଇଥିଲା ।[୨]

ଆଧାର[ସମ୍ପାଦନା]

  1. "Members Bioprofile". Lok Sabha of India/National Informatics Centre, New Delhi. Archived from the original on 1 August 2012. Retrieved 27 April 2011.
  2. "Padma awards 2015 announced: Advani, Amitabh among 104 awardees", Zee News, 26 January 2015.