ଅମାଲୁ

ଉଇକିପିଡ଼ିଆ‌ରୁ
ଅମାଲୁ
ଅମାଲୁ
ଆରମ୍ଭ
ଅଲଗା ନାଆଁମାଲପୁଆ, ମାଲପା
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଛେନା, ଚିନି, ମଇଦା

ଅମାଲୁ ବା ମାଲପୁଆ ଛେନା, ଚିନି ବା ଗୁଡ, ମଇଦାରୁ ଓ କଦଳୀରୁ ତିଆରି ଏକ ମିଠାଜାତୀୟ ଖାଦ୍ୟ । ଏହା ଛେନା, ଚିନି ବା ଗୁଡ, ମଇଦାକୁ ଓ କଦଳୀ ମିଶାଇ ତିଆରି କରାଯାଇଥାଏ । ଏହି ଦେଖିବାକୁ ଗୋଲ ଓ ମୋଟା ହୋଇଥାଏ ।

ଅମାଲୁ ଶ୍ରୀଜଗନ୍ନାଥଙ୍କର ଛପନ ଭୋଗ ଭିତରୁ ଏକ ଯାହା ସଞ୍ଜ ଧୂପରେ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ ୤।[୧]

ମାଲପୁଆ

ପ୍ରକାର[ସମ୍ପାଦନା]

  • ବଡ଼ ଅମାଲୁ: ସନ୍ଧ୍ୟା ଧୂପରେ (ଜୟ ମଙ୍ଗଳ ଆରତି ବା ସନ୍ଧ୍ୟା ଆରତି ପରେ) ଏହା ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ ୤
  • ଛୋଟ ଅମାଲୁ: ଏହା ମଧ୍ୟ ସନ୍ଧ୍ୟା ଧୂପରେ (ଜୟ ମଙ୍ଗଳ ଆରତି ବା ସନ୍ଧ୍ୟା ଆରତି ପରେ) ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ ୤
ମାଲପୁଆ

ଉପାଦାନ[ସମ୍ପାଦନା]

ଅମାଲୁ ପାଇଁ

ସିରା/ରାସେଣି ପାଇଁ

ତିଆରି ପ୍ରଣାଳୀ[ସମ୍ପାଦନା]

ଦହି, ମଇଦାପାନ ମହୁରିକୁ ଗୋଳାଇ ସେଥିରୁ ଏକ ନରମ ମିଶ୍ରଣ ତିଆରି କରାଯାଇଥାଏ । ଘିଅ/ତେଲ ଏକ ପାତ୍ରରେ ଗରମ କରାଯାଇ ଗୋଳାଯାଇଥିବା ମିଶ୍ରଣରୁ ଗୁଳା ମାନ ତିଆରି କରାଯାଇ ମଝି ମଝିଆ ଆଞ୍ଚରେ ଛଣାଯାଇଥାଏ । ଅମାଲୁ (ମାଲପୁଆ) ତିଆରି ହୋଇଗଲେ ତାହାକୁ ସିରାରେ ବୁଡ଼ାଇ କିଛି ସମୟ ରଖାଯାଇଥାଏ । ଘର ତିଆରି ମାଲପୁଆକୁ ସଜାଇବା ପାଇଁ ଏଥିରେ କମଳାଲେମ୍ବୁର ଖଣ୍ଡରେ ସଜାଯାଇଥାଏ ।[୨] [୩]

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. CHHAPAN BHOG, 56 sacred items of Jagannath Temple, Puri
  2. Malapua[permanent dead link]
  3. "Malapua". Archived from the original on 2012-03-23. Retrieved 2011-07-04.

ବାହାର ଲିଙ୍କ[ସମ୍ପାଦନା]