ସୌରଭ ଗାଙ୍ଗୁଲି

ଉଇକିପିଡ଼ିଆ‌ରୁ
ସୌରଭ ଗାଙ୍ଗୁଲି
Clean-shaven man wearing glasses stares directly at the camera. He is wearing a black suit and a gold tie. The man's right arm is facing the camera. The arm has a small picture of a helmet engulfed with fire.
ବ୍ୟକ୍ତିଗତ ତଥ୍ୟ
ନାମସୌରଭ ଚଣ୍ଡୀଦାସ ଗାଙ୍ଗୁଲି
ଡାକ ନାମପ୍ରିନ୍ସ ଅଫ କୋଲକାତା, ମହାରାଜା, ଦ ଗଡ୍ ଅଫ ଅଫ ସାଇଡ, ଦାଦା
ଉଚ୍ଚତା5 ft 11 in (1.80 m)
ବ୍ୟାଟିଂ ପ୍ରକାରବାମ ହାତୀ
ବୋଲିଂ ପ୍ରକାରଡାହାଣ ହାତୀ ମିଡିଅମ ପେସ
ଭୂମିକାବ୍ୟାଟସମ୍ୟାନ
ସମ୍ପର୍କୀୟସ୍ନେହାସିସ ଗାଙ୍ଗୁଲି (ଭାଇଅ), ଡୋନା ଗାଙ୍ଗୁଲି (ପତ୍ନୀ)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap ୨୦୦୭)୨୦ ଜୁନ ୧୯୯୬ v [[ଇଂଲଣ୍ଡ national cricket team|ଇଂଲଣ୍ଡ]]
ଶେଷ ଟେଷ୍ଟ୬ ନଭେମ୍ବର ୨୦୦୮ v [[ଅଷ୍ଟ୍ରେଲିଆ national cricket team|ଅଷ୍ଟ୍ରେଲିଆ]]
ପ୍ରଥମ ଦିନିକିଆ (cap ୮୪)୧୧ ଜାନୁୟାରୀ ୧୯୯୨ v ବେଷ୍ଟେଣ୍ଦିଜ
ଶେଷ ଦିନିକିଆ୧୫ ନଭେମ୍ବର ୨୦୦୭ v ପାକିସ୍ତାନ
ଘରୋଇ ଦଳ ତଥ୍ୟ
YearsTeam
୧୯୦-୨୦୧୦ବଙ୍ଗଳା
୨୦୦୦ଲାଙ୍କସାୟାର
୨୦୦୫ଗ୍ଲାମରଗନ
୨୦୦୬Northamptonshire
୨୦୦୮-୨୦୧୦କୋଲକାତା ନାଇଟରାଇଡରସ
୨୦୧୧ପୁନେ ବାରିଅରସ
Career statistics
ପ୍ରତିଯୋଗିତା ଟେଷ୍ଟ ଦିନିକିଆ ପ୍ରଥମ ଶ୍ରେଣୀ କ୍ରିକେଟ ଲିଷ୍ଟ ଏ
ମ୍ୟାଚ ସଂଖ୍ୟା ୧୧୩ ୩୧୧ ୨୪୨ ୪୨୬
ମୋଟ ରନ ୭,୨୧୨ ୧୧,୩୬୩ ୧୪,୯୩୩ ୧୫,୨୭୮
ବ୍ୟାଟିଂ ହାର ୪୨.୧୭ ୪୧.୦୨ ୪୩.୯୨ ୪୧.୫୧
ଶତକ/ଅର୍ଦ୍ଧଶତକ ୧୬/୩୫ ୨୨/୭୨ ୩୧/୮୫ ୩୧/୯୪
ସର୍ବାଧିକ ରନ ୨୩୯ ୧୮୩ ୨୩୯ ୧୮୩
ବଲ ସଂଖ୍ୟା ୩,୧୧୭ ୪,୫୬୧ ୧୦,୯୬୮ ୭,୯୪୯
ଉଇକେଟ ୩୨ ୧୦୦ ୧୬୪ ୧୬୮
ବୋଲିଂ ହାର ୫୨,୫୩ ୩୮,୪୯ ୩୬.୮୨ ୩୮.୪୧
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ - -
ସବୁଠୁ ଭଲ ବୋଲିଂ ୩/୨୮ ୫/୧୬ ୬/୪୬ ୫/୧୬
କ୍ୟାଚ/ଷ୍ଟମ୍ପିଙ୍ଗ ୭୧/- ୧୦୦/- ୧୬୬/- ୧୨୯/-
Source: CricketInfo, ୨୮ ଫେବୃୟାରୀ ୨୦୦୯

ସୌରଭ ଚଣ୍ଡୀଦାସ ଗାଙ୍ଗୁଲି (ହିନ୍ଦୀ : सौरव गांगुली ବଙ୍ଗଳା: [সৌরভ গাঙ্গুলী Shourob Ganguli] Error: {{Lang}}: text has italic markup (help); pronunciation ; (ଜନ୍ମ ୧୯୭୨ ଜୁଲାଇ ୮) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଓ ଖେଳାଳୀ।ତଙ୍କୁ ତାଙ୍କ ଭାଇ ସ୍ନେହାସିସ ଗାଙ୍ଗୁଲି କ୍ରିକେଟ ଖେଳିବାକୁ ପ୍ରୋସ୍ଚାହିତ କରିଥିଲେ।ସୌରଭ ଗାଙ୍ଗୁଲିଙ୍କୁ ଆଧୁନିକ ଯୁଗର ଅନ୍ୟତମ ମହାନ ଅଧିନାୟକ ଭବେ ଗଣାଯାଏ। [୧] ସେ ବର୍ତ୍ତମାନ ଦିନିକିଆ କ୍ରିକେଟରେ ଅଧିକ ରନ କରିବାରେ ୫ମ ସ୍ଥାନରେ ଅଛନ୍ତି।ସୌରଭ ଗାଙ୍ଗୁଲି ଉଇସଡେନର ସର୍ବକାଳୀନ ଦିନିକିଆ ଶ୍ରେଷ୍ଠ ଖେଳାଳୀ ତାଲିକାରେ ଷଷ୍ଠ ସ୍ଥାନ ମିଲିଛି ଅନ୍ୟମାନେ ହେଲେ ଭି.ଭି.ଆନ ରିଚାର୍ଡସ, ସଚିନ ତେନ୍ଦୁଲକର, ବ୍ରାଏନ ଲାରା, ଡିନ ଜୋନସମାଇକେଲ ବେଭାନ.[୨]

ଜୀବନୀ[ସମ୍ପାଦନା]

ଘରୋଇ କ୍ରିକେଟ[ସମ୍ପାଦନା]

ଆନ୍ତର୍ଜାତୀୟ କ୍ୟାରିଅର[ସମ୍ପାଦନା]

ଅଧିନାୟକ ଦାୟିତ୍ୱ[ସମ୍ପାଦନା]

ବିବାଦ[ସମ୍ପାଦନା]

ରେକର୍ଡ ଓ ପୁରସ୍କାର[ସମ୍ପାଦନା]

ଗ୍ୟାଲେରି[ସମ୍ପାଦନା]


ଆଧାର[ସମ୍ପାଦନା]

  1. "Sourav Ganguly | Sourav Ganguly Photos | Sourav Ganguly Profile - Yahoo! Cricket". Cricket.yahoo.com. Retrieved 2011-06-30.
  2. "Tendulkar second-best ever: Wisden". Rediff.com. Retrieved 2008-11-27.

ବାହାର ଲିଙ୍କ[ସମ୍ପାଦନା]